Sign in
Sign in
Recover your password.
A password will be e-mailed to you.
Browsing Category
ପ୍ରମୁଖ ଖବର
ମଧ୍ୟପ୍ରଦେଶ: ଚଳନ୍ତା ଟ୍ରେନରେ ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁଲେ ଯାତ୍ରୀ
ଇନ୍ଦୋର/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ମଧ୍ୟପ୍ରଦେଶରେ ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ପରିସ୍ଥିତି ଏପରି ହୋଇଥିଲା ଯେ ଯାତ୍ରୀଙ୍କୁ ଟ୍ରେନରୁ ଡେଇଁ ନିଜ ଜୀବନ ବଞ୍ଚାଇବାକୁ ପଡ଼ିଥିଲା। ଏହା ଫଳରେ କେତେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା!-->…
ଅସୁରକ୍ଷିତ ଏସ୍ସିବି ରେକର୍ଡରୁମ୍
ଛାତ ଫାଟି ପାଣି ଗଳୁଛି। କେଉଁଠି କେଉଁଠି ଗଛ ଉଠିଗଲାଣି। କୌଣସି ଥାକ ବି ନାହିଁ। ଯିଏ ନେଲା ବିଡ଼ା ବାନ୍ଧି ପକେଇ ଦେଲା। କର୍ମଚାରୀଙ୍କ ପାଇଁ ବସିବାକୁ ସ୍ଥାନ ନାହିଁ। ଏଭଳି ଅସୁରକ୍ଷିତ ଭାବେ ବର୍ଷ ବର୍ଷ ହେଲା ଚାଲିଛି ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ କଟକ ବଡ଼ଡାକ୍ତରଖାନାର!-->!-->!-->…
ସ୍ମୃତିକୁ ଖୋଜୁଛି ପାରଳାଖେମୁଣ୍ଡି
ରେଳ ଯୋଗାଯୋଗ କ୍ଷେତ୍ରରେ ପାରଳାଖେମୁଣ୍ଡିର ସମୃଦ୍ଧ ଇତିହାସ ରହିଛି। ବ୍ରିଟିସ୍ ଶାସନ ତଥା ଭାରତ ସ୍ବାଧୀନତାର ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ଏଠାରେ ରେଳ ଗଡ଼ିଥିଲା।
ପାରଳାଖେମୁଣ୍ଡି/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ରେଳ ଯୋଗାଯୋଗ କ୍ଷେତ୍ରରେ ପାରଳାଖେମୁଣ୍ଡିର ସମୃଦ୍ଧ!-->!-->!-->!-->!-->…
ବେଆଇନ ବାଣ ଗୋଦାମ ରେ ପୋଲିସ ର ଚଢ଼ାଉ
ରାଉରକେଲା/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ରାଜଗାଙ୍ଗପୁର ଗତ କାଲି ରାତ୍ର ରେ ସୁବାଷ ବୋଷ ଛକ ନିକଟ ଦୋକାନ ରୁ ଲକ୍ଷଧିକ ଟଙ୍କା ର ବେଆଇନ ଭାବେ ବାଣ ଗଛିତ କରିଥିବା ଗୋଦାମ କୁ ପୋଲିସ ଛପା ମାରି ବହୁ ପରିମାଣ ର ବାଣ ଜବତ କରିଥିବା ଜଣା ଯାଇଛି l କୌଣସି ସୂତ୍ରରୁ ରାଜଗାଙ୍ଗପୁର!-->…
ହ୍ରାସ ପାଉଛି ବୁଢ଼ାବଳଙ୍ଗ ଜଳସ୍ତର, କମୁଛି ବନ୍ୟା ଭୟ
ବନ୍ୟା ପ୍ଲାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କଲେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ
ପ୍ରବଳ ବର୍ଷା ଯୋଗୁଁ ଶନିବାର ପାଟଳୀପୁରା ଠାରେ ବୁଢାବଳଙ୍ଗ ନଦୀକୂଳ ଲଙ୍ଘନ କରିଥିବା ବେଳେ ରବିବାର ଭୋର ସକାଳରୁ ଜଳସ୍ତର କମିବା ଆରମ୍ଭ ହେବାପରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛିl!-->!-->!-->!-->!-->!-->!-->…
‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଠଚକ୍ର ଅନୁଷ୍ଠିତ
କଟକ ୨୭-୧୦-୨୦୨୪(ପିପିଏସ) : ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀଯୁକ୍ତ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ପ୍ରଦାନ!-->!-->!-->…
ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ସାମୁଦ୍ରିକ ଝଡ଼ ‘ଦାନା’ ଯୋଗୁଁ ଲକ୍ଷ ଲକ୍ଷ ଏକର ଧାନ ସମେତ ଅନ୍ୟ ଫସଲ ନଷ୍ଟ ହୋଇଛି। ଏହା କେତେ ପରିବାଣରେ କ୍ଷୟକ୍ଷତି ହୋଇଛି, ଆକଳନ ପରେ ଜଣାପଡ଼ିବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ବୁଲିଛନ୍ତି।
ଭୁବନେଶ୍ୱର!-->!-->!-->!-->!-->…
ଶିମିଳିପାଳରେ ନୂଆ ଅତିଥି :ମହାରାଷ୍ଟ୍ରର ମହାବଳ
ବାରିପଦା/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ମହାରାଷ୍ଟ୍ରର ମହାବଳ ଓଡ଼ିଶାର ଶିମିଳିପାଳ ଅଭୟାଣ୍ୟରେ ଗର୍ଜିବ। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ବତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ମହାବଳକୁ ଅଣାଯାଇଛି। ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ଲକ୍ଷ୍ୟରେ!-->…
ବାତ୍ୟା “ଦାନା” ପରିଚାଳନାରେ ସରକାର ସମ୍ପୂର୍ଣ ଭାବେ ସଫଳ-ମନ୍ତ୍ରୀ
ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ବାତ୍ୟା ‘ଦାନା’ର ପରବର୍ତୀ ସମୟରେ ବର୍ଷାର ପରିମାଣ କମିଥିବା ବେଳେ ଏବେ ପାଗ ବଦଳିଛି। ବାତ୍ୟା ପ୍ରଭାବିତ ଜିଲା ଗୁଡିକରେ ଜୀବନ ଯାତ୍ରା ସ୍ବ।ଭାବିକ ହେଲାଣି। ରାସ୍ତା ସଫା ହେଇ ଗମନ। ଗମନ ବ୍ୟବସ୍ତା ସୁଧାର ଆସିବା ସହ ବିଦ୍ୟୁତ ସରବରାହ ଓ ପୁନଃ ସଂଯୋଗ!-->…
୧ରୁ ଧର୍ମଘଟକୁ ଓହ୍ଲାଇବେ ଆମ୍ବୁଲାନ୍ସ କର୍ମଚାରୀ
୧୨ ଘଣ୍ଟା ଡ୍ୟୁଟି, ୮ ଘଣ୍ଟାର ଦରମା
ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ଆସନ୍ତା ନଭେମ୍ବର ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ନୂଆ ଟେଣ୍ଡର ନେଇଥିବା କମ୍ପାନୀ ମନମାନୀ କରୁଥିବା ଅଭିଯୋଗରେ ଅସନ୍ତୁଷ୍ଟ ପ୍ରକାଶ କରି ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ!-->!-->!-->…