Sign in
Sign in
Recover your password.
A password will be e-mailed to you.
Browsing Category
ପରିବେଶ
ପୁଣି ପଶିଲେ ୧୦ଟିକିଆ ହାତୀପଲ; ସଂଖ୍ୟା ପହଞ୍ଚିଲା ୭୩
ବିଳମ୍ବିତ ରାତିରେ ୟୁଟର୍ନ କରି ରୁପ୍ସା-ବାଙ୍ଗିରିପୋଷି ରେଳପଥ ପାର କରିବା ସହିତ ବଗଲପୁର ଠାରେ ୧୮ନଂ ଜାତୀୟ ରାଜପଥ ପାର କରି ଫୁଲଝରି ଦେଇ ଦଲକି ଜଙ୍ଗଲରେ ପଶିଲେ ହାତୀପଲ। ୫୩ଟିକିଆ ପଲରୁ ୧୦ଟା ପାଖାପାଖି ହାତୀ ତିଳଦା ଆଖପାଖ ଜଙ୍ଗଲରେ ରହିଯାଇଛନ୍ତି।
ବୈଶିଙ୍ଗା/ଭୁବନେଶ୍ୱର!-->!-->!-->…
ଶିମିଳିପାଳ ଜାତୀୟ ଉଦ୍ୟାନ ଛାଡ଼ି ଜଙ୍ଗଲକୁ ଚାଲିଗଲା ବାଘୁଣୀ ‘ଜମୁନା’
ଶିମିଳିପାଳ ଜାତୀୟ ଉଦ୍ୟାନରେ ଥିବା ବାଘୁଣୀ 'ଜମୁନା' ଆଜି ସକାଳେ ଘେରିରୁ ବାହାରି ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ 'ଜମୁନା' ଶିମିଳିପାଳର ମୂଳ ଅଞ୍ଚଳରେ ବସତି ସ୍ଥାପନ କରିଛି।
ବାରିପଦା/ଭୁବନେଶ୍ୱର!-->!-->!-->…
ଜଳବାୟୁ ପରିବର୍ତ୍ତନ : ଖରାପ ପାଗ ଯୋଗୁଁ ପ୍ରଥମ ୯ ମାସରେ ଦେଶରେ ୩୨୦୦ ମୃତ
ଜଳବାୟୁ ପରିବର୍ତ୍ତନ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ୯ ମାସରେ ପ୍ରବଳ ଗରମ ଓ ପ୍ରବଳ ବର୍ଷା ଯୋଗୁଁ ୩,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ଗ୍ଲୋବାଲ ୱାର୍ମିଂର ପ୍ରଭାବ ଦେଶରେ!-->!-->!-->…
ବାର୍ହା ଫାସରୁ ଉଦ୍ଧାର କଲପତରିଆ ଗଲା ନନ୍ଦନକାନନ
ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଅନ୍ତର୍ଗତ ଅସନବାହାଳି ଗ୍ରାମ ରିଜର୍ଭ ଜଙ୍ଗଲରେ ଆଜି ସକାଳୁ ବାର୍ହା ଫାସରେ ଫସିଥିବା କଲରାପତରିଆକୁ ବନ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଏହି ବାଘକୁ ଏକ ସ୍ବତନ୍ତ୍ର ବାହନରେ ନନ୍ଦନକାନନ ପଠାଯାଇଛି।
କଙ୍କଡ଼ାହାଡ଼/ଭୁବନେଶ୍ୱର!-->!-->!-->!-->!-->…
କଟକଣାକୁ ଫୁ,ବୁଲୁଛି ମାଳ ମାଳ ଯନ୍ତ୍ର ଚାଳିତ ଡଙ୍ଗା
ଚନ୍ଦ୍ରଭାଗା କୂଳରେ ଅଲିଭି ରିଡ଼ଲେଙ୍କ ମୃତ ଦେହ।
କୋଣାର୍କ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଅଲିଭ ରିଡଲେ କଇଁଛ ସୁରକ୍ଷା ନାମକୁ ମାତ୍ର। ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମିରେ ଅଲିଭ ରିଡ଼ଲେ କଇଁଛ ମରି ପଡିଥିବା ଦେଖିବାକୁ ମିଳିଛି। ନଭେମ୍ବର ୧ ତାରିଖ ଠାରୁ ମେ!-->!-->!-->…
ଦିଲ୍ଲୀର ୬୯ ପ୍ରତିଶତ ପରିବାର ପ୍ରଦୂଷଣ ସମ୍ବନ୍ଧିତ ସମସ୍ୟାର ଶିକାର
ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି।
ନୂଆଦିଲ୍ଲୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) :!-->!-->!-->!-->!-->…
କନ୍ଧମାଳରେ ଶୀତ: ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଲା
ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ଶୀତର ପହିଲି ସ୍ପର୍ଶ ଅନୁଭୂତ ହୋଇଛି। ଶୁକ୍ରବାର ଠାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ଆଜି ସକାଳୁ ସକାଳୁ ଥଣ୍ଡା ଅନୁଭୂତ ହୋଇଛି। ଦିନରେ ସାମାନ୍ୟ ଗ୍ରୀଷ୍ମ ଅନୁଭୂତ ହେଉଥିବା ବେଳେ ରାତିରେ ଶୀତ ଲାଗୁଛି। ସକାଳ ସମୟରେ ଘନ କୁହୁଡ଼ି ମଧ୍ୟ!-->!-->!-->…
ଦୀପାବଳିରେ ଏସବୁ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟା ବନ୍ଦ
ଦୀପାବଳି ଖୁସି ଏବଂ ଆଲୋକର ପ୍ରତୀକ। କିନ୍ତୁ ଚଳିତ ବର୍ଷ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି...
ନୂଆଦିଲ୍ଲୀ/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ପରିବେଶ ଏବଂ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି !-->!-->!-->…
ପାଳନ ହେଉନି ଏନ୍ଜିଟିଙ୍କ ନିର୍ଦ୍ଦେଶନାମା
ବର୍ଜ୍ୟବସ୍ତୁରେ ପୋତା ହେଉଛି ବାଲିଯାତ୍ରା ପଡ଼ିଆ ଓ ନଦୀଶଯ୍ୟା
ମହାନଦୀ ଓ କାଠଯୋଡି ନଦୀ ଶଯ୍ୟା ସୁରକ୍ଷା ପାଇଁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି)ଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ନଦୀଶଯ୍ୟା ଓ ବାଲିଯାତ୍ରା ପଡ଼ିଆରେ କୁଢ଼କୁଢ଼ କଂକ୍ରିଟ୍ ଆବର୍ଜନା ଗଦାଇ!-->!-->!-->!-->!-->…
ଶିମିଳିପାଳରେ ନୂଆ ଅତିଥି :ମହାରାଷ୍ଟ୍ରର ମହାବଳ
ବାରିପଦା/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ମହାରାଷ୍ଟ୍ରର ମହାବଳ ଓଡ଼ିଶାର ଶିମିଳିପାଳ ଅଭୟାଣ୍ୟରେ ଗର୍ଜିବ। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ବତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ମହାବଳକୁ ଅଣାଯାଇଛି। ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ଲକ୍ଷ୍ୟରେ!-->…