Sign in
Sign in
Recover your password.
A password will be e-mailed to you.
Browsing Category
ପ୍ରମୁଖ ଖବର
ସିରିଜ୍ ଦୁର୍ଘଟଣାରେ ୪ମୃତ, ୩ ଆହତ
ରାଇରଙ୍ଗପୁର/ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି। ଏହି ଜାତୀୟ ରାଜପଥର ପ୍ରାୟ ୧୫ କିମି ଭିତରେ ଆଜି ୩ଟି ଦୁର୍ଘଟଣା ଘଟିଛି, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ମୃତକମାନେ ହେଲେ!-->…
‘୨୦୨୭ ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ’
ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଓ କଟକ ସହ ଭୁବନେଶ୍ୱର ଓ କଟକ ସହର ଅନ୍ୟ ଅଂଚଳରେ ଚଳାଚଳ କରିବ।
ଭୁବନେଶ୍ୱର!-->!-->!-->…
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝଲକ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ବାରା ଉଦ୍ଘାଟନ ହୋଇଥିବା ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହେବେ। ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ଦେଶର ସୁରକ୍ଷା ପାଇଁ ଭୁବନେଶ୍ବରରେ ଆଲୋଚନା ହେଉଛି ତିନି ଦିନ
ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀର ୫୯ତମ ସଂସ୍କରଣ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦ୍ବାରା ଉଦ୍ଘାଟିତ ଏହି ସମ୍ମିଳନୀ ତିନିଦିନ ଧରି ଚାଲିବ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ଯୋଗ!-->…
ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସବୁବେଳେ ସମର୍ଥନ ଦେଇ ଆସୁଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ଫଳ, ହରିୟାଣା ନିର୍ବାଚନ ଫଳ ପରେ ଦେଶରେ ବିଶ୍ବାସ ଭରିଛି। ଏହି ବିଜୟର ଆୟମାରମ୍ଭ ଓଡ଼ିଶାରୁ ହୋଇଛି। ବିରୋଧୀ ଦଳ ମୋଦୀ ସରକାରଙ୍କ ବିରୋଧରେ ସବୁବେଳେ ଅପପ୍ରଚାର କରୁଛନ୍ତି।
ଭୁବନେଶ୍ୱର ୨୯-୧୧-୨୦୨୪ (ପିପିଏସ) : ଜୟ!-->!-->!-->…
ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶାବାସୀଙ୍କ ସେବା କରୁଛି: ମୁଖ୍ୟମନ୍ତ୍ରୀ
ଓଡ଼ିଶାବାସୀଙ୍କ ତରଫରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଓଡ଼ିଶା ମାଟିକୁ ସ୍ଵାଗତ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ହେଉଛି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ।
ଭୁବନେଶ୍ୱର ୨୯-୧୧-୨୦୨୪ (ପିପିଏସ) : ପ୍ରଧାନମନ୍ତ୍ରୀ!-->!-->!-->…
ଭୁୁବନେଶ୍ୱରରେ ଆରମ୍ଭ ହେଲା ତିନିଦିନିଆ ଡିଜିପି ସମ୍ମିଳନୀ,
ଲୋକସେବା ଭବନରେ ଡିଜି-ଆଇଜି ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଦେଶର ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଉଦ୍ଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଦେଶର ସବୁ ରାଜ୍ୟର ଡିଜିପି ମଧ୍ୟ ଉପସ୍ଥିତ ଅଛନ୍ତି।
ଭୁବନେଶ୍ୱର ୨୯-୧୧-୨୦୨୪ (ପିପିଏସ) : ଲୋକସେବା ଭବନରେ!-->!-->!-->…
୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର
ଇତିମଧ୍ୟରେ ପୁରୁଣା ନବୀନ ସରକାରଙ୍କର ମୋଟ ୨୧ଟି ଯୋଜନାର ନାମକୁ ନୂଆ ସରକାର ପରିବର୍ତ୍ତନ କରିଛନ୍ତି। ଏସଂକ୍ରାନ୍ତରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ଲିଖିତ ଉତ୍ତର ରଖାଯାଇଛି
ଭୁବନେଶ୍ୱର ୨୮-୧୧-୨୦୨୪ (ପିପିଏସ) : ଇତିମଧ୍ୟରେ ପୁରୁଣା ନବୀନ ସରକାରଙ୍କର ମୋଟ!-->!-->!-->…
ରାସ୍ତାକଡ଼ ଘର ଭିତରକୁ ପଶିଗଲା କାର୍; ଶିଶୁ ସମେତ ୪ ଜଣ ଆହତ
ଯାତ୍ରାପାର୍ଟିର କଳାକାରଙ୍କ କାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘରକୁ ପଶିଯାଇଛି। ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ମୋଟ୍ ୪ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ସାମ୍ନା କରିଥିବାର ତିନି ଜଣ ସୌଭାଗ୍ୟ ବଶତଃ ମୃତ୍ୟୁମୁଖରୁ ବର୍ତ୍ତି!-->…
ଆବାସ ଯୋଜନାର ନୂଆ ଗାଇଡ୍ଲାଇନ୍: ବାଇକ୍-ଫ୍ରିଜ୍ ଥିଲେ ବି ଘର ମିଳିବ
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ନୂଆ ଗାଇଡ୍ଲାଇନ୍ ଆସିଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଦେବାକୁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ନୂଆ ଗାଇଡ୍ଲାଇନରେ କେତେକ ନୂଆ ବ୍ୟବସ୍ଥା ଯୋଡ଼ିଛନ୍ତି
ଭୁବନେଶ୍ୱର ୨୮-୧୧-୨୦୨୪ (ପିପିଏସ) : ପ୍ରଧାନମନ୍ତ୍ରୀ!-->!-->!-->!-->!-->…