Sign in
Sign in
Recover your password.
A password will be e-mailed to you.
Browsing Category
ଦୁର୍ନୀତି
ଅନ୍ଧାରରେ କଟୁଛି ୩୫୦୦ ପରିବାରଙ୍କ ଜୀବନ
୨୭୪ ପଡ଼ା ଗାଁରେ ନାହିଁ ବିଜୁଳି ଆଲୁଅ
ନବରଙ୍ଗପୁର ଜିଲ୍ଲାର ୨୭୪ ପଡ଼ା ଗାଁରେ ବସବାସ କରୁଥିବା ୩୫୫୩ ପରିବାର ଆଜି ବି ଅନ୍ଧାରରେ ରହୁଛନ୍ତି। ଏଯାଏଁ ଏହି ଗାଁ ଗୁଡ଼ିକରେ ବିଜୁଳି ଆଲୁଅ ପହଞ୍ଚି ପାରିନି। ସରକାରୀ ରେକର୍ଡରେ ଏହି ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ
!-->!-->!-->!-->!-->…
ପରିବର୍ତ୍ତନକାରୀ ସହରୀ ଅଭିବୃଦ୍ଧିରେ ‘ଅଙ୍କୁର’ ଗୁରୁତ୍ବପୂର୍ଣ୍ଣ
ଅଟଳ ନେଟୱାର୍କ ଫର୍ ନଲେଜ୍, ନଗରୀକରଣ ଏବଂ ସଂସ୍କାର (ଅଙ୍କୁର) ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିବର୍ତ୍ତନକାରୀ ପଦକ୍ଷେପର ଲକ୍ଷ୍ୟ ହେଉଛି ଓଡ଼ିଶାରେ ସହରାଞ୍ଚଳ ନବସୃଜନ, ସହଯୋଗ ଏବଂ ସୁଶାସନକୁ ପ୍ରୋତ୍ସାହିତ କରିବା
ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) :!-->!-->!-->…
ସୈନିକ ସ୍କୁଲ୍ ସ୍ଥାନାନ୍ତର ପ୍ରସଙ୍ଗ
୫୦୦ପିଲାଙ୍କ ପାଠରେ ଲାଗିବ ଡୋରି,
ଗରିବ ପିଲାଙ୍କ ଭରସା ବାଲ୍ ସୈନିକ ସ୍କୁଲ
ବାଲ୍ ସୈନିକ ପବ୍ଲିକ ସ୍କୁଲ। ଭୁବନେଶ୍ବର ସୈନିକ ସ୍କୁଲର ଏକ ଅଂଶ ଭାବେ ୮୦ ଦଶକରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ଏବେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ରାଜଧାନୀର!-->!-->!-->!-->!-->!-->!-->…
କୁଳପତିମାନଙ୍କୁ ରାଜ୍ୟପାଳଙ୍କ ପରାମର୍ଶ: କ୍ୟାମ୍ପସ୍ରେ ଯୌନ ନିର୍ଯାତନା ରୋକ
ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ରୋକିବା ଦିଗରେ ବିହିତ ପଦକ୍ଷେପ ନେବାର ସମୟ ଆସିଛି। ଏଥିସହ ଡିଜିଟାଲ ଯୁଗରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ସାଇବର୍ ନିରାପତ୍ତା
ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ଉଚ୍ଚ!-->!-->!-->…
ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନୂଆ ମୋଡ଼
ରିପୋର୍ଟ ସାର୍ବଜନୀନ ହେବ ନାହିଁ: ସରକାରଙ୍କ ସତ୍ୟପାଠ
ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନୂଆ ମୋଡ଼ ଆସିଛି । ରାଜ୍ୟ ସରକାର ଏନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ!-->!-->!-->…
ସାରଥିଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ଅନୁମତି: ବାରିମୂଳ ଆଶ୍ରମ ମନା
ସାରଥି ବାବାଙ୍କ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ହାଇକୋର୍ଟ ତାଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ଅନୁମତି ଦେଇଛନ୍ତି। ତାଙ୍କୁ ବାରିମୂଳରେ ଥିବା ତାଙ୍କ ଆଶ୍ରମରେ ପ୍ରବେଶ ପାଇଁ ପ୍ରତିବନ୍ଧକ ଲଗାଯାଇଛି
କଟକ ୦୫-୦୩-୨୦୨୫(ପିପିଏସ) : ସାରଥୀ ବାବା ଓରଫ ସନ୍ତୋଷ!-->!-->!-->…
କିଟ୍ କାଣ୍ଡ
ଜାତୀୟ ମାନବାଧିକାର କମିସନଙ୍କ ତଦନ୍ତ ନିର୍ଦ୍ଦେଶ
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର କମିସନ୍ ଗୁରୁତ୍ବର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିମ୍ ଗଠନ କରି କିଟ୍ ବିଶ୍ବବିଦ୍ୟାଳୟ!-->!-->!-->…
ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣା
ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଜେରା
ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣାରେ ପୁଣି ଜଣଙ୍କୁ ଆଜି ପୁଲିସ ଜେରା କରୁଛି। ଜେରା ହେଉଥିବା ବ୍ୟକ୍ତି ହେଲେ ବିକାଶ ମହାବଳ। ତାଙ୍କ ଘର ସମ୍ବଲପୁର ଧନୁପାଲିରେ ଏବଂ ସେ ନବ ଦାସଙ୍କ ନିକଟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ।
!-->!-->!-->!-->…
ଆବଶ୍ୟକ ପଡ଼ିଲେ ପଶ୍ଚିମବଙ୍ଗକୁ ପାଠ ପଢ଼ାଇ ରାସ୍ତା ଦେଖାଇବ ଓଡ଼ିଶା: ସୁରେଶ ପୂଜାରୀ
ଓଡ଼ିଶା ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପଶ୍ଚିମବଙ୍ଗ ଅସଭ୍ୟ ସରକାର। ଆବଶ୍ୟକ ପଡ଼ିଲେ ପଶ୍ଚିମବଙ୍ଗକୁ ପାଠ ପଢ଼ାଇ ରାସ୍ତା ଦେଖାଇବ ଓଡ଼ିଶା।
ଭୁବନେଶ୍ୱର ୦୩-୦୩-୨୦୨୫(!-->!-->!-->…
୩ କିମି ଦୂରରେ ଥିବା ସ୍କୁଲକୁ ପାଠପଢ଼ିବାକୁ ଯାଉଛନ୍ତି କୁନିକୁନି ଛାତ୍ରଛାତ୍ରୀ
ପୁଣି ସାମ୍ନାକୁ ଆସିଲା ଉପାନ୍ତରେ ଶିକ୍ଷାର ବିକଳ ଚିତ୍ର। ସ୍କୁଲରେ ତାଲା ପଡ଼ିବା ପରେ ଛୋଟଛୋଟ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ୩ କିଲୋମିଟର ଦୂରକୁ ଚାଲିଚାଲି ଯାଉଛନ୍ତି ଭବିଷ୍ୟତ ଗଢିବା ପାଇଁ।
ରାଇରଙ୍ଗପୁର /ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ପୁଣି ସାମ୍ନାକୁ ଆସିଲା!-->!-->!-->…