Sign in
Sign in
Recover your password.
A password will be e-mailed to you.
Browsing Category
ପ୍ରମୁଖ ଖବର
ବାରବାଟୀ ଷ୍ଟାଡିୟମ ବାହାରେ ଡୁପ୍ଲିକେଟ୍ କୋହଲି: ସେଲ୍ଫି ନେବାକୁ ଲୋକଙ୍କ ଭିଡ
କଟକ ୦୯-୦୨-୨୦୨୫(ପିପିଏସ) : ଆଜି ବାରବାଟୀରୁ ସାରା ବିଶ୍ବ ଦେଖିବ ବଡ ଲଢେଇ । ଇଣ୍ଡିଆ-ଇଂଲଣ୍ଡ ୨ୟ ଦିନିକିଆ ଆଜି ଦମଦାର ହେବ ବୋଲି ଆଶା କରାଯାଉଛି । ବାରବାଟୀରେ ବିରାଟ ଲଢେଇ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ । ରାଜ୍ୟ ତଥା ରାଜ୍ୟ ବାହାରୁ କ୍ରିକେଟ୍ ପ୍ରେମୀମାନେ ଆସି ବାରବାଟୀରେ!-->…
ପାର୍କିଂରେ ଲୁଟ୍: ହଟାଇଦେଲେ ବିଏମ୍ସି ସୂଚନା ଫଳକ, ଠିକାଦାର ପାଖରେ ବନ୍ଧା ପଡ଼ିଛନ୍ତି ଅଧିକାରୀ
ଖଣ୍ଡଗିରିରେ ପାର୍କିଂ ଲୁଟ୍ରେ ରୋକ୍ ଲଗାଇପାରୁନି ବିଏମ୍ସି। ଦାୟିତ୍ବରେ ଥିବା ଅଧିକାରୀମାନେ ଠିକାଦାର ପାଖରେ ବନ୍ଧା ପଡ଼ି ଯାଇଛନ୍ତି ଯେମିତି! ବୁଧବାର ‘ସମ୍ବାଦ’ରେ ପାର୍କିଂରେ ଲୁଟ୍ ନେଇ ଖବର ପ୍ରକାଶ ପରେ ବିଏମ୍ସି ତତ୍ପରତା ପ୍ରକାଶ କରିଥିଲା।
ଭୁବବେଶ୍ୱର!-->!-->!-->…
ନକ୍ସଲ ପ୍ରଭାବିତ ଅଞ୍ଚଳରେ ଜନସଂପର୍କ ଓ ମାଗଣା ସ୍ବାସ୍ଥ୍ୟ ଶିବିର
ସୀମାନ୍ତ ଛତିଶଗଡର ସୁକମା ରେଞ୍ଜ ସେକ୍ଟର ସିଆରପିଏଫ ଇନ୍ସପେକ୍ଟର ଜେନେରାଲ ରାଜେଶ ଅଗ୍ରୱାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଆନନ୍ଦ ସିଂ ରାଜପୁରୋହିତଙ୍କ ନେତୃତ୍ବରେ ନକ୍ସଳ ପ୍ରଭାବିତ ସୁକମାରେ ଜନସଂପର୍କ ଶିବିରର ଆୟୋଜନ ହୋଇଛି।
ମାଲକାନଗିରି/ଭୁବବେଶ୍ୱର ୦୯-୦୨-୨୦୨୫(ପିପିଏସ) :!-->!-->!-->…
ଏଏସ୍ଆଇ ନିୟମକୁ ବେଖାତିର
ଗୁମ୍ଫା ଭିତରେ ଶୌଚ, ରାତ୍ରିଯାପନ
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଦେଶର ସ୍ମାରକୀଗୁଡ଼ିକର ସଂରକ୍ଷଣ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଐତିହ୍ୟସ୍ଥଳରେ ରହିବା ବାରଣ କରାଯାଇଛି। ଏହି ନିୟମ ଅନୁଯାୟୀ, କାହାରିକୁ ଐତିହ୍ୟସ୍ଥଳ ପରିସରରେ ରାତ୍ରିଯାପନ!-->!-->!-->…
ବାରବାଟୀରେ ଭାରତ ବିଜୟୀ
ଦିନିକିଆ ଶୃଙ୍ଖଳା କଲା ଅକ୍ତିଆର
ଇଂଲଣ୍ଡର ତୃତୀୟ ଶିକାର ହୋଇଥିଲେ ରୋହିତ ଶର୍ମା। ଲିଆମ ଲିଭିଂଷ୍ଟୋନ୍ଙ୍କ ବଲ୍ ଆଦିଲ ରସିଦଙ୍କୁ କ୍ୟାଚ୍ ଦେଇ ରୋହିତ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ୯୦ଟି ବଲ୍ ଖେଳି ୧୧୯ ରନ୍ ସଂଗ୍ରହ କରିଥିଲେ।
କଟକ ୦୯-୦୨-୨୦୨୫(ପିପିଏସ) : ଭାରତ ଓ ଇଂଲଣ୍ଡ!-->!-->!-->!-->!-->…
ସୋମବାରଠୁ ୟୁଜର୍ସ ଫି
ଟାର୍ଗେଟ୍ରେ ବାଣିଜ୍ୟିକ ପ୍ରତିଷ୍ଠାନ,
ଗଠନ ହେଲା ୫ ଜଣିଆ ଟିମ୍,
ରାଜସ୍ବ ଲକ୍ଷ୍ୟ ବାର୍ଷିକ ୨୫କୋଟି
ଆବର୍ଜନା ପରିଚାଳନା ବିଏମ୍ସି ପାଇଁ ଆହ୍ବାନ ହୋଇ ଛିଡ଼ାହୋଇଛି। ମୋ ଖତରୁ ଆରମ୍ଭ କରି ବାୟୋମାଇନିଂ, ବାୟୋମିଥେନ୍ ଓ ୱେଷ୍ଟ-ଟୁ-ଏନର୍ଜି ବ୍ୟବସ୍ଥା ବିଏମ୍ସି ଆପଣେଇଛି।!-->!-->!-->!-->!-->!-->!-->!-->!-->…
ବାରବାଟୀ ଷ୍ଟାଡିୟମ୍ରେ ଅଭ୍ୟାସ କଲେ ଭାରତୀୟ କ୍ରିକେଟ୍ ଟିମ୍ର ଖେଳାଳି
ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଆଜି ଭାରତୀୟ ଖେଳାଳିମାନେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ନେଟ୍ରେ ଅଭ୍ୟାସ କରିଛନ୍ତି।
ଭୁବନେଶ୍ବର/କଟକ ୦୮-୦୨-୨୦୨୫(ପିପିଏସ ) : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ!-->!-->!-->…
ଶ୍ରୀଜିଉଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟର
୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍। ଆଜି ସକାଳେ ଭାରତୀୟ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ୍ ସୁନ୍ଦର ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।
ପୁରୀ/!-->!-->!-->…
୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ
ରାଜ୍ୟ କ୍ୟାବିନେଟରେ ଏଗାରଟି ପ୍ରସ୍ତାବରେ ବାଜିଛି ମୋହର। ତୃଣମୂଳ ସ୍ତରରେ କ୍ରୀଡ଼ାଭିତ୍ତି ଭୂମି ବିକାଶ ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) : ରାଜ୍ୟ କ୍ୟାବିନେଟରେ!-->!-->!-->…
‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଛନ୍ତି। ଆଜି ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ବଣ୍ଟନ କରାଯାଇଛି।
!-->!-->!-->!-->…