Sign in
Sign in
Recover your password.
A password will be e-mailed to you.
Browsing Category
ଦୁର୍ନୀତି
ବିଏମ୍ସି ହରାଇଲା ୧୦୦କୋଟିର ସମ୍ପତ୍ତି
ସ୍ଲମ୍ କ୍ବାର୍ଟର୍ସ ମାମଲା ହାରିବା ପରେ ତନାଘନା
ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ନିୟମିତ ଅବହେଳା ପାଇଁ ବିଏମ୍ସି କ୍ଷତି ସହୁଛି। ସାଧାରଣ ଲୋକଙ୍କ ଠାରୁ ଆସୁଥିବା ରାଜସ୍ବ ଭୂତ ଖାଉଛି। ଏଣେ ସାଧାରଣ ଲୋକ ବି ନ୍ୟାୟ ପାଉ ନାହାନ୍ତି, ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।!-->!-->!-->!-->!-->…
ହିଙ୍ଗୁଳା କୋଇଲା ଖଣି ଦ୍ଵାରା ୩୦ବର୍ଷ ତଳେ ଜମି ଅଧିଗ୍ରହଣ କିନ୍ତୁ ଚାକିରି ନାହିଁ କାହିଁକି ?
ତାଳଚେର/ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ତାଳଚେର ଏକ କୋଇଲା ଖଣି ପରିବ୍ୟାପ୍ତ ଅଞ୍ଚଳ ଏଠାରେ ଜାତୀୟ ସ୍ବାର୍ଥ ଓ ଦେଶର ବିକାସ ପାଇଁ ସ୍ଥାନିତ ଅଧିବାସୀ ନିଜ ନିଜ ଭିଟାମାଟି ଓ ଚାଷ ଜମିବାଡ଼ିକୁ ଉଚ୍ଛର୍ଗ କରିଥାନ୍ତି , କୋଇଲା ଖଣିର ସମ୍ପ୍ରସାରଣ ପାଇଁ ଗ୍ରାବାସୀମାନେ ନିଜ ଭିଟାମାଟି!-->!-->!-->…
ଷ୍ଟାର୍ଟଅପ୍ ଓଡ଼ିଶା କେଳେଙ୍କାରୀ: ଏପଟେ ତଦନ୍ତ, ସେପଟେ ଇସ୍ତଫା
ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ରାଜ୍ୟ ବାହାରର ଅଣଓଡ଼ିଆ ସଂସ୍ଥାକୁ ଆର୍ଥିକ ସହଯୋଗ ଦେଇ ବିବାଦକୁ ଆସିଥିବା ଷ୍ଟାର୍ଟ ଅପ୍ ଓଡ଼ିଶା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗୋଟିଏ ପଟେ ଏଥିରେ ଥିବା କେଳେଙ୍କାରୀର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। ପୂର୍ବରୁ ଜଣେ!-->…
କୋଷ୍ଟାଲ ରେଗୁଲେସନ ଜୋନ ଆଇନ ଉଲଙ୍ଗନ
ସମୁଦ୍ରକୂଳରୁ ବାଲି ଉଠି ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ
ପାରାଦୀପ,୩୦-୦୯-୨୦୨୪ (ପିପିଏସ) : ସରକାରୀ ନିୟମକୁ ଫୁ କରି ଉଡାଉଛନ୍ତି କଣ୍ଟ୍ରାକ୍ଟର,ରାସ୍ତା ନିର୍ମାଣ ପାଇଁ ଦିନ ଦ୍ବିପ୍ରହର ରେ ଖୁଲମଖୁଲା କରୁଛନ୍ତି ସିଆରଜେଡ ଉଲଂଘନ l ସମୁଦ୍ର କୂଳରୁ ଦୁଇଶହ ମିଟର ଭିତରେ ବାଲି ଖୋଲି!-->!-->!-->…
ପୁଣି ଭାରରେ ବୁହାହେଲେ ରୋଗୀ
ଚିତ୍ରକୋଣ୍ଡାରେ ଅଭାବନୀୟ ଦୃଶ୍ୟ
ଚିତ୍ରକୋଣ୍ଡା/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭାରରେ ବୁହାହେଲେ ରୋଗୀ, ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତର ରଥଗୁଡା ଗ୍ରାମରେ। ତେବେ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ!-->!-->!-->…
ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା
ନୀଳଗିରି/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି ବିଜେଡି ସମର୍ଥିତ ଅଧ୍ୟକ୍ଷା ଅମ୍ବିକା ଦାସ। ନୀଳଗିରି ଏନଏସି ମୋଟ ୧୩ଜଣ କାଉନସିଲର ଥିବା ବେଳେ ଏହି ଭୋଟିଂରେ ମୋଟ ୧୧ ଜଣ ଉପସ୍ଥିତ!-->…
ଲଗାଣ ବର୍ଷା: ଦବିଲା ୫ ଶହ ମିଟର କଂକ୍ରିଟ ରାସ୍ତା
ଜଳେଶ୍ବର/ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଉତ୍ତର ଓଡ଼ିଶାରେ ଦୁଇ ଦିନ ଧରି ପ୍ରବଳ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ଓ ବାଇଗଣ ବାଡିଆ ପଞ୍ଚାୟତ ନିକଟରେ କଂକ୍ରିଟ ରାସ୍ତା ଦବି ଯାଇଛି।
!-->!-->!-->!-->…
ଗଜିଆଗୁଡ଼ା ଗାଁକୁ ଦେଶୀ ଡଙ୍ଗା ଭରଷା
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡ଼ା ଗାଁ।
ସ୍ଥଳପଥରେ ଗାଁକୁ ସିଧାସଳଖ ରାସ୍ତା ନଥିଲା ବେଳେ ନଦୀରେ ଜଳଯାତ୍ରା କରିବାକୁ ପଡ଼ୁଛି।
ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡ଼ା ଗାଁ। ସ୍ଥଳପଥରେ!-->!-->!-->!-->!-->!-->!-->…
ଚାପିଦେବେ ବାଲିଯାତ୍ରା ଦୁର୍ନୀତି
ଘୋଷଣାରେ ରହିଗଲା ଅଡିଟ୍ ଓ ତୃତୀୟପକ୍ଷ ତଦନ୍ତ
କଟକ,୨୩-୦୯-୨୦୨୪(ପିପିଏସ ) : କଟକ ଐତିହାସିକ ବାଲିଯାତ୍ରାରେ ୨୦୨୨ ଓ ୨୦୨୩ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ସମୟ ଗଡ଼ାଇ ତାହାକୁ ଚାପି ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଗତ ୨ବର୍ଷର ବାଲିଯାତ୍ରାର ସମସ୍ତ କାମକୁ!-->!-->!-->!-->!-->…
ଭୂତକୋଠି ପାଲଟିଲାଣି କୋଟିକୋଟି ଟଙ୍କାରେ ନିର୍ମିତ କୋଠା
କୋରାପୁଟ/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଆନ୍ଧ୍ରପ୍ରଦେଶର ବିଜୟୱାଡା ଝାଡ଼ଖଣ୍ଡର ରାଂଚି କରିଡ଼ର ଏନଏଚ ରାସ୍ତା କୋରାପୁଟ ଜିଲ୍ଲା ଦେଇ ଯାଇଛି। ଏହି ରାସ୍ତାଟି ବ୍ରହ୍ମପୁର ଦେଇ ରାୟଗଡ଼ା ଜିଲ୍ଲା ଦେଇକୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କୋରାପୁଟ ଓ ଜୟପୁର ଦେଇ ମାଲକାନଗିରି ଜିଲ୍ଲାରେ!-->…