Browsing Category

ନାରୀ

ବିଧବା ଭତ୍ତା ପାଇଁ ୬ ମାସ ହେଲା ଦୌଡୁଛନ୍ତି ଆଦିବାସୀ ଅସହାୟ ମହିଳା

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ରୋଜଗାର ପନ୍ଥା ନଥିବା ହେତୁ ଗରିବୀ ହଟିବାର ନାଁ ନେଉ ନାହିଁ। ଗରିବଙ୍କ ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସତ, କିନ୍ତୁ ପ୍ରକୃତରେ ଏଥିରୁ ଅନେକ ଗରିବ ପରିବାର ଅଧିକାର ପାଇବାରୁ ବଞ୍ଚିତ ହେଉଥିବା ଦୃଶ୍ୟ ଦେଖୁବାକୁ ମିଳୁଛି।

ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ବୈଠକ

ସମ୍ବଲପୁର/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ସମ୍ବଲପୁରର ଧନୁପାଲି ସ୍ଥିତ ଆଦର୍ଶ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶ୍ରମ ଅଧିକାରୀ ଶତୃଜିତ ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ, ବରିଷ୍ଠ

ଅଖା ଭିତରେ ମହିଳାଙ୍କ ମୃତଦେହ

ଝାରସୁଗୁଡ଼ା/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତି ଥିବା ମହିଳାଙ୍କ ଶବ ଉଦ୍ଧାର l ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳ ଗାଡ଼ିର ୱାଗନରୁ ଅଖା ବସ୍ତାରେ

ଭାରତର ବାଘ ମଣିଷ

ମନୁଷ୍ୟ ଓ ବାଘ ଭଳି ହିଂସ୍ର ପ୍ରାଣୀ ମଧ୍ୟରେ ବନ୍ଧୁତା ଅତି ବିରଳ। ତାହା ପୁଣି ଦୀର୍ଘସ୍ଥାୟୀ ନୁହେଁ। କିନ୍ତୁ, ଓଡ଼ିଶାର ବନ ଅଧିକାରୀ ସରୋଜ ଚୌଧୁରୀ ଓ ବାଘୁଣୀ ଖଇରୀ ମଧ୍ୟରେ ବନ୍ଧୁତା ଥିଲା ନିବିଡ଼ ଓ ସ୍ଥାୟୀ। ଦେଶରେ ବାଘ ବଂଶ ତିଷ୍ଠି ରହିବା ଏବଂ ବୃଦ୍ଧି ଘଟିବା କ୍ଷେତ୍ରରେ

ଡାକ୍ତରଙ୍କୁ ଚାହିଁଚାହିଁ ଫେରୁଛନ୍ତି ରୋଗୀ

ବାସନ୍ତୀ କଲୋନିର ଭୁବନାନନ୍ଦ ପ୍ରଧାନ। ଅସ୍ତ୍ରୋପଚାର ପାଇଁ ପରିବାର ଲୋକ ତାଙ୍କୁ ଇଏସ୍‌ଆଇ ମଡେଲ୍‌ ହସ୍ପିଟାଲରେ ଭର୍ତ୍ତି କଲେ। ଏମିତିକି ୨ ଘଣ୍ଟା ପୂର୍ବରୁ ତାଙ୍କୁ ଅସ୍ତ୍ରୋପଚାର ପୋଷାକ ମଧ୍ୟ ପିନ୍ଧାଇ ଦିଆଗଲା। ରାଉର‌କେଲା/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ବାସନ୍ତୀ କଲୋନିର

ଇତିହାସ ରଚିଲେ ବଣ୍ଡା ସଂପ୍ରଦାୟର ଝିଅ

ୟୁଟ୍ୟୁବରୁ ଶିକ୍ଷା ଗ୍ରହଣ କରି ହେଲେ ଅଫିସର ସର୍ବପୁରାତନ ଜନଜାତି ହେଉଛନ୍ତି ବଣ୍ଡା ଜନଜାତି। ଏହି ଜନଜାତିର ଜଣେ ଝିଅ ଏବେ ଓଏଏସ୍‌ ହୋଇଛନ୍ତି। ବଣ୍ଡା ଜନଜାତିର ଝିଅଟି ପିଲାଦିନରୁ ଅଭାବ ଅନାଟନରେ ବଢିଛନ୍ତି। ପାଠ ପଢିବାର ପରିବେଶ ନଥିବା ବେଳେ ମଧ୍ୟ ସେ ନିଜର

ଭରତପୁର ଥାନା ଘଟଣା: କେସ୍ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ,୧୮-୧୦-୨୦୨୪(ପିପିଏସ) : ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢିଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ

ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂଙ୍କ ମଥାରୁ ଲିଭିଲା ସିନ୍ଦୁର

ଧୁମଧାମରେ ବିବାହ ପରେ ନବବଧୂଙ୍କୁ ନେଇ ଟ୍ରେନ ଯୋଗେ ଘରକୁ ଫେରୁଥି‌ଲେ ବର। ବାଟରେ ଦୁର୍ଘଟଣାରେ ସମ୍ମୁଖୀନ ହେଲେ ବର। ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂଙ୍କ ମଥାରୁ ଲିଭିଲା ସିନ୍ଦୂର। ନୂଆଦିଲ୍ଲୀ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) :  ଉତ୍ତରପ୍ରଦେଶ ସିକରିରୁ ଏକ ଦୁଃଖଦ

ବ୍ରିଟ୍‌ କଲୋନି ମହିଳାଙ୍କ ନେତୃତ୍ବରେ ମା’ଙ୍କ ପୂଜାର୍ଚ୍ଚନା

ରାଜଧାନୀରରେ ମା’ ଦୁର୍ଗାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ସମସ୍ତ ପୂଜା କମିଟି ପୁରୁଷମାନଙ୍କ ଦାୟିତ୍ବରେ। ହେଲେ ବଡ଼ବଡ଼ ବ୍ରିଟ୍‌ କଲୋନିର କିଛି ମହିଳା ଏକାଠି ହୋଇ ମା’ ଦୁର୍ଗାଙ୍କ ପୂଜା କରୁଛନ୍ତି। ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) :

ନାକେଦମ୍‌ କଲେ ନିଶାସକ୍ତ ମହିଳା

ସିଟ୍‌ ଛାଡ଼ି ଦୌଡ଼ିଲେ ଡାକ୍ତର ଶବକୁ ଆଲିଙ୍ଗନ କଲେ କାମୁଡ଼ାରେ ଘାଇଲା କନେଷ୍ଟବଳ ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଦିନକୁ ଦିନ ରାଜଧାନୀରେ ନିଶାସକ୍ତ ମହିଳାଙ୍କ ଉତ୍ପାତ ପୁଲିସକୁ ନାକେଦମ୍‌ କରୁଛି। କଳ୍ପନା ଛକରୁ ଉଦ୍ଧାର ହୋଇଥିବା ଜଣେ ନିଶାସକ୍ତ ମହିଳାଙ୍କ ପାଇଁ