Sign in
Sign in
Recover your password.
A password will be e-mailed to you.
Browsing Category
ଦୁର୍ନୀତି
ଏସ୍ସିବିରେ ଝୁଣ୍ଟୁଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର
୫ ବର୍ଷ ହେଲା ଫେକୋ ମେସିନ୍, ଭିଜୁଆଲ ପେରିମିଟର୍ ଅଚଳ
କଟକ ୧୬-୦୧-୨୦୨୫(ପିପିଏସ) : ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଚକ୍ଷୁ ବିଭାଗରେ ଏବେ ସ୍ବାଭାବିକ ଭାବେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ବି ସମ୍ଭବ ହେଉନି। ମୋତିଆବିନ୍ଦୁର ଅତ୍ୟାଧୁନିକ ଅସ୍ତ୍ରୋପଚାର ପାଇଁ ବ୍ୟବହାର ହେଉଥିବା!-->!-->!-->…
ମାଟିରେ ମିଶିବ ବୈକୁଣ୍ଠଧାମ ଆଶ୍ରମ
ଶୁକ୍ରବାର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିବ। ମାଇକ୍ ଯୋଗେ ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଛି। ସରକାରୀ ଜମି ଜବର ଦଖଲ କରି ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି । ଯଥାଶୀଘ୍ର ସେହି ଜମି ଖାଲି କରିବାକୁ ବିଡ଼ିଏ କହିଛି
ଭୁବନେଶ୍ୱର!-->!-->!-->…
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ୪କୋଟିର ଗଞ୍ଜେଇ ଜବତ
ଭୁବନେଶ୍ୱର କଷ୍ଟମ୍ସ ବିଭାଗ ପକ୍ଷରୁ ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକିବାରେ ଉଦ୍ୟମ ଜାରି ରହିଛି। ଏହି ମର୍ମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୪କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି
ଭୁବନେଶ୍ୱର ୧୫ୃ୦୧-୨୦୨୫(ପିପିଏସ ) : ଭୁବନେଶ୍ୱର କଷ୍ଟମ୍ସ ବିଭାଗ ପକ୍ଷରୁ!-->!-->!-->…
ବଳପୂର୍ବକ ବାଲିଘାଟ ଦଖଲ ଉଦ୍ୟମ
ଲିଜଧାରୀ ବ୍ୟବସାୟୀଙ୍କୁ ଗ୍ୟାଙ୍ଗଷ୍ଟରର ଧମକ-ଏତଲାର ପରେ ବି ତଦନ୍ତ ଆରମ୍ଭ ହୋଇନି-ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀକଟକ, ୧୧-୦୧-୨୦୨୫(ପିପିଏସ ) : ବାଲିଘାଟ ଛାଡିବାକୁ ଲିଜଧାରୀଙ୍କୁ ଧମକ ଦେଇଛି ଗ୍ୟାଙ୍ଗଷ୍ଟର । ପ୍ରଥମେ ଲକ୍ଷାଧିକ ଟଙ୍କା ବଟି ନେବା ପରେ ଏବେ ପୂରା ବାଲିଘାଟ ଦଖଲ!-->…
ବାଲି ଚୋରି ରୋକିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି: ସୁରେଶ ପୂଜାରୀ
ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏନେଇ ପୂର୍ବ ସରକାରଙ୍କୁ ଦୋଷ ଦେବା ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୂର୍ବରୁ ବାଲି ରାଜସ୍ୱ ବିଭାଗରେ ଥିଲା। ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବତନ ସରକାର!-->…
ଜାନୁଆରି ୧୨ ପର୍ଯ୍ୟନ୍ତ ଜାରି ରହିବ ବାର୍ଷିକ ପୁଷ୍ପ ପଦର୍ଶନୀ: ମନ୍ତ୍ରୀ
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ କେଉଁଠି ଗୋଲାପ ଶୋଭା ପାଉଛି, ତ ଆଉ କେଉଁଠି ଡାଲିଆ। ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର
ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ରାଜଧାନୀ ଭୁବନେଶ୍ୱରର ଏକାମ୍ର!-->!-->!-->…
କଟକରେ ବିପୁଳ ପରିମାଣର ନକଲି ଟାୟାର ଓ ଟ୍ୟୁବ୍ ଜବତ
ଗୋଦାମ ସିଲ୍, ମାଲିକ ଗିରଫ
କଟକ-ଜଗତପୁର ୧୦-୦୧-୨୦୨୫ (ପିପିଏସ) : ଜଗତପୁର ଥାନା ଖଇରା ପୋଲ ନିକଟରେ ଥିବା ‘ଉତ୍କଳ ଡିଷ୍ଟ୍ରିବ୍ୟୁଟର’ ନାମକ ଗୋଦାମରୁ ଆଜି ଜଗତପୁର ଥାନା ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଲି ଟାୟାର ଓ ଟ୍ୟୁବ୍ ଜବତ କରିଛି। ଗୋଦାମକୁ ସମ୍ପୂର୍ଣ୍ଣ ସିଲ୍ କରାଯିବା ସହ!-->!-->!-->…
ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘର ସମେତ ଛଅଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ଉ
ଓଡ଼ିଶାର ନାମୀ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘର ସମେତ ଛଅଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ ଚାଲିଛି। ତାଙ୍କର ଢେଙ୍କାନାଳସ୍ଥିତ ବାସଭବନ ଏବଂ ହନ୍ଦୋଳରେ ଫାର୍ମହାଉସ୍, ଅଫିସ୍ ଏବଂ ଭୁବନେଶ୍ୱରର ଅନ୍ୟ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି
!-->!-->!-->…
ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି
ଟାଟା କଂପାନିରେ ଚାକିରି ନାଁରେ ଠକେଇ ମାମଲା
ବ୍ରହ୍ମପୁର/ଭୁବନେଶ୍ୱର ୦୭-୦୧-୨୦୨୫ (ପିପିଏସ ) : ବହୁଚର୍ଚ୍ଚିତ ଟାଟା କଂପାନିରେ ଚାକିରି ନାମରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି ମିଳିଛି। ଏମ୍ପି/ଏମ୍ଏଲ୍ଏ କୋର୍ଟରେ ସାଂସଦ ଶ୍ରୀ!-->!-->!-->…
ମହାପ୍ରସାଦ ନାଁରେ ଖଜା ବିକିପାରିବେନି:ଅରବିନ୍ଦ ପାଢ଼ୀ
ପୁରୀ/ଭୁବନେଶ୍ୱର ୦୪-୦୧-୨୦୨୫ (ପିପିଏସ) : ଏଣିକି ବ୍ୟବସାୟୀମାନେ ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକିଲେ ସଂପୃକ୍ତ ବ୍ୟବସାୟୀମାନେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ!-->…