Sign in
Sign in
Recover your password.
A password will be e-mailed to you.
Browsing Category
ନାରୀ
ବାସୁଦେବପୁରରେ ସଶସ୍ତ୍ର ଡକାୟତି
ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ
ବାସୁଦେବପୁର/ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ନାୟକାଣିଡିହିରେ ବିଳମ୍ବିତ ରାତିରେ ଘରେ ପଶି ସଶସ୍ତ୍ର ଡକାୟତି ହୋଇଥିବାର ଖବର ମିଳିଛି। ମହିଳାଙ୍କୁ ଭୁଜାଲିରେ ହାଣି!-->!-->!-->…
ପୁଲିସକୁ ଛାଡ଼ୁନି ପ୍ରେମ ରୋଗ
ମହିଳା ହୋମଗାର୍ଡଙ୍କ ମୋବାଇଲ ଫୋନରେ ଆଇଆଇସିଙ୍କ ପୁଳାପୁଳା ପ୍ରେମାଳାପ ଚାଟିଂ
ଜଗତସିଂହପୁର ଜିଲ୍ଲା ପୁଲିସକୁ ମାଡ଼ି ବସିଛି ପ୍ରେମ ରୋଗ। ମହିଳା ହୋମଗାର୍ଡଙ୍କୁ ଆଇଆଇସି ତପନ ନାହାକଙ୍କ ପ୍ରେମ, ଶାରୀରିକ ସମ୍ପର୍କ, ପ୍ରତାରଣା ଖୁବ୍ ଚର୍ଚ୍ଚାରେ ରହି ଆସିଛି। ସାରା ରାଜ୍ୟରେ ଏହି ଘଟଣା!-->!-->!-->…
ଅଜବ ହେଲେ ବି ସତ: ପ୍ରସବ କଲେ ଦଶମ ଛାତ୍ରୀ
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେଇଛନ୍ତି। ଆଜି ଛାତ୍ରୀ ଜଣକ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।
ଚିତ୍ରକୋଣ୍ଡା/ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ମାଲକାନଗିରି!-->!-->!-->…
କୁଳପତି ଡିଜିଟାଲ ଆରେଷ୍ଟ୍ର ଶିକାର
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଠାରୁ ୧୪ ଲକ୍ଷ ଠକିନେଲେ ଠକ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି(ଭିସି) ପ୍ରଫେସର ଗୀତାଞ୍ଜଳି ଦାଶ ଡିଜିଟାଲ ଆରେଷ୍ଟ୍ ଠକେଇର ଶିକାର ହୋଇ ସାଇବର ଠକଙ୍କ ଦ୍ବାରା ୧୪ ଲକ୍ଷ ଟଙ୍କାରୁ ଅଧିକ ହରାଇଛନ୍ତି
ବ୍ରହ୍ମପୁର/ଭୁବନେଶ୍ୱର ୨୫-୦୨-୨୦୨୫!-->!-->!-->!-->!-->…
ପ୍ରେମ ବ୍ୟାପାରରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା!
ସୋରରେ ପ୍ରେମବ୍ୟାପାରରୁ ଜଣେ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତା ଯୁବତୀ ହେଲେ ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ।
ସୋର/ଭୁବନେଶ୍ୱର!-->!-->!-->…
ଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୁଲୁଗୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ଡ.ପି.ସାବିରଶଙ୍କ ନିକଟରେ ମାଓ ସଂଗଠନର ଡିଭିସିଏମ ସଦସ୍ୟା ପୁଲସାମ ପଦ୍ମା ଆତ୍ମସମର୍ପଣ କରିଛନ୍ତି
!-->!-->!-->…
ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’: ‘ସୁଭଦ୍ରା’ମାନେ ହେବେ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ
ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ‘ସୁଭଦ୍ରା ଶକ୍ତି ମେଳା’ ଆୟୋଜିତ ହୋଇଛି। ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା
ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ )!-->!-->!-->…
ଗ୍ୟାରେଜ୍ରୁ ମିଳିଲା ପ୍ରଧାନଶିକ୍ଷୟିତ୍ରୀଙ୍କ ଶବ
ରାତି ପାହିଲେ ହେବ ଦଶମ ଶ୍ରେଣୀ ପରୀକ୍ଷା। କିନ୍ତୁ ତା’ ପୂର୍ବରୁ ପରୀକ୍ଷା ଦାୟିତ୍ବରେ ଥିବା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ବେକରୁ ସୁନା ଚେନ୍ ଓ ପାଖରୁ ମୋବାଇଲ୍ ଗାଏବ ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ଉପୁଜିଛି।
ପଣ୍ଡୁଆ/ଭୁବନେଶ୍ୱର!-->!-->!-->…
ଆସନ୍ତାକାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା
ମାର୍ଚ୍ଚ ୨ ଯାଏଁ ନଅ ଦିନ ଧରି ଚାଲିବ
ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କ ପାଇଁ ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରୁଛନ୍ତି ରାଜ୍ୟ ସରକାର। ଏହି ମେଳାରେ ମିଶନ ଶକ୍ତି ମାଆମାନେ ଯୋଗ ଦେବେ। ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି!-->!-->!-->…
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିଭାହ ଯୋଜନା
ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ମହିଳା ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ତେବେ ସରକାର ଗରିବ ଝିଅମାନଙ୍କ ବିବାହ ପାଇଁ ଏକ ଗଣ ବିବାହ ଯୋଜନା!-->…