Browsing Category

ପରିବେଶ

କୁଲଡିହାମୁହାଁ ‘ଯମୁନା’: ସୋନ ନଦୀପଠାରେ ବାଘ ପାଦଚିହ୍ନ

ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ଜୀନତ୍‌’ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟଏକ ବାଘୁଣୀ ‘ଯମୁନା’ ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ର କୁଲଡିହା ଅଭୟାରଣ୍ୟ ଆଡ଼କୁ ମୁହାଁଇଛି।

ସାରାରାଜ୍ୟରେ ଶୀତର ଲହରୀ

ଓଡ଼ିଶାରେ ପ୍ରବଳ ଥଣ୍ଡା, ୧୦ ଡିଗ୍ରି ତଳେ ରହିଛି ରାଜ୍ୟର ୧୧ ସହର ସାରା ରାଜ୍ୟରେ ଶୀତର ଲହରି, ଥଣ୍ଡାରେ ଥରହର ସାରା ଓଡ଼ିଶା ।  ଆଜି ୧୦ ଡିଗ୍ରି ତଳେ ରହିଛି ରାଜ୍ୟର ୧୧ ସହର । ଝାରୁସୁଗୁଡ଼ାରେ ୭.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ୫.୭ ଡିଗ୍ରି ସେଲସିୟସ

ପୁରୀ-କୋଣାର୍କ ବେଳାମାର୍ଗରେ ଆରମ୍ଭ ହେଲା ୬ଷ୍ଠ ଇକୋ ରିଟ୍ରିଟ

ଚଳିତବର୍ଷ ୬ଷ୍ଠ ଥର ପାଇଁ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁଣି ଆୟୋଜିତ ହୋଇଛି ଇକୋ-ରି ଟ୍ରିଟ। ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ଚିଲିକାକୁ ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ

ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସପିଆ, ନଳବଣ, ମଧୁରଚୁଆ, ସମଲନାସୀ,

ସାନ ଘାଗରାରେ ଟ୍ରି ବ୍ରିଜ୍‌ ୱାକ୍‌ ଓ ଟି ପାର୍ଟି ଅନ୍‌ ଟ୍ରି

BIJAY KUMAR PANDA ପର୍ଯ୍ୟଟକଙ୍କ ପାଇଁ କେନ୍ଦୁଝରରେ ପ୍ରକୃତି ସଜେଇ ରଖିଛି ଅନେକ ଅନୁପମ ଉପହାର। ସାନ ଘାଗରା ଓ ବଡ଼ ଘାଗରା ଜଳପ୍ରପାତଠୁ ଆରମ୍ଭ କରି ହଦଗଡ଼ ଡ୍ୟାମ୍ ପର୍ଯ୍ୟନ୍ତ ଅନେକ ଲୋଭନୀୟ ପର୍ଯ୍ୟଟନ କ୍ଷେତ୍ର ଏଠାରେ ରହିଛି। କେନ୍ଦୁଝର/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) :  

କଟକରେ ମଶାଙ୍କ ବ୍ୟାପକ ବଂଶବୃଦ୍ଧି ପାଇଁ ବିଜେପି ଯୁବ ମୋର୍ଚ୍ଚାର କମିଶନରଙ୍କୁ ସ୍ମାରକପତ୍ର

କଟକ,୦୪-୧୨-୨୦୨୪(ପିପିଏସ ) : କଟକ ସହରରେ ଏବେ ମଶାଙ୍କ ଉପଦ୍ରବ ଏତେ ମାତ୍ରରେ ବଢିଯାଇଛି ଯେ ଆପଣ ସଖାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମଶାଙ୍କ ଠାରୁ ନିସ୍ତାର ପାଇବେ ନାହଁ ଦିନ ଦ୍ବୀପହରେ ବିନା ମସାରୀ ଟାଙ୍ଗି ଲୋକେ ଘରେ ମଧ୍ୟ ସୋଇପାରୁନାହାନ୍ତି । ଆପଣ ରାଜ ରାସ୍ତାରେ ସନ୍ଧ୍ୟା ବେଳେ କୌଣସି

ରାଜଧାନୀରେ ଅସ୍ତବ୍ୟସ୍ତ କଲେଣି ମଶା: ସାନ୍ଦ୍ରତା ୭୦ ଛୁଇଁଲା

ରାଜଧାନୀରେ ମଶା ଅସ୍ତବ୍ୟସ୍ତ କଲେଣି। ଦିନ ହେଉ ବା ରାତି ଘରେ ରହି ହେଉନି, କାନ ପାଖରେ ଭଣ ଭଣ ହେଉଛନ୍ତି। ଦେହ ହାତ କାମୁଡ଼ି ଫୁଲାଇ ଦେଉଛନ୍ତି, ସ୍ଥିତି ଏମିତି ଯେ ମଶା ଧୂଆଁ(ରିପେଲାଣ୍ଟ)କୁ ବି ମାନୁ ନାହାନ୍ତି। ଭୁବନେଶ୍ୱର ୨୮-୧୧-୨୦୨୪ (ପିପିଏସ) : ରାଜଧାନୀରେ ମଶା

ଟାଟରାଇ ଗାଁର ଦୁଃଖ: ୩ କିମି ଦୂରରେ ରହିଛି ସ୍କୁଲ, ଅଙ୍ଗନବାଡ଼ି

ମାଲକାନଗିରି/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଆଜି ବି ଅବହେଳିତ ହୋଇ ରହିଛି। ଗୋଟିଏ ପଟେ ନକ୍ସଲ ଗାଁଗୁଡିକର ବିକାଶ ହେବାକୁ ଦେଇନଥିବା ବେଳେ ଅନ୍ୟ ପଟେ ପ୍ରଶାସନ ଏବଂ ସରକାର ଗାଁରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛି।ନକ୍ସଲ ଜିଲ୍ଲାକୁ ୨୦

ବାଣୀବିହାର ପାଲଟିଛି ମିନି ଡମ୍ପିଂୟାର୍ଡ: ହାତ ଟେକିଦେଲେଣି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ

ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀବିହାର କ୍ୟାମ୍ପସ୍‌ ପରିସର ବସ୍ତିବାସିନ୍ଦାଙ୍କ ଡମ୍ପିଂୟାର୍ଡ ପାଲଟିଛି। ବିଶ୍ବବିଦ୍ୟାଳୟର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ବକୁ ଲାଗି ଗଢ଼ି ଉଠିଥିବା ବସ୍ତିରେ ଘର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ଉତ୍କଳ

ଅନାହାରରେ ସାତଭାୟାର ୮୦୦ ଗୋରୁ: ଚାରିଆଡ଼େ ଲୁଣିପାଣି, ଖାଇବାକୁ ଖାଦ୍ୟ ନାହିଁ

ବଙ୍ଗୋପସାଗର କୂଳ ସାତଭାୟାର ପୁରୁଣା ଜନବସତି ଅଞ୍ଚଳରେ ପଶୁଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ୮୦୦ରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢ ଅନାହାରରେ ଅଛନ୍ତି। ନା’ ଖାଇବାକୁ ପାଉଛନ୍ତି ନା’ ପିଇବାକୁ ପାଣି ମିଳୁଛି। ରାଜନଗର/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ବଙ୍ଗୋପସାଗର