Browsing Category

ପରିବେଶ

ଗ୍ରାମାଞ୍ଚଳରୁ ପ୍ରତିଭା ବାହାର କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାର କ୍ରୀଡ଼ାକୁ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ଦେଖୁଛନ୍ତି। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମଧ୍ୟ ବିସ୍ତୃତ ଯୋଜନା କରିଛନ୍ତି। କ୍ରିକେଟ୍‌, ଭଲିବଲ, ଫୁଟବଲ ଓ ଆଥଲେଟିକ୍‌ ପାଇଁ ପ୍ରତି ବ୍ଲକରେ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଭୁବନେଶ୍ୱର

ଅଦା ଚାଷ ବାଟବଣା: ପଚିଗଲା ଅଧା ବିହନ!

ଏବେ କ୍ରପ୍‌ କଟିଂ ହୋଇ ଅଦା ଅମଳ ଆରମ୍ଭ ହେଲାଣି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ଯେତିକି ପରିମାଣର ଅଦା ବିହନ ଲଗାଯାଇଥିଲା, ଏବେ ସେତିକି ପରିମାଣର ଅଦା ଉତ୍ପାଦନ କଷ୍ଟକର ହୋଇପଡ଼ିଛି। ଝାରସୁଗୁଡ଼ା/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ଏବେ କ୍ରପ୍‌ କଟିଂ ହୋଇ ଅଦା ଅମଳ ଆରମ୍ଭ

ନିଆଁ ଆୟତ୍ତ ପାଇଁ କେତେ ପ୍ରସ୍ତୁତ ବନବିଭାଗ ?

ଆସୁଛି ଗ୍ରୀଷ୍ମଋତୁ: ଏହି ବନଖଣ୍ଡରେ ଜଣେ ବନପାଳ, ୨୨ ବନରକ୍ଷୀ ପଦବି ଖାଲି ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ପ୍ରତିରୋଧ ସହାୟକ ବା ପିଏମାନଙ୍କୁ ଜାନୁଆରି ମାସର ପ୍ରାପ୍ୟ ମିଳିନି। ଦୈନିକ ସର୍ବନିମ୍ନ ୪୫୨ ଟଙ୍କା ମଜୁରୀରେ ନିୟୋଜିତ ହୋଇଥିଲେ ସୁଦ୍ଧା ଠିକ ସମୟରେ

ବନ୍ଦ ଡାକରା ଦେଲା ନକ୍ସଲ ସଂଗଠନ

ସୀମାନ୍ତ ଛତିଶଗଡ଼ର ଜାତୀୟ ଉଦ୍ୟାନ ଏବଂ ଟେକାମେଟା ଜଂଗଲରେ ପୁଲିସ ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଆଜି ନକ୍ସଲ ସଂଗଠନ ପକ୍ଷରୁ ପ୍ରେସ ବିବୃତ୍ତି ଜାରି କରାଯାଇଛି। ମାଲକାନଗିରି/ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) : ସୀମାନ୍ତ ଛତିଶଗଡ଼ର ଜାତୀୟ ଉଦ୍ୟାନ ଏବଂ

ପ୍ରେମକୁ ଅକ୍ଷୁଣ୍ଣ ରଖିବ ଟେଡି

ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’ ପ୍ରେମୀଯୁଗଳଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ଚକଲେଟ ଡେ’ର ଜୀବନରେ ମଧୁରତା ଭରିଥିବା ବେଳେ ଟେଡି ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଟେଡି ଦିଆନିଆ ହେବେ। ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’

ସୋମବାରଠୁ ୟୁଜର୍ସ ଫି

ଟାର୍ଗେଟ୍‌ରେ ବାଣିଜ୍ୟିକ ପ୍ରତିଷ୍ଠାନ, ଗଠନ ହେଲା ୫ ଜଣିଆ ଟିମ୍‌, ରାଜସ୍ବ ଲକ୍ଷ୍ୟ ବାର୍ଷିକ ୨୫କୋଟି ଆବର୍ଜନା ପରିଚାଳନା ବିଏମ୍‌ସି ପାଇଁ ଆହ୍ବାନ ହୋଇ ଛିଡ଼ାହୋଇଛି। ମୋ ଖତରୁ ଆରମ୍ଭ କରି ବାୟୋମାଇନିଂ, ବାୟୋମିଥେନ୍‌ ଓ ୱେଷ୍ଟ-ଟୁ-ଏନର୍ଜି ବ୍ୟବସ୍ଥା ବିଏମ୍‌ସି ଆପଣେଇଛି।

‘ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖି ଏହାର ପୁନରୁଦ୍ଧାର ଓ ବିକାଶ କରାଯିବ’

ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ୦୭-୦୨--୨୦୨୫(ପିପିଏସ) :

ଆଠଗଡ଼ରେ ବୁଲୁଛି କଲରାପତରିଆ ବାଘ

କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତାରେ କଲରାପତରିଆ ବାଘ ଦେବାକୁ ମିଳିଛି । କଲରାପତରିଆ ବାଘଟି ନିର୍ଭୟରେ ରାସ୍ତାରେ ବୁଲୁଛି । ରାସ୍ତାରେ ବୁଲୁଥିବା ବେଳେ କଲରାପତରିଆ ବାଘର ଭିଡିଓ ମୋବାଇଲରେ କଏଦ ହୋଇଛି କଟକ ୦୬-୦୨-୨୦୨୫(ପିପିଏସ ) : କଟକ ଆଠଗଡ଼ ବନଖଣ୍ଡର

ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରତି ଗାଁକୁ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ରାଜନୀତି ଓ ବିକାଶ ଦୁଇଟି ପ୍ରସଙ୍ଗକୁ ଅଲଗା ରଖିବାକୁ ପଡ଼ିବ। ଫାଇଭ୍-ଟି ନାଁରେ ସଂପୂର୍ଣ୍ଣ ଭାବେ ଭୋଟ୍ ବ୍ୟାଙ୍କ ତିଆରି କରିବାକୁ ପୂର୍ବ ୨୪ ବର୍ଷର ସରକାର ଷଡ଼ଯନ୍ତ୍ର କରିଥିଲେ। ଏହା ଜରିଆରେ ବିକାଶ ନ କରି ହୀନମଣ୍ୟତାର ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱର ୦୫-୦୨-୨୦୨୫(ପିପିଏସ ) :

ରାଜଧାନୀରେ କୁହୁଡିର କର୍ଫ୍ୟୁ !

କଲବଲ କଲା କୁହୁଡି ରାଜଧାନୀରେ ଦିଶିଲାନି ରାସ୍ତାଘାଟ ଗାଡି ଚଳାଚଳ ବାଧାପ୍ରାପ୍ତ ସାଙ୍ଘାତିକ କୁହୁଡି ପାଇଁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : କଲବଲ କଲା କୁହୁଡି । ରାଜଧାନୀରେ ସକାଳୁ ସକାଳୁ କୁହୁଡିର କର୍ଫ୍ୟୁ ଦେଖିବାକୁ ମିଳିଛି