Sign in
Sign in
Recover your password.
A password will be e-mailed to you.
Browsing Category
ପରିବେଶ
ବିଷ ବଳୟରେ ତାଳଚେର
ଦେଶର ଆର୍ଥିକ ବିକାଶରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି।
ତାଳଚେର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଦେଶର!-->!-->!-->!-->!-->…
ବିପଦରେ ଗନ୍ଧମାର୍ଦନର ଔଷଧୀୟ ଗଛ
ବରଗଡ଼ ଏବଂ ବଲାଙ୍ଗୀର ମଧ୍ୟସ୍ଥଳରେ ରହିଛି ଔଷଧୀୟ ଗଛର ପାହାଡ଼ ଗନ୍ଧମାର୍ଦନ।
ଏହା କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ବଡ଼ ଅବଦାନ।
ସ୍ଥାନୀୟ ବୈଦ୍ୟମାନଙ୍କ ଅନୁସାରେ ଏଠାରେ ସମୁଦାୟ ୨ ହଜାରରୁ ଅଧିକ ପ୍ରଜାତିର ଗଛ ମଧ୍ୟରୁ ୩୦୦ ପ୍ରଜାତିର ବ୍ୟବହାରଯୋଗ୍ୟ ଔଷଧୀୟ ଗଛ!-->!-->!-->!-->!-->!-->…
କାଠଯୋଡ଼ି ନଦୀ ପଠାରୁ କୁମ୍ଭୀର ଛୁଆ ଉଦ୍ଧାର
କଟକ,୧୭-୦୯-୨୦୨୪(ପିପିଏସ) : କଟକ ସିଡିଏ ୧୧ ନମ୍ବର୍ ନିକଟ କାଠଯୋଡ଼ି ନଦୀପଠାରୁ କୁମ୍ଭୀର ଛୁଆ ଉଦ୍ଧାର। ଚାରି ମାସର କୁମ୍ଭୀର ଛୁଆ ଉଦ୍ଧାର କଲା ବନ ବିଭାଗ। ଘଡିଆଳ ପ୍ରଜାତିର ଚାରିମାସ ର କୁମ୍ଭୀର ଛୁଆ ଉଦ୍ଧାର ।ଉଦ୍ଧାର ପରେ କୁମ୍ଭୀର ଛୁଆ ଟିକୁ ସିଟି ଫରେଷ୍ଟ ରେଞ୍ଜ ଅଫିସ କୁ!-->!-->!-->…
କୂଳ ଜଗିଛି ହେନ୍ତାଳବଣ
ଜୟବାୟୁ ପରିବର୍ତ୍ତନ ଯୋଗୁଁ ସାମୁଦ୍ରିକ ଜୁଆର କୂଳ ଲଂଘୁଛି।
ଜୁଆର ମାଡ଼ରେ କ୍ଷୟ ହୋଇ ଚାଲିଛି ଉପକୂଳବର୍ତ୍ତୀ ଅଞ୍ଚଳ।
ଏଭଳି ସ୍ଥିତିରେ ଉପକୂଳକୁ ସୁରକ୍ଷା ଦେଉଛି ହେନ୍ତାଳବଣ।
ବାଲେଶ୍ୱର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଅସ୍ବାଭାବିକ ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି।!-->!-->!-->!-->!-->!-->!-->!-->!-->…
ଶୁଭମୁକ୍ତି ଅପେକ୍ଷାରେ ଓଡ଼ିଆ ଚଳଚିତ୍ର “ମହାକାଳ “
ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ମହାକାଳ’ । ଦେଭ୍ସ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ନାୟକ ଭୂମିକାରେ ଦେଭ୍ ନଜର ଆସିବେ । ଫିଲ୍ମର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ମଧ୍ୟ ଦେଭ୍ ସମ୍ଭାଳିଛନ୍ତି ।!-->!-->!-->…
ଡେଙ୍ଗୁ ଭୟରେ ସକାଳୁ ଫାଙ୍କା ପଡୁଛି ପାର୍କ
ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ସକାଳୁ ସକାଳୁ ନିଦ ଭାଙ୍ଗିଲାମାତ୍ରେ ନିତ୍ୟକର୍ମ ସାରି ପ୍ରାତଃଭ୍ରମଣରେ ଯାଉଥିବା ଅଧାରୁ ଅଧିକ ଭୁବନେଶ୍ବରିଆ ଏବେ ଡେଙ୍ଗୁମଶା ଭୟରେ ସକାଳ ୮ଟା ପରେ ଘରୁ ବାହାରୁଛନ୍ତି। ବିଶେଷ କରି ବୃଦ୍ଧ ଓ ମହିଳାମାନେ ରାଜଧାନୀର ବିଭିନ୍ନ ପାର୍କକୁ ଯିବା ସମୟ!-->!-->!-->…
ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ): ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା। ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବିଶ୍ବସ୍ତରରେ ଜନସ୍ୱାସ୍ଥ୍ୟ!-->!-->!-->…
ନନ୍ଦନବିହାର ଅବହେଳିତ କାହିଁକି ?
ଭୁବନେଶ୍ୱର/୧୦-୦୯-୨୦୨୪(ପିପିଏସ): ବର୍ଷା ଜଳ ଯନ୍ତ୍ରଣାରୁ ଆଜି ପର୍ଯ୍ୟନ୍ତ ମୁକୁଳିପାରି ନାହାନ୍ତି। ଏଣେ ଅସ୍ତବ୍ୟସ୍ତ କଲାଣି ଅଳିଆ ଯନ୍ତ୍ରଣା। ଦିନେ କି ସପ୍ତାହେ ନୁହେଁ, ବର୍ଷ ବର୍ଷ ଧରି ଅଳିଆ ଆବର୍ଜନା ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି। ପ୍ରଶାସନକୁ ଯେତେ ନିବେଦନ କଲେ ମଧ୍ୟ କେହି!-->!-->!-->…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ
ସୁନ୍ଦରଗଡ଼/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏହି ଘଟଣା ଘଟିଛି। ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀଟି ମୃତଦେହକୁ ଉଦ୍ଧାର କରି!-->…
ଗେଣ୍ଡାଳିଆଙ୍କ ପ୍ରଜନନ ସ୍ଥଳ ବଂଶଧାରା କୂଳ : କ୍ରମାଗତ ହ୍ରାସ ପାଉଛି ପକ୍ଷୀଙ୍କ ସଂଖ୍ୟା
ରାୟଗଡ଼ା/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ମୌସୁମୀ ଆସିବା ପୂର୍ବରୁ ଦଳ ଦଳ ହୋଇ ବିଦେଶାଗତ (ସାଇବେରିଆ) ଗେଣ୍ଡାଳିଆ ପକ୍ଷୀଙ୍କ ସୁଅ ଛୁଟେ। ୩ରୁ ୪ମାସ ପର୍ଯ୍ୟନ୍ତ ଅବସ୍ଥାନ ପରେ ଘରକୁ ବାହୁଡ଼ି ଯାଅନ୍ତି। ଗୁଣପୁର ବ୍ଲକ ବଂଶଧାରା ନଦୀ ଅବବାହିକାରେ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ!-->…