Browsing Category

ନାରୀ

ପୁରୁଷଙ୍କୁ ସୁଭଦ୍ରା ଲୋଭ !

ଭୁବନେଶ୍ୱର ୨୨-୦୧-୨୦୨୫ (ପିପିଏସ) : ସୁଭଦ୍ରାକୁ ନେଇ ବଡ଼ ଖୁଲାସା କରିଛନ୍ତି  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ଆଧାର କାର୍ଡର ଯେତେବେଳେ

କୋଲକାତା ମେଡିକାଲ ଛାତ୍ରୀ ଦୁଷ୍କର୍ମ-ହତ୍ୟା ମାମଲା: ରାୟ ନେଇ ଖୁସି ନାହାନ୍ତି କଟକ ଛାତ୍ରଛାତ୍ରୀ

ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ପଶ୍ଚିମବଙ୍ଗର ସିଆଲଦା କୋର୍ଟରେ ରାୟ ପ୍ରକାଶ ପାଇଛି। ଦୋଷୀ ସଞ୍ଜୟ ରାୟଙ୍କୁ ମିଳିଥିବା ଦଣ୍ଡ ନେଇ କଟକ ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ଛାତ୍ରଛାତ୍ରୀମାନେ ଖୁସି ନାହାନ୍ତି। କଟକ

ମହିଳା ସଶକ୍ତୀକରଣରେ ମାଇଲଖୁଣ୍ଟ: ମୁଖ୍ୟମନ୍ତ୍ରୀ

ସ୍ବାମୀତ୍ବ ଯୋଜନାରେ ଇ-ସଂପତ୍ତି କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାୟଗଡ଼ାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାୟଗଡ଼ା ବିଜୁ ପଟ୍ଟନାୟକ ଅଡିଟୋରିୟମରେ ରାୟଗଡ଼ା/ଭୁବନେଶ୍ୱର

ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପୂର୍ବରୁ ଇକେୱାଇସି ଅପଡେଟ କରିଦିଅନ୍ତୁ: ପ୍ରଭାତୀ ପରିଡ଼ା

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଦିଆଯିବ। ଭୁବନେଶ୍ୱର ୧୭-୦୧-୨୦୨୫(ପିପିଏସ) : ସୁଭଦ୍ରାକୁ

ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି କରିବେ ସରକାର: ଉପମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର କହିଛନ୍ତି ଯେ, ପ୍ରସ୍ତାବ ଅନୁଯାୟୀ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ଓଡ଼ିଶା ସରକାର ବିଚାର କରୁଛନ୍ତି। ବେତନ ବୃଦ୍ଧି ଦ୍ୱାରା ରାଜ୍ୟର ୭୪,୦୦୦ କେନ୍ଦ୍ରର ପ୍ରାୟ ୧.୪ ଲକ୍ଷ ଅଙ୍ଗନୱାଡି କର୍ମଚାରୀ ଉପକୃତ ହେବେ ଭୁବନେଶ୍ୱର

ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ୍‌ ପଡ଼ିଛି କି? ଚିନ୍ତା କରନ୍ତୁ ନାହିଁ…

ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି। ହେଲେ ଏବେ ବି ଦୁଇ ଲକ୍ଷରୁ ଊଦ୍ଧ୍ୱର୍ ଆବେଦନକାରୀ ସେମାନଙ୍କର ଇ-କେୱାସି କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି। ଭୁବନେଶ୍ୱର

ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ତଦନ୍ତ ନେଇ ପରିବାର ଲୋକଙ୍କ ଡିଆଇଜିଙ୍କ ଦ୍ବାରସ୍ଥ

ଗତ ୩ତାରିଖ ଦିନ ସେମିଳିଗୁଡା ଥାନା ଅର୍ନ୍ତଗତ ବେହେରାଗୁଡ଼ା ଗାଁରେ ଗର୍ଭବତୀ ମହିଳା ରଚନା ସାହୁଙ୍କର ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ନେଇ ପରିବାର ଲୋକେ ଏସ୍‌ପି ଓ ଡିଆଜିଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରିବାର ଲୋକେ ମହିଳାଙ୍କ ମୃତ୍ୟୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ମାର୍ଚ୍ଚ ୩୦ରେ ଆବେଦନ କଲେ ମଧ୍ୟ ଏକାଥରେ ସୁଭଦ୍ରାର ଦୁଇଟି କିସ୍ତି ମିଳିବ

ଜାନୁଆରି ୧୫ ତାରିଖ ପରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ତେବେ ନିର୍ଦ୍ଦଷ୍ଟ କେତେ ତାରିଖରେ ଟଙ୍କା ମିଳିବ, ସେନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୌଣସି ସୂଚନା ଦେଇନାହାନ୍ତି। ସେ ଆହୁରି କହିଛନ୍ତି, ମାର୍ଚ୍ଚ ୩୦ରେ ଆବେଦନ କଲେ ମଧ୍ୟ ଏକା ଥରେ ଦୁଇଟି

ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ପରେ ଜାଗିଲା ମାଲକାନଗିରି ପୁଲିସ

ମାଲକାନଗିରି/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ସମୟରେ ମାଥିଲି ଥାନା ଆଇଆଇସିଙ୍କ ଉପସ୍ଥିତିକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବା ପରେ ସଜାଗ ହୋଇଛି ମାଲକାନଗିରି ପୁଲିସ। ଗତକାଲି ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ସମସ୍ତ

ଲୁଟିଆଙ୍କ ଟେର ପାଉନି କାକଟପୁର ଅସ୍ତରଙ୍ଗ ପୁଲିସ 

ବାଇକିରେ ଆସିଲେ ମହିଳାଙ୍କ ଠାରୁ ସୁନା ଚେନ ଲୁଟିଲେ  ଅସ୍ତରଙ୍ଗ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଦିନକୁ ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ରେ ଲୁଟପାଟ ଏବଂ ରାହାଜାନି ବଢ଼ିବାରେ ଲାଗିଛି। ଲୁଟ ଘଟାଇ ଆଖି ପିଛୁଳାରେ ଚମ୍ପଟ ମାରୁଛନ୍ତି ଅପରାଧୀ।ଦିନ ଦ୍ବିପ୍ରହରରେ