Browsing Category

ପ୍ରମୁଖ ଖବର

ପୁଣି ଟେନ୍‌ସନ୍‌ ବଢ଼ାଇଲା ଟିଟିଏସ୍‌: ଗନ୍ଧେଇଲାଣି ଅଧାସହର

ମାସ କେଇଟା ଯାଇନି। ପୁଣି ଗନ୍ଧେଇଲାଣି ଅଧା ସହର। ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌) ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ ଏବେ ସହରବାସୀଙ୍କ ନିଦ ହଜାଇ ଦେଲାଣି। ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ମାସ କେଇଟା ଯାଇନି। ପୁଣି ଗନ୍ଧେଇଲାଣି ଅଧା ସହର।

ଅଁଳା ନବମୀ ଲାଗି ସାକ୍ଷୀଗୋପାଳ ମନ୍ଦିର ଓ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼

ଆଜି ହେଉଛି ପବିତ୍ର ଅଁଳା ନବମୀ । ଏଥିଲାଗି ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର। ରାଧାପାଦ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏଠାରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ଆଜି ହେଉଛି ପବିତ୍ର ଅଁଳା ନବମୀ ।

ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦଘାଟନ କରିଛନ୍ତି। ଏଥିରେ “ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି

ରାଜଧାନୀରେ ମାତିଲେ ଲୁଟେରା: ଟଙ୍କା ଓ ସୁନାଗହଣା ଲୁଟିନେଲେ, ଥାନାରେ ଅଭିଯୋଗ

ନଫୋସିଟି ଥାନା ଅନ୍ତର୍ଗତ ଶ୍ରୀ ଗଣେଶ ବିହାରରେ ରହୁଥିବା ବଂଶୀଧର ଗଉଡଙ୍କ ଘରେ ଲୁଟେରାମାନେ ଝରକା ତାଡ଼ି ପଶିଥିଲେ। ତାପରେ ସେମାନେ ଆଲମାରି ଭାଙ୍ଗି ଘରୁ ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) :

ନୂତନ ଗ୍ରାମପଞ୍ଚାୟତ ଗଠନ ଦାବିରେ ଜନ ଆନ୍ଦୋଳନ

କେ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଉପରେ ମଗଡ଼ିଙ୍ଗିଆ ଅଞ୍ଚଳବାସୀ ନିର୍ଭର କରି ରହିଆସୁଥିଲେ। ଅନେକ ଅସୁବିଧାର ସମୁଖୀନ ହେଉଥିଲେ। ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଅଞ୍ଚଳବାସୀ ନିଜ ସୁବିଧା ନିମନ୍ତେ ମଗଡ଼ିଙ୍ଗିଆ ଠାରେ ନୂତନ ଗ୍ରାମପଞ୍ଚାୟତ ଗଠନ ପାଇଁ ଦାବି କରି

ଝାଡ଼ଖଣ୍ଡ ନିର୍ବାଚନ: ନିର୍ଣ୍ଣାୟକ ହେବେ ଓଡ଼ିଆ, ଓଡ଼ିଆ ଭାଷା ସୁରକ୍ଷା ମୁଖ୍ୟ ପ୍ରସଙ୍ଗ

ଝାଡ଼ଖଣ୍ଡ ନିର୍ବାଚନ ଯେତିକି ପା‌ଖେଇ ଆସୁଛି, ଓଡ଼ିଆ ଭୋଟରଙ୍କୁ ସେତିକି ଖୋଜା ପଡ଼ୁଛି। ଓଡ଼ିଆ ଭୋଟରଙ୍କୁ ମନେଇବା ପାଇଁ ଓଡ଼ିଆ‌ ନେତାଙ୍କ ଆବଶ୍ୟକତା ପଡ଼ିଛି। ଖାସ୍‌ ଏଥିପାଇଁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମାଳମାଳ ବିଧାୟକ କାମରେ ଲାଗି ପଡ଼ିଛନ୍ତି। କେନ୍ଦୁଝର/ଭୁବନେଶ୍ୱର

ବାଣୀବିହାର ଜମି ଠିକ୍‌ ଅଛି ତ? ଏପର୍ଯ୍ୟନ୍ତ ଚିହ୍ନଟ ହେଲାନି ୩୯୯ ଏକର

୩୯୮.୯୮ ଏକର ଜମିରେ ଛିଡ଼ା ହୋଇଛି ଉତ୍କଳ ବିଶ୍ବବିଦ୍ୟାଳୟ। କାଗଜପତ୍ରରେ ଏଭଳି ତଥ୍ୟ ରହିଛି। ସମସ୍ତେ ମଧ୍ୟ ଜାଣିଛନ୍ତି। ତେବେ ରାଜସ୍ୱ ବିଭାଗର ଭୂଲେଖରେ ଦର୍ଶାଯାଇଛି ଯେ ବିଶ୍ୱବିଦ୍ୟାଳୟର ୩୫୯ ଏକର ଜମି ରହିଛି। ଭୁବନେଶ୍ୱର ୦୯-୧୧-୨୦୨୪ (ପିପିଏସ ) : ୩୯୮.୯୮ ଏକର ଜମିରେ ଛିଡ଼ା

ହୋମଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ

ଭୁବନେଶ୍ୱର ୦୯-୧୧-୨୦୨୪ (ପିପିଏସ ) : ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବି ଖୁବ୍

ସତ୍ୟନଗର ମଶାଣିରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ

ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ଏକ ଶବକୁ ଅନ୍ତିମ ସଂସ୍କାର କରାଯାଉଥିବା ହାଇଡ୍ରାମା ଦେଖିବାକୁ ମିଳିଛି। ଶାଶୂଙ୍କ ମୃତଦେହ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସଂପର୍କୀୟଙ୍କ ଦ୍ବାରା ଅଭିଯୋଗ ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ଜବତ କରିଛି।

ପୁଣି ପଶିଲେ ୧୦ଟିକିଆ ହାତୀପଲ; ସଂଖ୍ୟା ପହଞ୍ଚିଲା ୭୩

ବିଳମ୍ବିତ ରାତିରେ ୟୁଟର୍ନ କରି ରୁପ୍ସା-ବାଙ୍ଗିରିପୋଷି ରେଳପଥ ପାର କରିବା ସହିତ ବଗଲପୁର ଠାରେ ୧୮ନଂ ଜାତୀୟ ରାଜପଥ ପାର କରି ଫୁଲଝରି ଦେଇ ଦଲକି ଜଙ୍ଗଲରେ ପଶିଲେ ହାତୀପଲ। ୫୩ଟିକିଆ ପଲରୁ ୧୦ଟା ପାଖାପାଖି ହାତୀ ତିଳଦା ଆଖପାଖ ଜଙ୍ଗଲରେ ରହିଯାଇଛନ୍ତି। ବୈଶିଙ୍ଗା/ଭୁବନେଶ୍ୱର