Browsing Category

ଶିକ୍ଷା

ସିବିଏସଇ ଦ୍ୱାଦଶ ଶ୍ରେଣୀର ଇଂରାଜୀ ପ୍ରଶ୍ନପତ୍ର ପରିବର୍ତ୍ତନ

୩୨ ଜଣ ଛାତ୍ରଛାତ୍ରୀ କାନ୍ଦି କାନ୍ଦି ଫେରିଲେ ମଙ୍ଗଳବାର ସିବିଏସଇ ଦ୍ୱାଦଶ ଶ୍ରେଣୀର ପ୍ରଶ୍ନପତ୍ର ପରିବର୍ତ୍ତନ ହେବା ପରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀ କାନ୍ଦି କାନ୍ଦି ଫେରିଛନ୍ତି ମୟୂରଭଞ୍ଜ/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) :

ଏଠାରେ ପଢ଼ିଥିବାରୁ ମୁଁ ଗର୍ବି :ମୁଖ୍ୟମନ୍ତ୍ରୀ

ଶିକ୍ଷା ଆଉ ଏକ ସମସ୍ୟା ନୁହେଁ, କିନ୍ତୁ ପ୍ରକୃତ ଚ୍ୟାଲେଞ୍ଜ ହେଉଛି ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା କେନ୍ଦୁଝର/ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡରେ ୪୨ କୋଟି ଟଙ୍କାର ୧୬ଟି

ହାଇସ୍କୁଲର ୧୦.୮ ଲକ୍ଷ ପିଲାଙ୍କୁ ମଧ୍ୟାହ୍ନଭୋଜନ

ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୧ଲକ୍ଷ ୭୪ ହଜାର ୯୧୫ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ (ପିଏମ୍‌) ପୋଷଣ ଯୋଜନାରେ ଉପକୃତ ହେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମୁଣ୍ଡ ପିଛା ଖାଦ୍ୟର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି।

୧୦ ମାର୍ଚ୍ଚରୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର (ପିଜି) ନାମଲେଖା ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପିଜି ପ୍ରୋଗ୍ରାମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଦେବାକୁ ପଡିବ

ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୫ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବୀ ଖାଲି

ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୫ ପ୍ରତିଶତରୁ ଅଧିକ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଖାଲି ରହିଛି, ଯାହା ଏହି ପ୍ରତିଷ୍ଠାନରେ କର୍ମଚାରୀ ଅଭାବକୁ ସ୍ପଷ୍ଟ କରୁଛି।ବିଭିନ୍ନ ବିଭାଗରେ ୨୩୮ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ମଧ୍ୟରୁ କେବଳ ୧୦୫ଟି ପୂରଣ ହୋଇଛି ଭୁବନେଶ୍ୱର ୦୭-୦୩-୨୦୨୫

ଭୁବନେଶ୍ବରରେ ୬୧ ପିଲା ଦେଲେନି ମାଟ୍ରିକ ପରୀକ୍ଷା: ସହର ଛାଡ଼ି ପଳାଇଲେ

ମାଟ୍ରିକ୍‌ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ମାତ୍ର ଦିନଟିଏ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। ତନାଘନା ପରେ ଏହା ପଛର କାରଣ ସମସ୍ତଙ୍କୁ ଚକିତ କରିଛି। ଫର୍ମ ପୂରଣ କରିଥିବା ଜଣେ ଛାତ୍ରୀ ବିବାହ କରିଛନ୍ତି। ଭୁବନେଶ୍ୱର ୦୬-୦୩-୨୦୨୫(ପିପିଏସ) : ମାଟ୍ରିକ୍‌ ପରୀକ୍ଷା

ସୈନିକ ସ୍କୁଲ୍‌ ସ୍ଥାନାନ୍ତର ପ୍ରସଙ୍ଗ

୫୦୦ପିଲାଙ୍କ ପାଠରେ ଲାଗିବ ଡୋରି, ଗରିବ ପିଲାଙ୍କ ଭରସା ବାଲ୍‌ ସୈନିକ ସ୍କୁଲ ବାଲ୍‌ ସୈନିକ ପବ୍ଲିକ ସ୍କୁଲ। ଭୁବନେଶ୍ବର ସୈନିକ ସ୍କୁଲର ଏକ ଅଂଶ ଭାବେ ୮୦ ଦଶକରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ଏବେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ରାଜଧାନୀର

କୁଳପତିମାନଙ୍କୁ ରାଜ୍ୟପାଳଙ୍କ ପରାମର୍ଶ: କ୍ୟାମ୍ପସ୍‌ରେ ‌ଯୌନ ନିର୍ଯାତନା ରୋକ

ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ରୋକିବା ଦିଗରେ ବିହିତ ପଦକ୍ଷେପ ନେବାର ସମୟ ଆସିଛି। ଏଥିସହ ଡିଜିଟାଲ ଯୁଗରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ସାଇବର୍‌ ନିରାପତ୍ତା ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ଉଚ୍ଚ

ସରକାରୀ ସ୍କୁଲ ରଙ୍ଗ ଗେରୁଆ ହେବ: ନିର୍ଦ୍ଦେଶ ଜାରି

ଓଡ଼ିଶାର ସରକାରୀ ସ୍କୁଲ କୋଠାଗୁଡ଼ିକୁ ନୂତନ ରଙ୍ଗ କୋଡ୍ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓଏସଇପିଏ) ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସରକାରୀ ଚିଠି ପଠାଯାଇଛି ଭୁବନେଶ୍ୱର

କିଟ୍ କାଣ୍ଡ

ଜାତୀୟ ମାନବାଧିକାର କମିସନଙ୍କ ତଦନ୍ତ ନିର୍ଦ୍ଦେଶ କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର କମିସନ୍ ଗୁରୁତ୍ବର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିମ୍ ଗଠନ କରି କିଟ୍ ବିଶ୍ବବିଦ୍ୟାଳୟ