Browsing Category

ଦୁର୍ନୀତି

୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆର୍‌ଆଇ

ଭଦ୍ରକ/ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ (ଆର୍‌ଆଇ) ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ହାତରେ ପଡ଼ିଛନ୍ତି। ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଅଭିଯୁକ୍ତ ଆର୍‌ଆଇଙ୍କ ନାମ ଭାଗବତ ଖଟୁଆ

ନିମ୍ନମାନର ରାଜରାସ୍ତା: ବର୍ଷକରେ ଉଠିଲା ପିଚୁ

ରାଣୀଗଡ଼ରୁ ବାଲିପୁଜାରୀପୁଟ ପର୍ଯ୍ୟନ୍ତ ୨କିଲୋମିଟର ରାସ୍ତା। ଏଥି ପାଇଁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଯାଇଥିଲା। ଅଦିନିଆ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କୋରାପୁଟ/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ପୂର୍ତ୍ତବିଭାଗ ପକ୍ଷରୁ ମାତ୍ର ବର୍ଷକ ତଳେ ପୁନଃରୁଦ୍ଧାର

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ସୁନାବେଡ଼ାରେ ଥିବା ମୁଖ୍ୟ କ୍ୟାମ୍ପସର ଫାଟକ ନିକଟରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ହଷ୍ଟେଲରେ ନିମ୍ନମାନର ଖାଇବା, ପାଣି ସମସ୍ୟା ଏଵଂ ହଷ୍ଟେଲ ଠିକ୍ ପରିଚାଳିତ ହେଉନଥିବା ଅଭିଯୋଗରେ ଆନ୍ଦୋଳନକୁ

ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ: ଯୋଗାଣ ସହାୟକ ଗିରଫ

ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ତାଙ୍କୁ ଛତିଶଗଡ଼ରେ ନିଜର ଜଣେ ସଂପର୍କୀୟଙ୍କ ଘରୁ ଗିରଫ କରିଛି ପୁଲିସ୍। ଆଗଲପୁର/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଚାଉଳ ଦେବା ନାଁରେ

ବାଣୀବିହାର ଜମି ଠିକ୍‌ ଅଛି ତ? ଏପର୍ଯ୍ୟନ୍ତ ଚିହ୍ନଟ ହେଲାନି ୩୯୯ ଏକର

୩୯୮.୯୮ ଏକର ଜମିରେ ଛିଡ଼ା ହୋଇଛି ଉତ୍କଳ ବିଶ୍ବବିଦ୍ୟାଳୟ। କାଗଜପତ୍ରରେ ଏଭଳି ତଥ୍ୟ ରହିଛି। ସମସ୍ତେ ମଧ୍ୟ ଜାଣିଛନ୍ତି। ତେବେ ରାଜସ୍ୱ ବିଭାଗର ଭୂଲେଖରେ ଦର୍ଶାଯାଇଛି ଯେ ବିଶ୍ୱବିଦ୍ୟାଳୟର ୩୫୯ ଏକର ଜମି ରହିଛି। ଭୁବନେଶ୍ୱର ୦୯-୧୧-୨୦୨୪ (ପିପିଏସ ) : ୩୯୮.୯୮ ଏକର ଜମିରେ ଛିଡ଼ା

ଓଏଚ୍‌ଆରସିରେ ପହଁଚିଲା ଆମ୍ବଟାକୁଆ ମାମଲା

ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ଓଡିଶା ମାନବାଧିକାର କମିସନ ଅବଗତ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ ଏବଂ  କନ୍ଧମାଳ ଜିଲ୍ଲାପାଳଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) :

ଭୁଶୁଡ଼ିଲା ବୁଲେଟ ଟ୍ରେନ ପାଇଁ ନିର୍ମାଣାଧୀନ ପୋଲ : ୨ ମୃତ

ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଚାଲିଥିବା ସମୟରେ ଏକ ଦୁର୍ଘଟଣା ଘଟିଛି। ଗୁଜରାଟର ଆନନ୍ଦରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଏହାଫଳରେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ।  ଅହମଦାବାଦ/ଭୁବନେଶ୍ୱର

ରାଢୋ ଗ୍ରାମ୍ୟ ରାସ୍ତା ଅବସ୍ଥା ଦୟନୀୟ

ଭଦ୍ରକ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ବଡ଼ବଡ଼ ଗ୍ରାମ ଓ ପଡ଼ାକୁ ଗମନାଗମନ ସୁବିଧା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମସଡକ ସହିତ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଓ ଅନ୍ୟାନ୍ୟ ଯୋଜନାରେ ନୂତନ ରାସ୍ତା ନିର୍ମାଣ ହେଉଥିବା

ପ୍ରଜାତନ୍ତ୍ରର ପ୍ରଭାବ, ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳରେ ମଧ୍ୟାହ୍ନଭୋଜନ କେଳେଙ୍କାରୀ, ତଦନ୍ତ କଲେ ଦୁଇ ଅଧିକାରୀ…

ଗୋପ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଗୋପ ବ୍ଲକ ଷୋଳପୁର ଚର୍ଚ୍ଚିକା ସରକାରୀ ନୋଡାଲ ବିଦ୍ୟାଳୟର ମଧ୍ୟାହ୍ନ୍ନ ଭୋଜନ କେଳେଙ୍କାରୀ ସମ୍ପର୍କିତ ଖବର ଗତକାଲି ପ୍ରକାଶ ପାଇବା ପରେ ଆଜି ଦୁଇ ଅଧିକାରୀ ବିଦ୍ୟାଳୟରେ ପହଁଚି  ତଦନ୍ତ କରିଛନ୍ତି। ସୂଚନା ଅନୁସାରେ ଗୋପ ବ୍ଲକ ଶିକ୍ଷାଧିକାରୀଙ୍କ

ନିଜର ଫାଇଦା ପାଇଁ ଐତିହ୍ୟସ୍ଥଳୀକୁ ବିପଦଆଡ଼କୁ ଠେଲିଦେଲେ ବିଗତ ସରକାର: ବିଜେପି

ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଚେରୀ ‘ମେଘନାଦ ପାଚେରୀ’ରେ ଫାଟ ସୃଷ୍ଟି ହୋଇଛି। ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇ ଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି।