Sign in
Sign in
Recover your password.
A password will be e-mailed to you.
Browsing Category
ପ୍ରମୁଖ ଖବର
ଯୋବ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ
କଟକ ୨୯-୦୧-୨୦୨୫(ପିପିଏସ ) : ଯୋବ୍ରା ହାଇସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସର ମଧ୍ୟରେ ସକାଳ ୧୦ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଡକ୍ଟର ରାଜଶ୍ରୀ ସାହୁଙ୍କ ସଭାପତିତ୍ୱରେ ଉଦ୍ଘାଟକ ରୂପେ ଡାକ୍ତର ଉମେଶ ରାୟଙ୍କ ଦ୍ବାରା ଆରମ୍ଭ ହୋଇ ପୁରସ୍କାର ବିତରଣ କରାଯାଇଥିଲା। ଅପରାହ୍ନର!-->…
ଧ୍ବଜାବତରଣ ସମାରୋହ: ଦେଶାତ୍ମବୋଧକ ସଙ୍ଗୀତରେ ଝୁମିଲେ ଦର୍ଶକ
ବିଜୟ ଚୌକ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଧ୍ବଜାବତରଣ ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହକୁ ଭାରତୀୟ ସ୍ଥଳସେନା, ବାୟୁସନା ଓ ନୌସେନା ପକ୍ଷରୁ ପରମ୍ପରା, ସଙ୍ଗୀତ ଏବଂ ଦେଶପ୍ରେମର ଏକ ଶକ୍ତିଶାଳୀ ମିଶ୍ରଣ ଭାବେ ପ୍ରଦର୍ଶନ କରାଯାଇଛି
ନୂଆଦିଲ୍ଲୀ/ଭୁବନେଶ୍ୱର!-->!-->!-->…
ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ
ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମହାପ୍ରଭୁଙ୍କ ମନଲୋଭା ରଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ମଙ୍ଗଳବାର ଦିନ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀକୁ ପଠାଯାଇଛି।
ଦଶପଲ୍ଲା/ଭୁବନେଶ୍ୱର!-->!-->!-->…
ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ।
କଟକ ୨୮-୦୧-୨୦୨୫(ପିପିଏସ) : ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଦ୍ଵିତୀୟ ବିକାଶ ସମନ୍ୱୟ ଏବଂ ତଦାରଖ କମିଟି (ଦିଶା ) କମିଟି ବୈଠକ ଆଜି ପୂର୍ବାହ୍ନରେ ଅଂଶୁପା ହ୍ରଦ ନିକଟସ୍ଥ ପୂର୍ତ୍ତ ବିଭାଗ ଅଧୀନସ୍ଥ ବଙ୍ଗଳା ପରିସରରେ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ଐତିହାସିକ ଅଭିଯାନରେ ଜୟପୁର ଝିଅ ଡାକ୍ତର ସରିତା ଦାରା
୧୨୪ ମହିଳାଙ୍କ ସହ ଆଣ୍ଟାର୍କଟିକା ଯାତ୍ରା
ଆସନ୍ତାକାଲି ଠାରୁ ସପ୍ତାହ ବ୍ୟାପୀ ଦକ୍ଷିଣ ମେରୁ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଣ୍ଟାର୍କଟିକା ଗସ୍ତ କରିବେ ବିଶ୍ବର ୧୨୪ଜଣ ମହିଳା। ଏହି ଦଳରେ ସ୍ଥାନ ପାଇଛନ୍ତି କୋରାପୁଟର ପୂର୍ବତନ ସିଡିଏମ୍ଓ ତଥା ଜୟପୁର
କୋରାପୁଟ/ଭୁବନେଶ୍ୱର!-->!-->!-->!-->!-->!-->!-->…
ରାଜଧାନୀରେ କୁହୁଡିର କର୍ଫ୍ୟୁ !
କଲବଲ କଲା କୁହୁଡି
ରାଜଧାନୀରେ ଦିଶିଲାନି ରାସ୍ତାଘାଟ
ଗାଡି ଚଳାଚଳ ବାଧାପ୍ରାପ୍ତ
ସାଙ୍ଘାତିକ କୁହୁଡି ପାଇଁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ ।
ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : କଲବଲ କଲା କୁହୁଡି । ରାଜଧାନୀରେ ସକାଳୁ ସକାଳୁ କୁହୁଡିର କର୍ଫ୍ୟୁ ଦେଖିବାକୁ ମିଳିଛି!-->!-->!-->!-->!-->!-->!-->!-->!-->!-->!-->!-->!-->…
ବିକଶିତ ଭାରତରେ ଓଡ଼ିଶାର ଯୋଗଦାନ ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ!-->…
ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ : ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ନିବେଶ ପାଇଁ ଆହ୍ୱାନ ଦେଇ କହିଛନ୍ତି, ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ | ଏହା ପ୍ରକୃଷ୍ଟ ସମୟ |
ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : ଉତ୍କର୍ଷ ଓଡ଼ିଶା ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->!-->!-->…
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫
‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫’ରେ ସମ୍ବୋଧିକ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦ୍ଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ପୂର୍ବ ତୁଳନାରେ ୬ ଗୁଣା ଅଧିକ ଶିଳ୍ପପତି ସାମିଲ!-->!-->!-->!-->!-->!-->!-->…
ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ
ହାଇଦ୍ରାବାଦ୍କୁ ସ୍ଥାନାନ୍ତରିତ
ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ହାଇଦ୍ରାବାଦ୍ ସ୍ଥାନାନ୍ତରିତ କରାଯାଇଛି। ଶ୍ରୀ ହରିଚନ୍ଦନଙ୍କୁ!-->!-->!-->…