Sign in
Sign in
Recover your password.
A password will be e-mailed to you.
Browsing Category
ବିଜ୍ଞାନ
ସ୍ମୃତିକୁ ଖୋଜୁଛି ପାରଳାଖେମୁଣ୍ଡି
ରେଳ ଯୋଗାଯୋଗ କ୍ଷେତ୍ରରେ ପାରଳାଖେମୁଣ୍ଡିର ସମୃଦ୍ଧ ଇତିହାସ ରହିଛି। ବ୍ରିଟିସ୍ ଶାସନ ତଥା ଭାରତ ସ୍ବାଧୀନତାର ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ଏଠାରେ ରେଳ ଗଡ଼ିଥିଲା।
ପାରଳାଖେମୁଣ୍ଡି/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ରେଳ ଯୋଗାଯୋଗ କ୍ଷେତ୍ରରେ ପାରଳାଖେମୁଣ୍ଡିର ସମୃଦ୍ଧ!-->!-->!-->!-->!-->…
ଏସ୍ସିବିରେ ଦ୍ବିତୀୟ ଯକୃତ ପ୍ରତିରୋପଣ
ଦେଢ଼ମାସ ପରେ ନୂଆ ଜୀବନ ନେଇ ଘରକୁ ଫେରିଲେ ମାନସ
ଦେଢ଼ମାସ ପରେ ଏସ୍ସିବିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଯକୃତ(ଲିଭର୍) ପ୍ରତିରୋପଣ ହୋଇଥିବା ଦ୍ବିତୀୟ ରୋଗୀ ଖୋର୍ଦ୍ଧା ଅଞ୍ଚଳର ମାନସ ମୁଦୁଲି।
ଗତ ସେପ୍ଟେମ୍ବର ୯ତାରିଖରେ ମାନସଙ୍କ ଶରୀରରେ ସଫଳତାର ସହ ଯକୃତ ପ୍ରତିରୋପଣ!-->!-->!-->!-->!-->!-->!-->…
ଡିଜିଟାଲ୍ ପ୍ରଦୂଷଣ
ଆଜିର ଅତ୍ୟାଧୁନିକ ଯୁଗରେ ସଭିଏଁ ଇଣ୍ଟର୍ନେଟ୍, ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏକପ୍ରକାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧୁନା ଡିଜିଟାଲ୍ ବିଶ୍ବ ଶୈଶବର ଖେଳସାଥୀ, କୈଶୋରର ଫ୍ୟାସନ୍ ଷ୍ଟୋର୍, ଯୁବକମାନଙ୍କର ବୃତ୍ତିଗତ ଆବଶ୍ୟକତା, ପ୍ରୌଢ଼ତାର ସମ୍ପର୍କର!-->!-->!-->…
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ
ବାରିପଦା/ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ବିକଶିତ ଭାରତ ଅଭିଯାନର ମିଳିତ ସହଯୋଗରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ!-->!-->!-->…
ଇତିହାସ ରଚିଲେ ବଣ୍ଡା ସଂପ୍ରଦାୟର ଝିଅ
ୟୁଟ୍ୟୁବରୁ ଶିକ୍ଷା ଗ୍ରହଣ କରି ହେଲେ ଅଫିସର
ସର୍ବପୁରାତନ ଜନଜାତି ହେଉଛନ୍ତି ବଣ୍ଡା ଜନଜାତି।
ଏହି ଜନଜାତିର ଜଣେ ଝିଅ ଏବେ ଓଏଏସ୍ ହୋଇଛନ୍ତି।
ବଣ୍ଡା ଜନଜାତିର ଝିଅଟି ପିଲାଦିନରୁ ଅଭାବ ଅନାଟନରେ ବଢିଛନ୍ତି।
ପାଠ ପଢିବାର ପରିବେଶ ନଥିବା ବେଳେ ମଧ୍ୟ ସେ ନିଜର!-->!-->!-->!-->!-->!-->!-->!-->!-->!-->!-->…
କେତେ ସ୍ମାର୍ଟ ହେଲା ଭୁବନେଶ୍ବର? ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି।
ଏବେ କେବଳ ନିର୍ମାଣାଧୀନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ରହିଛି।
ତେଣୁ ଏହାଦ୍ବାରା ଭୁବନେଶ୍ବର କେତେ ସ୍ମାର୍ଟ ହୋଇଛି, ସେ ପ୍ରଶ୍ନ ପଚାରିବାର ସମୟ ଆସିଛି।
ଭୁବନେଶ୍ୱର ୧୭-୧୦-୨୦୨୪!-->!-->!-->!-->!-->!-->!-->!-->!-->…
ତେଲ ୧୦୦ ଡଲାର ଛୁଇଁବ!
ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ମଧ୍ୟପ୍ରାଚ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଛି। ଇରାନରେ ଏଥିପାଇଁ ତୈଳ ଉତ୍ପାଦନ ପ୍ରଭାବିତ ହେବା ସମ୍ଭାବନା ରହିଛି। ଯଦି ଏହା ହୁଏ ତା’ହେଲେ ଆଗାମୀ ଦିନରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ସମ୍ଭାବନା ରହିଛି ବୋଲି ଏକ!-->…
ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗକୁ ରାଜ୍ୟ ଗବେଷଣା କେନ୍ଦ୍ର ମାନ୍ୟତା
ଘୋଷଣା କଲେ ଓୟୁଏଚ୍ଏସ୍ କୁଳପତି ପିଏଚ୍ଡି ପାଠ୍ୟକ୍ରମ ପାଇଁ ଫିଟିଲା ବାଟ
କଟକ,୩୦-୦୯-୨୦୨୪ (ପିପିଏସ) : ହେମାଟୋଲୋଜି ପରେ ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗକୁ ରାଜ୍ୟ ଗବେଷଣା କେନ୍ଦ୍ରର ମାନ୍ୟତା ଦେଇଛି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ। ପୁରୀ ଜୟ ଜଗନ୍ନାଥ ମେଡିକାଲ!-->!-->!-->…
ଶୁଆର ୨ଘଣ୍ଟାର ଅସ୍ତ୍ରୋପଚାର
୨୧ବର୍ଷ ଶୁଆର ହେଲା ସଫଳ ଟ୍ୟୁମର ଅସ୍ତ୍ରୋପଚାର।
ମାଲିକ ବିଶ୍ବକର୍ମା ଶୁଆ ବେକରେ ଗଣ୍ଠି ଭଳି ଥିବା ଅନୁଭବ କରି ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ପରେ ହୋଇଥିଲା ଅସ୍ତ୍ରୋପଚାର।
ନୂଆଦିଲ୍ଲୀ/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ): ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଏକ!-->!-->!-->!-->!-->!-->!-->!-->!-->…
୩ ନମ୍ବର ଲଞ୍ଚପ୍ୟାଡରୁ କ୍ଷେପଣାସ୍ତ୍ରର ପରୀକ୍ଷଣ
ସ୍ବଦେଶୀ ଜ୍ଞାନକୌଶଳ ରେ ନିର୍ମିତ ସ୍ବଳ୍ପ ଦୂରଗାମୀ ମିସାଇଲ
ରାଡାରରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ କରୁଛନ୍ତି ସମୀକ୍ଷା
ଅଢେଇ କିଲୋମିଟର ପରିଧିରେ ୩୧୦୦ ଲୋକଙ୍କୁ କରାଯାଇଥିଲା ସ୍ଥାନାନ୍ତର
ବାଲେଶ୍ବର/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ବାଲେଶ୍ବର ଜିଲ୍ଲା!-->!-->!-->!-->!-->!-->!-->!-->!-->…