Sign in
Sign in
Recover your password.
A password will be e-mailed to you.
Browsing Category
ଦୁର୍ନୀତି
ବିଡିଏକୁ ବିଏସ୍ଏବିଟି ବୋଝ
ଆୟ ପାଇଁ ବାଟ ବନ୍ଦ ରଖିଛନ୍ତି ଅଧିକାରୀ
ଭୁବନେଶ୍ୱର: ବିଶ୍ବସ୍ତରୀୟ ବରମୁଣ୍ଡା ବସ୍ଷ୍ଟାଣ୍ଡ ବା ବିଏସ୍ଏବିଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୧୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ବିଡିଏ ଏହାକୁ ନିର୍ମାଣ କଲା। ରକ୍ଷଣାବେକ୍ଷଣ ପାଇଁ ବର୍ଷକୁ ଏବେ ୧କୋଟି ୨୦ ଲକ୍ଷ ଖର୍ଚ୍ଚ!-->!-->!-->…
ସୁଭଦ୍ରା ଯୋଜନା ନାଁରେ ଯନ୍ତ୍ରଣା
ଝରିଗାଁ/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି।!-->…
ବିପଜ୍ଜନକ ଅବସ୍ଥାରେ ସ୍ମାର୍ଟ ସିଟି ରାସ୍ତାଘାଟ
ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ସ୍ଥିତି ସାଂଘାତିକ । ଯୁଆଡ଼େ ଯିବ, ସିଆଡ଼େ ଖାଲଖମା । ରାସ୍ତାରୁ ପିଚୁ ଉଠିଗଲାଣି । ଗୋଡ଼ି ବିଛାଇ ହୋଇ ପଡ଼ିଛି। କେଉଁଠି କାଦୁଅ, ଆଉ କେଉଁଠି ପାଣି । ଟିକିଏ ନଜର ହଟିଲେ, ଦୁର୍ଘଟଣା ହେବା ଥୟ । କେତେବେଳେ ଯେ ଏ ରାସ୍ତା ମାରିଦେବ, କହି ହେବନି!-->…
ଘାଗୁଡିମାଲ ରାସ୍ତା ମରଣ ଯନ୍ତା
କଲ୍ୟାଣସିଂହପୁର/ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ରାୟଗଡ଼ା ଜିଲା କଲ୍ୟାଣ ସିଂହପୁର ବ୍ଲକ ସଦରରେ ଥିବା ୧୫ ନମ୍ବର ୱାର୍ଡ ଘାଗୁଡିମାଲ ଗ୍ରାମର ରାସ୍ତା ମରଣ ଜନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ଦେଶ ସ୍ୱାଧୀନ ହୋଇ ଆଜକୁ ୭୭ ବର୍ଷ ବିତିଯାଇଥିଲେ ସୁଧା ଘାଗୁଡ଼ିମାଳ ଗାଁକୁ ଯିବା!-->!-->!-->…
ଲଗାଣ ବର୍ଷାରେ ଧୋଇଗଲା ସୋଲାର ଜଳ ପ୍ରକଳ୍ପ : ନିମ୍ନମାନର କାର୍ଯ୍ୟ ଅଭିଯୋଗ
ମାଲକାନଗିରି/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ରେ ଓ ଟି ଏଲ୍ ପି ପ୍ଲସ ପକ୍ଷରୁ ବିକାଶମୂଳକ କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ 'ବିକାଶ' ସଂସ୍ଥା ସହ 2021-22 ମସିହାରେ ଚୁକ୍ତିନାମା କରାଯାଇଥିଲା। ଆର୍ଥିକ ବର୍ଷ 2023-24 ରେ ଦୋରାଗୁଡା ପଞ୍ଚାୟତର!-->…