Browsing Category

ନାରୀ

ସୁରକ୍ଷା ପାଇଁ ଚିନ୍ତିତ ଥିବା ବାପା ଝିଅ ମଥାରେ ଖଞ୍ଜିଲେ କ୍ୟାମେରା

ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଦିନକୁ ଦିନ ସମାଜରେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାଲରେ ଲାଗିଛି। ଏଭଳି କ୍ଷେତ୍ରରେ ନାରୀମାନଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଯାଇଛି। ଅଭିଭାବକମାନେ ସେମାନଙ୍କ କନ୍ୟାମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ହୋଇପଡ଼ିଛନ୍ତି। 

ସୁଭୁଦ୍ରା ପାଇଁ କାହାରିକୁ ଠକାମି କଲେ କ୍ଷମା ନାହିଁ: ମନ୍ତ୍ରୀ

ଆସନ୍ତା ୧୭ତାରିଖ ଠାରୁ ସୁଭଦ୍ରା ଯୋଜନା ଆରମ୍ଭ ହେବ। ଏବେ ଆବେଦନ କରିଥିବା ମହିଳାଙ୍କ ଠାରୁ ଆରମ୍ଭ କରି ୧୭ପରେ ବି ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ବର୍ଷକୁ ରକ୍ଷାବନ୍ଦନ ଓ ଅର୍ନ୍ତଜାତୀୟ ମହିଳା ଦିବସରେ ୫ହଜାର ଲେଖାଏଁ ୧୦ହଜାର ୫ବର୍ଷ ଦିଆଯିବ। 

ଦଶ ମାସର ଶିଶୁ କୁ ଛାଡି ମା ଫେରାର:ବାପା ଥାନାର ଦ୍ୱାରସ୍ତ..

ଟିଟିଲାଗଡ଼//ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଦଶ ମାସର ଶିଶୁ, ଦେଖିବାକୁ ଯେତେ ସୁନ୍ଦର, ସେମିତି ଡଉଳ ଡାଉଲ ବି.. ମାର କ୍ଷୀର ବି ଛାଡ଼ିନାହିଁ.. ହେଲେ ମା ଯେ ନିଷ୍ଠୁର ହେବ, ତାହା ଏ କୁନି ଶିଶୁ ଟି କେମିତି ଜାଣିବ..ନିଜ ପିଲା ପାଇଁ ମା ଟିଏ କେତେ କଣ ସହି ଯାଉଛି.. ନିଜ ଜୀବନ କୁ

ବେଆଇନ ମଦ, ଗଞ୍ଜେଇ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା

କଳାହାଣ୍ଡି /ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଦେଶୀ ବିଦେଶୀ ମଦ ପ୍ରଭାବ​ରେ ପରିବାର ମଧ୍ୟରେ ଗଣ୍ଡଗୋଳ। ଗାଁ ଗାଁରେ ଅଶାନ୍ତି। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ଅବକାରୀ ବିଭାଗର ହାତ ଖାଲି। ଯେତେବେଳେ କୌଣସି ଅଭିଯୋଗ ହୁଏ କାଁ ଭାଁ କିଛି ମଦ କୋଠି ଉପରେ ଚଢାଉ କରି ନିଜର କାର୍ଯ୍ୟ

ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ସର୍ବସାଧାରଣ ସ୍ଥାନରେ ହେବ ସ୍ତନ୍ୟପାନ କକ୍ଷ

ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା ହେବ। ସବୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଓ ସର୍ବସାଧାରଣ