Sign in
Sign in
Recover your password.
A password will be e-mailed to you.
Browsing Category
ଦୁର୍ନୀତି
ପୁଣି ତେଜିଲା ଅନ୍ତଃରାଜ୍ୟ ସୀମା ବିବାଦ: ଜବରଦଖଲ ପାଇଁ ପଶ୍ଚିମବଙ୍ଗର ଉଦ୍ୟମ
ଓଡ଼ିଶା-ପଶ୍ଚିମବଙ୍ଗ ଅନ୍ତଃରାଜ୍ୟ ସୀମା ବିବାଦ ଥମିବାର ନାଁ ନେଉନି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଉଦୟପୁରଠାରେ ପୂର୍ବରୁ ଥିବା ବିବାଦ ଆପାତତଃ ଥଣ୍ଡା ପଡ଼ିଥିବା ବେଳେ ଏବେ ବ୍ଲକ୍ ଅଧୀନ ସାହାବାଜିପୁରରେ ପୁଣି ବିବାଦ କଡ଼ ଲେଉଟାଇଛି।
ଚନ୍ଦନେଶ୍ୱର/ଭୁବନେଶ୍ୱର ୦୧-୦୩-୨୦୨୫!-->!-->!-->…
ବ୍ୟକ୍ତି କୈନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା ପର୍ଯ୍ୟଟନ ଟଙ୍କା: ଉପମୁଖ୍ୟମନ୍ତ୍ରୀ
ରାଜ୍ୟରେ ପର୍ଯ୍ୟଟନ ବିକାଶକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବତନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କାହାରି ନାମ ନନେଇ ସେ ପୂର୍ବତନ ସରକାରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ଙ୍କ ବିରୋଧରେ ପ୍ରତକ୍ଷ୍ୟ ଭାବେ ନହେଲେ ବି ପରୋକ୍ଷାରେ ବର୍ଷିଛନ୍ତି।
ଭୁବନେଶ୍ୱର!-->!-->!-->…
ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି
ଦୋଷ ସ୍ବୀକାର କଲେ ବୋର୍ଡ ସଭାପତି
ମାଟ୍ରିକ ପରୀକ୍ଷାରେ ଆଜି ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୫୦ ମାର୍କ ବଦଳରେ ୪୬ ମାର୍କର ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ‘ସି’ ସେଟରେ ୨ଟି ବର୍ଣ୍ଣନାତ୍ମକ ପ୍ରଶ୍ନରୁ ଗୋଟିଏ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ!-->!-->!-->…
ମାଟ୍ରିକ ପରୀକ୍ଷାରେ ଅନିୟମିତତା, ୬ ଶିକ୍ଷକ ନିଲମ୍ବିତ
ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଲକ ହଦଳୀ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ଵାଳ ଓ ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧିଙ୍କୁ ନିଲମ୍ବିତ କରିଛନ୍ତି।
!-->!-->!-->…
ଧୀରେଧୀରେ ସବୁ ବନ୍ଦ କରିଦେଲେ କି?
କାଡାଭରିକ୍, ଲିଭର୍ ପ୍ରତିରୋପଣ ବନ୍ଦ
କଟକ ୨୭-୦୨-୨୦୨୫(ପିପିଏସ) : କଟକ ବଡ଼ଡାକ୍ତରଖାନାରେ ବନ୍ଦ ହୋଇଗଲାଣି କି ବ୍ୟବସ୍ଥା? କାଡାଭରିକ୍ ପ୍ରତିରୋପଣ ବ୍ୟବସ୍ଥା ସାଢ଼େ ୩ମାସରୁ ଅଧିକ ସମୟ ହେଲା ହୋଇପାରିନି। ସେହିପରି ଲିଭର୍ ପ୍ରତିରୋପଣ ବ୍ୟବସ୍ଥା ବି ଏକପ୍ରକାର ଠପ୍।!-->!-->!-->…
୨୦୦ ଜମାକାରୀଙ୍କଠୁ ୫ କୋଟି ହଡ଼ପ
ମାଷ୍ଟର୍ମାଇଣ୍ଡକୁ ହାଇଦ୍ରାବାଦରୁ ଗିରଫ କଲା ଇଓଡବ୍ଲ୍ୟୁ
୧୦ ମାସରେ ଦୁଇଗୁଣ ଅର୍ଥ ପାଇବା ଲୋଭରେ ୫ କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ଜମାକାରୀ। ଠକେଇ ଟଙ୍କାରେ ମାଷ୍ଟର୍ମାଇଣ୍ଡ ଦୁବାଇ, ଥାଇଲାଣ୍ଡ, ଜର୍ମାନୀ ବୁଲି ମଉଜ କରୁଥିଲା।
ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ୧୦!-->!-->!-->!-->!-->…
ଜିଲ୍ଲାପାଳଙ୍କୁ ଭେଟିବାକୁ ୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ
ପୁଣି ରାଜରାସ୍ତାରେ ଚାଲିଲେ ଅନ୍ତେବାସୀ। ରାତିର ଅନ୍ଧାରରେ ଚାଲିଚାଲି ୨୫ କି.ମି ରାସ୍ତା ଅତିକ୍ରମ କରି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ ବାରିପଦାରେ ପହଞ୍ଚିଛନ୍ତି। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା!-->…
ପ୍ରକୃତରେ ଯିଏ ଗରିବ, ତାଙ୍କର ରାସନ କାର୍ଡ କଟାଯିବନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ରାସନ କାର୍ଡ କଟାଯିବା ପ୍ରସଙ୍ଗରେ ଆଜି ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ | ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର |
ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ରାସନ କାର୍ଡ କଟାଯିବା!-->!-->!-->…
କୁଳପତି ଡିଜିଟାଲ ଆରେଷ୍ଟ୍ର ଶିକାର
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଠାରୁ ୧୪ ଲକ୍ଷ ଠକିନେଲେ ଠକ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି(ଭିସି) ପ୍ରଫେସର ଗୀତାଞ୍ଜଳି ଦାଶ ଡିଜିଟାଲ ଆରେଷ୍ଟ୍ ଠକେଇର ଶିକାର ହୋଇ ସାଇବର ଠକଙ୍କ ଦ୍ବାରା ୧୪ ଲକ୍ଷ ଟଙ୍କାରୁ ଅଧିକ ହରାଇଛନ୍ତି
ବ୍ରହ୍ମପୁର/ଭୁବନେଶ୍ୱର ୨୫-୦୨-୨୦୨୫!-->!-->!-->!-->!-->…
ବିବାଦରେ କାନ୍ଥଚିତ୍ର
ସୁରବୀରଙ୍କ ନାମରେ ତ୍ରୁଟି
ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ସମାଜସେବୀ
ଗୋଟିଏ ପଟେ ସରକାର ଓଡ଼ିଆ ଅସ୍ମିତାର କଥା କହୁଛନ୍ତି। ଅନ୍ୟପଟେ ବିଏମ୍ସି ସରକାରଙ୍କୁ ବଦନାମ କରିବାକୁ ଅଣ୍ଟା ଭିଡ଼ିଛି। କେବଳ ସରକାରଙ୍କୁ ବଦନାମ କରୁନାହିଁ, ବରଂ ପଶ୍ଚିମ ଓଡ଼ିଶାର!-->!-->!-->!-->!-->!-->!-->…