Sign in
Sign in
Recover your password.
A password will be e-mailed to you.
Browsing Category
ପ୍ରମୁଖ ଖବର
ଉପକୂଳ ରାଜପଥରେ ମିଳିବ ଅତ୍ୟାଧୁନିକ ସୁବିଧା: କିଲୋମିଟର ହିସାବରେ ଟୋଲ୍ କଟିବ
ବହୁପ୍ରତିକ୍ଷୀତ ଉପକୂଳ ରାଜପଥ ନିର୍ମାଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବଡ଼ପୋଖରିଆ-ଦୀଘା ପର୍ଯ୍ୟନ୍ତ ହେବାକୁ ଥିବା ଏହି ରାଜପଥ ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ପାଇଁ ଟେଣ୍ଡର ଆହ୍ବାନ କରିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚ୍ଏଆଇ)।
ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ) :!-->!-->!-->…
‘ରାଜ୍ୟରେ ଲାଗୁ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା’
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଲାଗୁ ହେବ ବୋଲି କହିଛନ୍ତି। ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ଯୋଜନା ଲାଗୁ ହେବ।
ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ!-->!-->!-->…
ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ‘ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ’
ପରୀକ୍ଷା ପୂର୍ବରୁ ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରାମର୍ଶ ମାନି ସମୟର ଠିକ୍ ଉପଯୋଗ କରନ୍ତୁ। ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖନ୍ତୁ।
ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ପରୀକ୍ଷା ପୂର୍ବରୁ ଅଧିକ ଚାପଗ୍ରସ୍ତ!-->!-->!-->…
ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ
ଲକ୍ଷ୍ମୀପୁର ଥାନାରେ ୪ ଯୁବକ ଅଟକ
ଶନିବାର ରାତ୍ରିରେ ବିରିଗୁଡା ଗାଁରେ ଚାଲିଥିଲା ବୁଢୀ ଠାକୁରାଣୀ ଯାତ୍ରା ସମୟରେ ଜଣେ ନାବାଳିକା ସାଙ୍ଗ ସହ କଥା ହେଉଥିବା ସମୟରେ ୪ ଜଣ ଯୁବକ ସାଙ୍ଗଙ୍କୁ ଅତର୍କିତ ଆକ୍ରମଣ କରି ଝିଅକୁ ପାହାଡ଼ ଉପରକୁ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀପୁର!-->!-->!-->…
ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର
ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ରାଜଧାନୀରେ ଏକ ଫ୍ଲାଏ ଓଭର କାମ ଆମ୍ଭ ହେବ। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ସରକାର ଏହି ପ୍ରକଳ୍ପକୁ ଅନୁମତି!-->…
ବିବାହ ବିଚ୍ଛେଦ ରୋକିବାକୁ ପଦକ୍ଷେପ ନେବେ ରାଜ୍ୟ ସରକାର: ଉପମୁଖ୍ୟମନ୍ତ୍ରୀ
ଦିନକୁ ଦିନ ରାଜ୍ୟରେ ବଢ଼ୁଛି ବିବାହ ବିଚ୍ଛେଦ ଘଟଣା। ଏହାକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ବିଚ୍ଛେଦ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ଦିନକୁ ଦିନ ରାଜ୍ୟରେ!-->!-->!-->…
ମହାପ୍ରଭୁଙ୍କ ନୀତିକାନ୍ତି ତିଥିନେଇ ସମସ୍ତେ ସହମତ
ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ପର୍ବକୁ ନେଇ ଅନେକ ସମୟରେ ପାଞ୍ଜିକାରେ ଦେଇଥିବା ଦିନ ଓ ତାରିଖକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥାଏ। ତାହାକୁ ଦୂର କରିବା ପାଇଁ ଆଜିର ଏ ବୈଠକ ବସିଥିଲା। ଏଥିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ପୁରୀ/ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ପଞ୍ଜିକା!-->!-->!-->…
ଚାକିରି ନାମରେଲ କ୍ଷାଧିକ ଟଙ୍କା ଠକେଇ
ଡାବୁଗାଁ/ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ଚାଞ୍ଚଲ୍ୟ। ୧୯ ଜଣ ନିରୀହ ଆଦିବାସୀ ଯୁବକଙ୍କୁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଦେବି କହି ଜଣେ ଦଲାଲ ଲକ୍ଷାଧିକ ଟଙ୍କା ଠକେଇ କରିଛି। ଏ ନେଇ ଆଜି ଠକାମୀର ଶିକାର ହୋଇଥିବା କିଛି ଯୁବକ ଡାବୁଗାଁ!-->…
ପିସିସିର ନୂଆ ସଭାପତି
ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଭାପତିଙ୍କ ଅନୁମୋଦନ ପରେ!-->…
‘ବନ୍ଦ କର…’: ଛି… ଛି… ଛିରେ ନନୀ
ରାଗିଯାଇ ଡିଜେ ବନ୍ଦ ପାଇଁ ଇସାରା ଦେଇଥିଲେ ରୋହିତ !
ଅନ୍ୟ ଏକ କାରଣ ପାଇଁ ବି ରୋହିତ ପଡିଆରେ ଟିକେ ଚିଡି ଯାଇଥିବା ନଜର ଆସିଥିଲେ । ଆଉ ସେ କାରଣଟି ହେଲା ଡିଜେ ଗୀତ ଶୁଣି ବିରକ୍ତ ହୋଇଥିଲେ କ୍ୟାପଟେନ ରୋହିତ ଶର୍ମା ।
କଟକ ୧୦-୦୨-୨୦୨୫(ପିପିଏସ ) : ୨ୟ ଇନିଙ୍ଗସ୍, ସାମ୍ନାରେ!-->!-->!-->!-->!-->…