Sign in
Sign in
Recover your password.
A password will be e-mailed to you.
Browsing Category
ପରିବେଶ
ସାନ ଘାଗରାରେ ଟ୍ରି ବ୍ରିଜ୍ ୱାକ୍ ଓ ଟି ପାର୍ଟି ଅନ୍ ଟ୍ରି
BIJAY KUMAR PANDA
ପର୍ଯ୍ୟଟକଙ୍କ ପାଇଁ କେନ୍ଦୁଝରରେ ପ୍ରକୃତି ସଜେଇ ରଖିଛି ଅନେକ ଅନୁପମ ଉପହାର। ସାନ ଘାଗରା ଓ ବଡ଼ ଘାଗରା ଜଳପ୍ରପାତଠୁ ଆରମ୍ଭ କରି ହଦଗଡ଼ ଡ୍ୟାମ୍ ପର୍ଯ୍ୟନ୍ତ ଅନେକ ଲୋଭନୀୟ ପର୍ଯ୍ୟଟନ କ୍ଷେତ୍ର ଏଠାରେ ରହିଛି।
କେନ୍ଦୁଝର/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : !-->!-->!-->!-->!-->…
କଟକରେ ମଶାଙ୍କ ବ୍ୟାପକ ବଂଶବୃଦ୍ଧି ପାଇଁ ବିଜେପି ଯୁବ ମୋର୍ଚ୍ଚାର କମିଶନରଙ୍କୁ ସ୍ମାରକପତ୍ର
କଟକ,୦୪-୧୨-୨୦୨୪(ପିପିଏସ ) : କଟକ ସହରରେ ଏବେ ମଶାଙ୍କ ଉପଦ୍ରବ ଏତେ ମାତ୍ରରେ ବଢିଯାଇଛି ଯେ ଆପଣ ସଖାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମଶାଙ୍କ ଠାରୁ ନିସ୍ତାର ପାଇବେ ନାହଁ ଦିନ ଦ୍ବୀପହରେ ବିନା ମସାରୀ ଟାଙ୍ଗି ଲୋକେ ଘରେ ମଧ୍ୟ ସୋଇପାରୁନାହାନ୍ତି । ଆପଣ ରାଜ ରାସ୍ତାରେ ସନ୍ଧ୍ୟା ବେଳେ କୌଣସି!-->…
ରାଜଧାନୀରେ ଅସ୍ତବ୍ୟସ୍ତ କଲେଣି ମଶା: ସାନ୍ଦ୍ରତା ୭୦ ଛୁଇଁଲା
ରାଜଧାନୀରେ ମଶା ଅସ୍ତବ୍ୟସ୍ତ କଲେଣି।
ଦିନ ହେଉ ବା ରାତି ଘରେ ରହି ହେଉନି, କାନ ପାଖରେ ଭଣ ଭଣ ହେଉଛନ୍ତି।
ଦେହ ହାତ କାମୁଡ଼ି ଫୁଲାଇ ଦେଉଛନ୍ତି, ସ୍ଥିତି ଏମିତି ଯେ ମଶା ଧୂଆଁ(ରିପେଲାଣ୍ଟ)କୁ ବି ମାନୁ ନାହାନ୍ତି।
ଭୁବନେଶ୍ୱର ୨୮-୧୧-୨୦୨୪ (ପିପିଏସ) : ରାଜଧାନୀରେ ମଶା!-->!-->!-->!-->!-->!-->!-->!-->!-->…
ଟାଟରାଇ ଗାଁର ଦୁଃଖ: ୩ କିମି ଦୂରରେ ରହିଛି ସ୍କୁଲ, ଅଙ୍ଗନବାଡ଼ି
ମାଲକାନଗିରି/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଆଜି ବି ଅବହେଳିତ ହୋଇ ରହିଛି। ଗୋଟିଏ ପଟେ ନକ୍ସଲ ଗାଁଗୁଡିକର ବିକାଶ ହେବାକୁ ଦେଇନଥିବା ବେଳେ ଅନ୍ୟ ପଟେ ପ୍ରଶାସନ ଏବଂ ସରକାର ଗାଁରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛି।ନକ୍ସଲ ଜିଲ୍ଲାକୁ ୨୦!-->…
ବାଣୀବିହାର ପାଲଟିଛି ମିନି ଡମ୍ପିଂୟାର୍ଡ: ହାତ ଟେକିଦେଲେଣି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ
ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀବିହାର କ୍ୟାମ୍ପସ୍ ପରିସର ବସ୍ତିବାସିନ୍ଦାଙ୍କ ଡମ୍ପିଂୟାର୍ଡ ପାଲଟିଛି। ବିଶ୍ବବିଦ୍ୟାଳୟର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ବକୁ ଲାଗି ଗଢ଼ି ଉଠିଥିବା ବସ୍ତିରେ ଘର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ଉତ୍କଳ!-->!-->!-->…
