Sign in
Sign in
Recover your password.
A password will be e-mailed to you.
Browsing Category
ପ୍ରମୁଖ ଖବର
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି
ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ପଶିଲା ଇଡି। ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ କରୁଛି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବାର ସୂଚନା!-->…
ସାନ୍ତାଳୀ ଭାଷାରେ ଶିକ୍ଷାଦାନ ପାଇଁ ସରକାର ଚିନ୍ତା କରୁଛନ୍ତି: ମୁଖ୍ୟମନ୍ତ୍ରୀ
ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସାନ୍ତାଳୀ ଭାଷା ଅଲ୍ଚିକି ଲିପିରେ ‘କେଜି’ରୁ ‘ପିଜି’ ପର୍ଯ୍ୟନ୍ତ ଶିକ୍ଷାଦାନ
କେନ୍ଦୁଝର/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ସାନ୍ତାଳୀ ଭାଷାକୁ!-->!-->!-->…
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ପୁଣି ୩ ଏତଲାକାରୀ ଓହରିଲେ
ବହୁ ଚର୍ଚ୍ଚିତ ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ଅନ୍ୟ ୩ ଜଣ ଏତଲାକାରୀ ଓହରି ଯାଇଛନ୍ତି। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ ଏହି ତିନି ଜଣ କହିଛନ୍ତି।
ବ୍ରହ୍ମପୁର/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) :!-->!-->!-->…
ଦୁଇମାସରେ ସରିବ ଆବାସ ସର୍ଭେ କାମ
ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ରାଜ୍ୟ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡି। ପୂର୍ବ ସରକାର ଗଣତନ୍ତ୍ରକୁ ନଷ୍ଟ କରିଥିଲେ। ସେହି ସମୟରେ ମନ୍ତ୍ରୀମାନେ ଟେଣ୍ଟ ବାନ୍ଧୁଥିଲେ, ଚୌକି ପକାଉଥିଲେ। ଏଭଳି ମନ୍ତବ୍ୟ ଦେଇ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପଞ୍ଚାୟତରାଜ!-->…
ଚେନ୍ନାଇରେ ଓଡ଼ିଆଙ୍କ ‘ଆମ ଚାଟଶାଳୀ’ ଉତ୍ସବ
‘ପ୍ରବାସୀ ଓଡ଼ିଆ କଲଚରାଲ ସୋସାଇଟି’ ଦ୍ୱାରା ପରିଚାଳିତ ‘ଆମ ଚାଟଶାଳୀ’ର ବାର୍ଷିକ ଉତ୍ସବ ଏବଂ କାର୍ତ୍ତିକ ପୂର୍ଣିମା ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୧୫୦୦ ନାଗରିକ ଯୋଗ ଦେଇଥିଲେ।
ଚେନ୍ନାଇ/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ସ୍ଥାନୀୟ ‘ପ୍ରବାସୀ!-->!-->!-->…
ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ଯାତ୍ରୀ ନିଖୋଜ
ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ୮୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡିଛି। ଇତି ମଧ୍ୟରେ ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ କେତେକ ଯାତ୍ରୀ ନିଖୋଜ ଥିବା କୁହାଯାଉଛି
!-->!-->!-->!-->!-->…
ଜୀବନ ନେଉଛି ଗଳାବାଟ: ପଳାସୁଣି ଛକରେ ବିପଜ୍ଜନକଭାବେ ରାସ୍ତା ପାର
ପଳାସୁଣି ଛକରେ ଯମ ଯେମିତି ଜଗି ବସିଛନ୍ତି! ନିୟମିତ ବ୍ୟବଧାନରେ ଏଠାରେ ଦୁର୍ଘଟଣା ଘଟୁଛି। ରାସ୍ତା ପାର୍ ହେବା ବେଳେ ଗାଡ଼ି ଚକା ତଳେ କାହା ମୁଣ୍ଡ ଗଡ଼ୁଛି ତ କିଏ ପଙ୍ଗୁ ହୋଇଯାଉଛି।
ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) : ପଳାସୁଣି ଛକରେ ଯମ ଯେମିତି ଜଗି ବସିଛନ୍ତି! ନିୟମିତ!-->!-->!-->…
ଗାଡ଼କଣ ଟିଟିଏସ୍ ସ୍ଥାନାନ୍ତର ପ୍ରସଙ୍ଗ: ବିଏମ୍ସି ଘେରିଲା ଛାତ୍ର କଂଗ୍ରେସ
ଗାଡ଼କଣ ଟିଟିଏସ୍ ସ୍ଥାନାନ୍ତର ପ୍ରସଙ୍ଗ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଟିଟିଏସ୍ ଗସ୍ତ କରି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ି ନାହିଁ।
ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) : ଗାଡ଼କଣ!-->!-->!-->…
ତିନି ଦିନିଆ କୋରାପୁଟ, ମାଲକାନଗିରି ଗସ୍ତରେ ଯିବେ ପ୍ରଭାତୀ ପରିଡ଼ା
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସନ୍ତାକାଲି ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ କୋରାପୁଟ ଜିଲ୍ଲା ମହୋତ୍ସବ "ପରବ ୨୦୨୪" ରେ ଯୋଗ ଦେବେ।
ମାଲକାନଗିରି/କୋରାପୁଟ/ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) :!-->!-->!-->…
ପିଏମ୍ଟିରେ ଡ୍ରାଇଭର ପଦବିରେ ନିଯୁକ୍ତି ପାଇଁ ଆଶାୟୀଙ୍କୁ ମିଳିଲା ଆଶ୍ବସ୍ତି
କରୋନା ମହାମାରୀ କାରଣରୁ ପୁଲିସ ମୋଟର ଟ୍ରାନ୍ସପୋର୍ଟରେ ଡ୍ରାଇଭର ପଦରେ ଗୋଟିଏ ଥର ପଇଁ ସର୍ବାଧିକ ବୟସ ସୀମା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟ କହିଛନ୍ତି।
କଟକ,୧୭-୧୨-୨୦୨୪ (ପିପିଏସ ) : ପୁଲିସ ମୋଟର ଟ୍ରାନ୍ସପୋର୍ଟ(ପିଏମଟି)ରେ ଡ୍ରାଇଭର ପଦରେ ନିଯୁକ୍ତି ପାଇଁ!-->!-->!-->…