Sign in
Sign in
Recover your password.
A password will be e-mailed to you.
Browsing Category
ଦୁର୍ନୀତି
ଶିକ୍ଷକ ନିଯୁକ୍ତି ନେଇ ଅଭିନବ ପ୍ରତିବାଦ: ରାସ୍ତାରେ ପଢ଼ିଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର ବ୍ଲକ ଅଧୀନ ଲିଙ୍ଗିପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍ରେ ଅନ୍ୟତ୍ର ପଠାଯିବାକୁ କେନ୍ଦ୍ର କରି ଅଭାବନୀୟ ପରିସ୍ଥିତି ଦେଖାଦେଇଛି।
ଭୁବନେଶ୍ୱର ୨୬-୧୧-୨୦୨୪!-->!-->!-->…
ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା: ସିଲ୍ ହେଲା ବାର୍
ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ରାଜଧାନୀ ଭୁବନେଶ୍ବରରେ ଅନେକଗୁଡ଼ିଏ ବାର୍ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ପରିଚାଳିତ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତଥାପି କିଛି ମାଲିକ ସରକାରୀ ଗାଇଡ଼ଡଲାଇନ୍କୁ ଅଣଦେଖା କରୁଥିବା!-->…
ଟାଟରାଇ ଗାଁର ଦୁଃଖ: ୩ କିମି ଦୂରରେ ରହିଛି ସ୍କୁଲ, ଅଙ୍ଗନବାଡ଼ି
ମାଲକାନଗିରି/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଆଜି ବି ଅବହେଳିତ ହୋଇ ରହିଛି। ଗୋଟିଏ ପଟେ ନକ୍ସଲ ଗାଁଗୁଡିକର ବିକାଶ ହେବାକୁ ଦେଇନଥିବା ବେଳେ ଅନ୍ୟ ପଟେ ପ୍ରଶାସନ ଏବଂ ସରକାର ଗାଁରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛି।ନକ୍ସଲ ଜିଲ୍ଲାକୁ ୨୦!-->…
କଟକରୁ ନାବାଳିକା ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା, ସଜାଗ ପୁଲିସ
କଟକ/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକା ଓ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାକୁ ନେଇ କମିସନରେଟ୍ ପୁଲିସ ସଜାଗ ଅଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର। ଏଣେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି ଯେ!-->…
ଏସ୍ସିବିରେ ରୋଗୀଙ୍କ ଜୀବନ ସହ ଖେଳ ୬ରୁ ୪ ଷ୍ଟେରିଲାଇଜେସନ୍ ମେସିନ୍ ଅଚଳ
କଟକ ବଡ଼ଡାକ୍ତରଖାନାରେ ଠିକ୍ରେ କାମ କରୁନି ଷ୍ଟେରିଲାଇଜେସନ୍ ବ୍ୟବସ୍ଥା। ଷ୍ଟିମ୍ରେ ଚାଲୁଥିବା ୬ରୁ ୪ଟି ମେସିନ୍ ଅଚଳ ହୋଇପଡ଼ିଛି। ଯେଉଁ ୨ଟି ମେସିନ୍ ଚାଲିଛି, ସେଥିରେ ୧୮ଟି ବିଭାଗର ୫୦ରୁ ଅଧିକ ଅସ୍ତ୍ରୋପଚାର(ଓଟି) ଉପକରଣ ଷ୍ଟେରିଲାଇଜ୍ କରାଯାଉଛି।
କଟକ,୨୪-୧୧-୨୦୨୪!-->!-->!-->!-->!-->…
ଘୋର ଅବବ୍ୟସ୍ଥାରେ ଏକ ନମ୍ୱର ହାଟ
ରାଜଧାନୀର ସବୁଠାରୁ ଜନବହୁଳ ହାଟ କହିଲେ ୟୁନିଟ୍-୧ ହାଟକୁ ବୁଝାଏ। ଏ ହାଟରେ ଯାବତୀୟ ଜିନିଷ ଶସ୍ତାରେ ମିଳୁଥିବାରୁ ପ୍ରତିଦିନ ହଜାର ହଜାର ଗ୍ରାହକଙ୍କର ସମାଗମ ହୋଇଥାଏ। ସହର ସହ ଉପକଣ୍ଠ ଓ ଆଖପାଖ ଜିଲ୍ଲାର ଗ୍ରାହକମାନେ ଏଠାରୁ ନିୟମିତ କିଣାକିଣି କରନ୍ତି।
ଭୁବନେଶ୍ୱର ୨୪-୧୧-୨୦୨୪!-->!-->!-->…
ଜିଏ, ବିଡିଏ ବାହୁବଳେ ଜବରଦଖଲକାରୀ ରାଜା: ରାଜୀବ ଆବାସ ଯୋଜନାକୁ ଚୁନ
ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ହାଉସିଂ ପ୍ରକଳ୍ପରେ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଘର ଯୋଗାଇ ଦେବାପାଇଁ ସରକାର ଶ୍ୟାମପୁର ମୌଜା ପ୍ଲଟ୍ ନଂ. ୨୭୭ରେ ବିଡିଏକୁ ୬୮ ଏକର ଜମି ଯୋଗାଇ ଦେଲେ। ହେଲେ ବିଡିଏ କାମରେ କିଛି କଲା ନାହିଁ। କ୍ରମଶଃ ଏହା ଜବରଦଖଲ ହେଲା। ପ୍ଲଟିଂ କରି ଦଲାଲ!-->…
ଦୁର୍ଗମ ଅଞ୍ଚଳରେ ବିକାଶ ଅପହଞ୍ଚ !
ଯାତାୟତ ପାଇଁ ବିଦ୍ୟୁତ୍ ଖୁଣ୍ଟରେ ନିର୍ମିତ ପୋଲ ଭରସା
୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରିବ। ରାଜ୍ୟ ସରକାର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗମନାଗମନର ବ୍ୟାପକ ଅସୁବିଧା!-->!-->!-->…
ନବଜାତ ଶିଶୁକନ୍ୟା ବିକ୍ରି ମାମଲା: ସନ୍ଦେହ ଘେରରେ ଥିବା ଏଏନ୍ଏମ୍ ନିଳମ୍ବିତ
ପାଟଣାଗଡ଼/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତ ଏଏନ୍ଏମ୍ ନିଲମ୍ବିତ ହୋଇଛନ୍ତି।ଏଏନ୍ଏମ୍ ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ!-->…
କେନାଲ ପାଣି ନେଇ ପୁଣି ଗର୍ଜିଲେ ଚାଷୀ: ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ
ଧର୍ମଗଡ/ଭୁବନେଶ୍ୱର ୨୧-୧୧-୨୦୨୪ (ପିପିଏସ) : ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପରୁ ୨୦୨୪-୨୫ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଚାଷୀମାନେ ଗର୍ଜିଛନ୍ତି। ଚାଷୀମାନେ ରାସ୍ତା ଅବରୋଧ ସହିତ ଆନ୍ଦୋଳନ ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।!-->…