ଅନାହାରରେ ସାତଭାୟାର ୮୦୦ ଗୋରୁ: ଚାରିଆଡ଼େ ଲୁଣିପାଣି, ଖାଇବାକୁ ଖାଦ୍ୟ ନାହିଁ
ବଙ୍ଗୋପସାଗର କୂଳ ସାତଭାୟାର ପୁରୁଣା ଜନବସତି ଅଞ୍ଚଳରେ ପଶୁଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ୮୦୦ରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢ ଅନାହାରରେ ଅଛନ୍ତି। ନା’ ଖାଇବାକୁ ପାଉଛନ୍ତି ନା’ ପିଇବାକୁ ପାଣି ମିଳୁଛି।
ରାଜନଗର/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ବଙ୍ଗୋପସାଗର!-->!-->!-->…
ପୁଣି ପଶିଲେ ୧୦ଟିକିଆ ହାତୀପଲ; ସଂଖ୍ୟା ପହଞ୍ଚିଲା ୭୩
ବିଳମ୍ବିତ ରାତିରେ ୟୁଟର୍ନ କରି ରୁପ୍ସା-ବାଙ୍ଗିରିପୋଷି ରେଳପଥ ପାର କରିବା ସହିତ ବଗଲପୁର ଠାରେ ୧୮ନଂ ଜାତୀୟ ରାଜପଥ ପାର କରି ଫୁଲଝରି ଦେଇ ଦଲକି ଜଙ୍ଗଲରେ ପଶିଲେ ହାତୀପଲ। ୫୩ଟିକିଆ ପଲରୁ ୧୦ଟା ପାଖାପାଖି ହାତୀ ତିଳଦା ଆଖପାଖ ଜଙ୍ଗଲରେ ରହିଯାଇଛନ୍ତି।
ବୈଶିଙ୍ଗା/ଭୁବନେଶ୍ୱର!-->!-->!-->…
ଶିମିଳିପାଳ ଜାତୀୟ ଉଦ୍ୟାନ ଛାଡ଼ି ଜଙ୍ଗଲକୁ ଚାଲିଗଲା ବାଘୁଣୀ ‘ଜମୁନା’
ଶିମିଳିପାଳ ଜାତୀୟ ଉଦ୍ୟାନରେ ଥିବା ବାଘୁଣୀ 'ଜମୁନା' ଆଜି ସକାଳେ ଘେରିରୁ ବାହାରି ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ 'ଜମୁନା' ଶିମିଳିପାଳର ମୂଳ ଅଞ୍ଚଳରେ ବସତି ସ୍ଥାପନ କରିଛି।
ବାରିପଦା/ଭୁବନେଶ୍ୱର!-->!-->!-->…
ଜଳବାୟୁ ପରିବର୍ତ୍ତନ : ଖରାପ ପାଗ ଯୋଗୁଁ ପ୍ରଥମ ୯ ମାସରେ ଦେଶରେ ୩୨୦୦ ମୃତ
ଜଳବାୟୁ ପରିବର୍ତ୍ତନ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ୯ ମାସରେ ପ୍ରବଳ ଗରମ ଓ ପ୍ରବଳ ବର୍ଷା ଯୋଗୁଁ ୩,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ଗ୍ଲୋବାଲ ୱାର୍ମିଂର ପ୍ରଭାବ ଦେଶରେ!-->!-->!-->…
ବାର୍ହା ଫାସରୁ ଉଦ୍ଧାର କଲପତରିଆ ଗଲା ନନ୍ଦନକାନନ
ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଅନ୍ତର୍ଗତ ଅସନବାହାଳି ଗ୍ରାମ ରିଜର୍ଭ ଜଙ୍ଗଲରେ ଆଜି ସକାଳୁ ବାର୍ହା ଫାସରେ ଫସିଥିବା କଲରାପତରିଆକୁ ବନ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଏହି ବାଘକୁ ଏକ ସ୍ବତନ୍ତ୍ର ବାହନରେ ନନ୍ଦନକାନନ ପଠାଯାଇଛି।
କଙ୍କଡ଼ାହାଡ଼/ଭୁବନେଶ୍ୱର!-->!-->!-->!-->!-->…