Sign in
Sign in
Recover your password.
A password will be e-mailed to you.
Browsing Category
ପ୍ରମୁଖ ଖବର
ଏସସିବିରେ ପ୍ରଥମଥର ପାଇଁ ହେବ ହୃତପିଣ୍ଡ ପ୍ରତିରୋପଣ
କଟକ,୧୬-୧୧-୨୦୨୪(ପିପିଏସ) : ଓଡ଼ିଶାବାସୀଙ୍କୁ ଉନ୍ନତ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ପ୍ରଥମ ରୋଗୀଙ୍କ ସ୍କ୍ରିନିଂ ପ୍ରକ୍ରିୟା ଚାଲୁଅଛି। ଓଡ଼ିଶାର!-->…
କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ରେ ଅଗ୍ନିକାଣ୍ଡ
ଭଦ୍ରକ/ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଚରମ୍ପା ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି। ରାଣିତାଲ ନିକଟରେ ଧୂଆଁ!-->…
ନୂଆଡିହି ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ
ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ନୁଆଡିହି ଫରେଷ୍ଟର ଛବିଳ ବେହେରାଙ୍କ ଅବହେଳା ମନୋଭାବ କାର୍ଯ୍ୟ, ଅସଭ୍ୟ ବ୍ୟବହାର, ହାତୀ ନ ଘଉଡ଼ାଇବା ଯୋଗୁଁ ଉପଦ୍ରବ, ଉପଦ୍ରବରେ କ୍ଷୟକ୍ଷତିଙ୍କୁ ଅନୁକମ୍ପାମୂଳକ ସହାୟତା ନ ମିଳିବା ଆଦି ଅନେକ ଅଭିଯୋଗ ଆଣି ଗତ ଶୁକ୍ରବାର ରାତିରେ ଏକ ଗଛରେ ବାନ୍ଧି ରଖିଲେ!-->…
ମହାପ୍ରଭୁଙ୍କ ଜମି ବେଆଇନ୍ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ, ଥାନାରେ ଏତଲା
ପୁରୀ/ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : ବିଶ୍ବ ନିୟନ୍ତାଙ୍କୁ ମଧ୍ୟ ଆମ ସମାଜର କିଛି ଲୋକ ଖାତିର କରୁ ନାହାନ୍ତି। ଯାହାଙ୍କ ନିର୍ଦ୍ଦେଶରେ ଏହି ଦୁନିଆ ପରିଚାଳିତ ହେଉଛି, ସେହି କାଳିଆ ଠାକୁରଙ୍କ ସଂପତ୍ତି ଉପରେ ମଧ୍ୟ ଖଳ ଲୋକମାନେ ନଜର ପକାଉଛନ୍ତି। ଏଭଳି ଏକ ଅଭିଯୋଗ ଆସିଛି। ମହାପ୍ରଭୁ!-->…
ସେଣ୍ଟ ଜୋନ ଆମ୍ବୁଲାନ୍ସ ସେବା ଲୋଗୋ ଉନ୍ମୋଚନ
କଟକ,୧୬-୧୧-୨୦୨୪(ପିପିଏସ) : ସେଣ୍ଟ ଜୋନ ଆମ୍ବୁଲାନ୍ସ ର ଐତିହାସିକ ବାଲିଯାତ୍ରା ପାଇଁ ୩୨ ତମ ରାଜ୍ୟ ସ୍ତରୀୟ ସେବା କ୍ୟାମ୍ପର ଲୋଗୋ ସମ୍ମାନୀୟ ସାଂସଦ ରତ୍ନ ଶ୍ରୀଯୁକ୍ତ ଭର୍ତୁହରି ମହତାବଙ୍କ କର କମଳରେ ଉନ୍ମୋଚିତ ହୋଇଛି । ଜୀବନ ରକ୍ଷାକାରୀ ଆମୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସେବା!-->!-->!-->…
ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି ଭାରତ: ଭର୍ତ୍ତୃହରି ମହତାବ
ଭାରତ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି। ଭାରତକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଓ ବିଶ୍ୱର ପ୍ରମୁଖ ସମୃଦ୍ଧଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ସରକାର ଉଦ୍ୟମ କରୁଛନ୍ତି।
ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : ଭାରତ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି। ଭାରତକୁ ୨୦୪୭!-->!-->!-->…
ରୁପା ଆଚ୍ଛାଦିତ ହେବ ପତିତପାବନଙ୍କ ମନ୍ଦିର ଓ ସିଂହଦ୍ବାର ଜମଶିଳା
ଶ୍ରୀମନ୍ଦିର ସିଂହଦ୍ବାର ଜମଶିଳା ଓ ପତିତପାବନଙ୍କ ମନ୍ଦିର ସଂପୂର୍ଣ୍ଣ ରୁପା ଆଚ୍ଛାଦିତ କରାଯିବ। ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବ। ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଓ ପତିତପାବନଙ୍କ ମନ୍ଦିରର ଏହି ନୂଆରୂପ ଭକ୍ତମାନେ ଦେଖିପାରିବେ।
ପୁରୀ,ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) :!-->!-->!-->…
ପୁଣି ମୁମ୍ବାଇ ବିମାନବନ୍ଦରକୁ ମିଳିଲା ବୋମା ଧମକ
ଗତ କିଛି ଦିନ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିିଳି ସାରିଥିବା ବେଳେ ବୁଧବାର ଅପରାହ୍ନରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ମିଳିଛି।
ମୁମ୍ବାଇ/ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ଥମୁନାହିଁ ବିମାନକୁ ବୋମା ଧମକ। କିଛି ଦିନ ଅନ୍ତରରେ!-->!-->!-->…
ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନ: ରାସ୍ତାରେ ବିଜେପି-ବିଜେଡି ମୁହାଁମୁହିଁ
ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନକୁ ନେଇ ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଏମ୍ସିର ୧୩ ନମ୍ବର ୱାର୍ଡ ଧୀନରେ ଆସୁଥିବା ଏହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାଲାଗି ଆବାସ ଯୋଜନାରେ ଚିହ୍ନଟ ହୋଇଥିବା ବସ୍ତିବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଟ୍ରାଞ୍ଜିଟ୍
!-->!-->!-->…
୬ ପେସାଦାର ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ
କଟକ,୧୪-୧୧-୨୦୨୪ (ପିପିଏସ ) : ଗତ ୧୫ ଦିନ ମଧ୍ୟରେ କଟକରେ ଘଟିଥିବା ତିନୋଟି ଛିନତାଇ ଲୁଟ୍ ଘଟଣାରେ କମିଶନରେଟ ପୋଲିସ ୬ ପେସାଦାର ଲୁଟେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏ ନେଇ କଟକ ଡିସିପି କହିଛନ୍ତି ଲୁଟେରା ମାନଙ୍କ ନାଁ' ରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଛି ।!-->…