Browsing Category

ବିଜ୍ଞାନ

ମୋହନଙ୍କୁ ପ୍ରଶଂସା କଲେ ଜୟଶଙ୍କର

କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର କହିଥିଲେ, ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ ଭଳି। ଓଡିଶାର କଳା ଓ ସଂସ୍କୃତି ଅନନ୍ୟ। ଓଡିଶା ରାଜ୍ୟର କଳା ଓ ସଂସ୍କୃତି ସାରା ଦେଶରେ ପରିଚିତି ହାସଲ କରିଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୩୧-୦୧-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ

ବିକଶିତ ଗାଁ, ବିକଶିତ ଓଡ଼ିଶା ମାର୍ଗଦର୍ଶିକା ଜାରି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କ ସରକାରଙ୍କ ପକ୍ଷରୁ ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି ଭୁବନେଶ୍ୱର ୩୦-୦୧-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କ ସରକାରଙ୍କ

୧୨ ଲକ୍ଷ ୮୯ ହଜାର କୋଟି ପୁଞ୍ଜି ନିବେଶ ପ୍ରସ୍ତାବ; ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି!

ଦୁଇ ଦିନିଆ ଶିଳ୍ପ ସମ୍ମିଳନୀରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍‌ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ବ୍ୟତୀତ ସିଇଓ ରାଉଣ୍ଡ୍‌ଟେବୁଲ୍‌, ମହିଳା ନେତୃତ୍ବ ରାଉଣ୍ଡ୍‌ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍‌ଟେବୁଲ୍ ଅନୁଷ୍ଠିତ ହୋଇଛି।

ଧାମରାରେ ଅବତରଣ କଲା ପ୍ରଥମ ବିମାନ

 ୧୨୦୦ ମିଟର ରନ୍‌ୱେରେ ଗଡ଼ିଲା ଶିଳ୍ପ ବିକାଶରେ ସହାୟକ ହେବ ଭଦ୍ରକ ଜିଲ୍ଲାର ଧାମରାରେ ଆଜି ପ୍ରଥମ ବିମାନ ଅବତରଣ କରିଛି। ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଜିଲ୍ଲାର ବାସୁଦେବପୁର ବ୍ଲକ୍‌ର ବାଲିମୁଣ୍ଡାଠାରେ ଏହି ବିମାନବନ୍ଦର ରହିଛି।

ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା ହେବ: ମୁଖ୍ୟମନ୍ତ୍ରୀ

ଶିକ୍ଷା ହେଉଛି ମହିଳା ସଶକ୍ତୀକରଣର ଚାବିକାଠି। ଆଗାମୀ ବର୍ଷଗୁଡ଼ିକରେ, ମହିଳାମାନଙ୍କୁ ଉଦ୍ୟୋଗୀ ସଫଳତା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନ ପ୍ରଦାନ ପାଇଁ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଭୁବନେଶ୍ୱର ୨୯-୦୧-୨୦୨୫(ପିପିଏସ ) : ଜୀବନର ଯେକୌଣସି କ୍ଷେତ୍ରରେ ସଫଳ ମହିଳାମାନଙ୍କୁ

ଐତିହାସିକ ଅଭିଯାନରେ ଜୟପୁର ଝିଅ ଡାକ୍ତର ସରିତା ଦାରା

୧୨୪ ମହିଳାଙ୍କ ସହ ଆଣ୍ଟାର୍କଟିକା ଯାତ୍ରା ଆସନ୍ତାକାଲି ଠାରୁ ସପ୍ତାହ ବ୍ୟାପୀ ଦକ୍ଷିଣ ମେରୁ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଣ୍ଟାର୍କଟିକା ଗସ୍ତ କରିବେ ବିଶ୍ବର ୧୨୪ଜଣ ମହିଳା। ଏହି ଦଳରେ ସ୍ଥାନ ପାଇଛନ୍ତି କୋରାପୁଟର ପୂର୍ବତନ ସିଡିଏମ୍‌ଓ ତଥା ଜୟପୁର କୋରାପୁଟ/ଭୁବନେଶ୍ୱର

ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫

‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫’ରେ ସମ୍ବୋଧିକ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦ୍‌ଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପୂର୍ବ ତୁଳନାରେ ୬ ଗୁଣା ଅଧିକ ଶିଳ୍ପପତି ସାମିଲ

୪୦ ହଜାର ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଆଜି ପ୍ରାକ୍‌ ବଜେଟ୍‌ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ,

ବିରଳ ମହାଜାଗତିକ ଘଟଣା, ଗୋଟିଏ ଧାଡ଼ିରେ ୬ ଗ୍ରହ

ମହାକାଶରେ ଏକ ବିରଳ ଘଟଣା ଦେଖାଯାଇଛି । ସୌରଜଗତର ୬ଟି ଗ୍ରହକୁ ଏକା ସାଙ୍ଗରେ ଗୋଟିଏ ସରଳ ରେଖାରେ ଦେଖାଯାଇଛନ୍ତି, ଅର୍ଥାତ୍ ଛଅଟି ଗ୍ରହ ଗୋଟିଏ ରେଖାରେ ପରିକ୍ରମା କରୁଛନ୍ତି ।  ନୂଆଦିଲ୍ଲୀ /ଭୁବନେଶ୍ୱର ୨୧-୦୧-୨୦୨୫(ପିପିଏସ) : ମହାକାଶରେ ଏକ ବିରଳ ଘଟଣା ଦେଖାଯାଇଛି । ସୌରଜଗତର ୬ଟି

କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର

କଟକ,ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଏହି ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ଡେଭଲପ କରାଯିବ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୧୨-୦୧-୨୦୨୫(