Sign in
Sign in
Recover your password.
A password will be e-mailed to you.
Browsing Category
ଶିକ୍ଷା
ଦୁଇ ଦିନରେ ୪ ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷା
ହତାଶ ଓଡ଼ିଶା ପ୍ରାର୍ଥୀଙ୍କ ପକ୍ଷରୁ ପ୍ରତିବାଦ
ଦୁଇ ଦିନରେ ୪ ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାକୁ ନେଇ ଓଡ଼ିଶାରେ ଆଶାୟୀମାନଙ୍କ ମଧ୍ୟରେ ହତାଶ ବୃଦ୍ଧି ପାଇଛି। କାରଣ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୮ ଏବଂ ମାର୍ଚ୍ଚ ୯ ଦୁଇଦିନରେ ପଡୁଛି
ଭୁବନେଶ୍ୱର!-->!-->!-->!-->!-->…
୩ କିମି ଦୂରରେ ଥିବା ସ୍କୁଲକୁ ପାଠପଢ଼ିବାକୁ ଯାଉଛନ୍ତି କୁନିକୁନି ଛାତ୍ରଛାତ୍ରୀ
ପୁଣି ସାମ୍ନାକୁ ଆସିଲା ଉପାନ୍ତରେ ଶିକ୍ଷାର ବିକଳ ଚିତ୍ର। ସ୍କୁଲରେ ତାଲା ପଡ଼ିବା ପରେ ଛୋଟଛୋଟ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ୩ କିଲୋମିଟର ଦୂରକୁ ଚାଲିଚାଲି ଯାଉଛନ୍ତି ଭବିଷ୍ୟତ ଗଢିବା ପାଇଁ।
ରାଇରଙ୍ଗପୁର /ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ପୁଣି ସାମ୍ନାକୁ ଆସିଲା!-->!-->!-->…
ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି
ଦୋଷ ସ୍ବୀକାର କଲେ ବୋର୍ଡ ସଭାପତି
ମାଟ୍ରିକ ପରୀକ୍ଷାରେ ଆଜି ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୫୦ ମାର୍କ ବଦଳରେ ୪୬ ମାର୍କର ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ‘ସି’ ସେଟରେ ୨ଟି ବର୍ଣ୍ଣନାତ୍ମକ ପ୍ରଶ୍ନରୁ ଗୋଟିଏ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ!-->!-->!-->…
ମାଟ୍ରିକ ପରୀକ୍ଷାରେ ଅନିୟମିତତା, ୬ ଶିକ୍ଷକ ନିଲମ୍ବିତ
ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଲକ ହଦଳୀ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ଵାଳ ଓ ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧିଙ୍କୁ ନିଲମ୍ବିତ କରିଛନ୍ତି।
!-->!-->!-->…
ଅଜବ ହେଲେ ବି ସତ: ପ୍ରସବ କଲେ ଦଶମ ଛାତ୍ରୀ
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେଇଛନ୍ତି। ଆଜି ଛାତ୍ରୀ ଜଣକ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।
ଚିତ୍ରକୋଣ୍ଡା/ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ମାଲକାନଗିରି!-->!-->!-->…
ଜିଲ୍ଲାପାଳଙ୍କୁ ଭେଟିବାକୁ ୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ
ପୁଣି ରାଜରାସ୍ତାରେ ଚାଲିଲେ ଅନ୍ତେବାସୀ। ରାତିର ଅନ୍ଧାରରେ ଚାଲିଚାଲି ୨୫ କି.ମି ରାସ୍ତା ଅତିକ୍ରମ କରି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ ବାରିପଦାରେ ପହଞ୍ଚିଛନ୍ତି। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା!-->…
କୁଳପତି ଡିଜିଟାଲ ଆରେଷ୍ଟ୍ର ଶିକାର
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଠାରୁ ୧୪ ଲକ୍ଷ ଠକିନେଲେ ଠକ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି(ଭିସି) ପ୍ରଫେସର ଗୀତାଞ୍ଜଳି ଦାଶ ଡିଜିଟାଲ ଆରେଷ୍ଟ୍ ଠକେଇର ଶିକାର ହୋଇ ସାଇବର ଠକଙ୍କ ଦ୍ବାରା ୧୪ ଲକ୍ଷ ଟଙ୍କାରୁ ଅଧିକ ହରାଇଛନ୍ତି
ବ୍ରହ୍ମପୁର/ଭୁବନେଶ୍ୱର ୨୫-୦୨-୨୦୨୫!-->!-->!-->!-->!-->…
ଆଧ୍ୟାତ୍ମିକତା ଦ୍ବାରା ଶାନ୍ତି ଓ ସମୃଦ୍ଧି ସମ୍ଭବ: ମୁଖ୍ୟମନ୍ତ୍ରୀ
ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ। ଭବିଷ୍ୟତ ପିଢ଼ିର ସୁଖ, ସମୃଦ୍ଧିକୁ ସଂରକ୍ଷଣ କରିବାର ପ୍ରଜ୍ଞାକୁ ପ୍ରଜ୍ଜ୍ୱଳିତ କରିଥାଏ। ପରିବେଶ ପ୍ରତି ସମ୍ବେଦନଶୀଳ ଏବଂ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଜାଗ୍ରତ କରାଏ।
କେନ୍ଦୁଝର/ଭୁବନେଶ୍ୱର!-->!-->!-->…
ପୁଷ୍ଟିକର ଆହାର ହିଁ ଯକ୍ଷ୍ମା ବିରୋଧରେ ସବୁଠାରୁ ମଜବୁତ୍ ଅସ୍ତ୍ର ଅଟେ: ଧର୍ମେନ୍ଦ୍ର
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜନଭାଗିଦାରୀରେ ହିଁ ଜିଲ୍ଲାରୁ ଟିବି ମୁକ୍ତ ଲକ୍ଷ୍ୟ ସାଧିତ ହୋଇପାରିବ। ଅନୁଗୁଳ ଠାରେ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ “ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ!-->…
ପ୍ରଜାତନ୍ତ୍ର ପାଠଚକ୍ର
ପ୍ରଜାତନ୍ତ୍ର ପାଠଚକ୍ରରେ ଉଦ୍ବୋଧନ ଦେଉଛନ୍ତି ପ୍ରଜାତନ୍ତ୍ର ପ୍ରଚାର ସମିତିର ଅଧକ୍ଷ ଭର୍ତ୍ତୃହରି ମହତାବ