Browsing Category

ପ୍ରମୁଖ ଖବର

ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ୱେଲନେସ୍‌ ସେଂଟର: ସ୍ବାସ୍ଥ୍ୟମନ୍ତ୍ରୀ

ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍‌ଥ ଆଣ୍ଡ ୱେଲନେସ ସେଣ୍ଟର ଖୋଲାଯିବ। ନ୍ୟାସନାଲ ଡାଏଲିସିସ ମିସନ ଅଧୀନରେ ରାଜ୍ୟରେ ପିପିପି ମୋଡରେ ଡାଏଲିସିସ ସେଣ୍ଟର  ଖୋଲାଯିବ। ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) :  ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍‌ଥ ଆଣ୍ଡ

ଥାନା ଖୋଜୁଛି ସ୍ଥାୟୀ ଠିକଣା

କଲ୍ୟାଣ ମଣ୍ଡପରେ ଚାଲିଛି ଲିଙ୍ଗରାଜ ଥାନା ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଥିବା ଲିଙ୍ଗରାଜ ଥାନାକୁ ଏକାମ୍ର ପ୍ରକଳ୍ପ ପାଇଁ ଭାଙ୍ଗିଦେଲେ। ହେଲେ ନୂଆ ଥାନା ନିର୍ମାଣ ହେଲା ନାହିଁ। ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ହାଟସାହିରେ

୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଜଳିଗଲା ୩ ପରିବା ଗୋଦାମ

ରାତି ପ୍ରାୟ ସାଢ଼େ ୧୧ଟାରେ ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିବାରୁ ୩ଟି ପରିବା ଗୋଦାମ ପୋଡ଼ି ଛାରଖାର ହୋଇଯାଇଛି। ସୌଭାଗ୍ୟକୁ ଏଥିରେ ଜୀବନହାନି ଭଳି ଅଘଟଣ ଘଟିନାହିଁ। ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ରାତି ପ୍ରାୟ ସାଢ଼େ ୧୧ଟାରେ ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିବାରୁ ୩ଟି

କୋଣାର୍କରେ ଲୁଟେରା ସକ୍ରିୟ

୪ ମହିଳାଙ୍କ ସମେତ ୬ ଆନ୍ତଃରାଜ୍ୟ ଚୋର ଗିରଫ କୋଣାର୍କ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଆନ୍ତଃରାଜ୍ୟ ଚୋରମାନେ ଟାଗେର୍ଟ କରିଛନ୍ତି। ଦେଶ-ବିଦେଶରୁ ପ୍ରତ୍ୟେକ ଦିନ ଆସୁଥିବା ପର୍ଯ୍ୟଟକମାନେ ଦାମୀ ମୋବାଇଲ

ରାତ୍ରି ତାପମାତ୍ରା: ରାଜ୍ୟରେ ୧୦ଡ଼ିଗ୍ରି ତଳେ ୮ ସହର, ଆହୁରି କଲବଲ କରିବ ଶୀତ

ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ପ୍ରବଳ ଶୀତରେ ସାରା ଓଡ଼ିଶା ଥରୁଛି। ବଣ, ପାହାଡ଼ ଘେରା ଅଞ୍ଚଳର ଲୋକେ ଅଧିକ ହନ୍ତସନ୍ତ ହେଉଛନ୍ତି। ସୂର୍ଯ୍ୟ ଉଦୟ ହେଲେ ସାମାନ୍ୟ ଆଶ୍ବସ୍ତି ଲାଭ କରୁଥିବା ବେଳେ ସୂର୍ଯ୍ୟାସ୍ତ ପରଠାରୁ ପୁଣି ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। ଜୀବଜନ୍ତୁ ଓ

ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର

ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର। ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର ୟୁପି ଏସ ସି ଦ୍ୱାରା ପରିଚାଳିତ ଭାରତୀୟ ପ୍ରସନିକ ସେବା ତଥା ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ପାଇଥିଲେ ଅନିମେଶ

ଶପଥ ନେଲେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ୩୯ ମନ୍ତ୍ରୀ

ବିଜେପିରୁ ସର୍ବାଧିକ ୧୯, ଶିବସେନାରୁ ୧୧ ଏବଂ ଏନସିପିରୁ ୯ ମନ୍ତ୍ରୀ ମୁମ୍ବାଇ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ମହାରାଷ୍ଟ୍ର କ୍ୟାବିନେଟର ମନ୍ତ୍ରିମଣ୍ଡଳ ରବିବାର ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାରଙ୍କ

ଅସୁସ୍ଥ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ /ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଶନିବାର ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବୟାସାଧିକ କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିବା କୁହାଯାଉଛି। ଆଡଭାନୀଙ୍କୁ ଏବେ

‘ଗରିବୀ ହଟାଓ’ ଦେଶର ସବୁଠୁ ବଡ଼ ଜୁମଲା ଥିଲା : ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗୋଟିଏ ଶବ୍ଦ ଆମ କଂଗ୍ରେସ କର୍ମୀମାନଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ରହିଆସିଛି । ସେହି ଶବ୍ଦଟି ହେଉଛି ‘ଜୁମଲା’ । କିନ୍ତୁ ସମଗ୍ର ଦେଶ ଜାଣେ ଯେ ଯଦି ଦେଶରେ କୌଣସି ବଡ଼ ଜୁମଲା ଥିଲା, ତେବେ ତାହା ଥିଲା ଗରିବୀ ହଟାଓ। ନୂଆଦିଲ୍ଲୀ/ଭୁବନେଶ୍ୱର

ମହାକୁମ୍ଭରେ ଓଡ଼ିଆ ଭାଷା: ଷ୍ଟେସନରେ ସ୍ୱତନ୍ତ୍ର ଓଡ଼ିଆ କିଓସ୍କ

ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜ ରେଳଷ୍ଟେସନରେ ଡିଜିଟାଲ ସୁବିଧା ଉପଲବ୍ଧ କରାଯାଇଛି। ବିନା କାହାର ସହାୟତାରେ ଶ୍ରଦ୍ଧାଳୁ ଡିଜିଟାଲ କିଓସ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ସୁବିଧା ପାଇବେ। ପ୍ରୟାଗରାଜ/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜ ରେଳଷ୍ଟେସନରେ