Browsing Category

ଜାତୀୟ

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବାଣିଜ୍ୟ ତଥା ନିବେଶ ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଭୌଗୋଳିକ ଦୃଷ୍ଟିରୁ ପରସ୍ପରର ନିକଟତର। ଦୁଇ ରାଜ୍ୟ ମଧ୍ୟରେ ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିଳ୍ପ ସମ୍ପର୍କ ମଧ୍ୟ ରହିଛି। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବାଣିଜ୍ୟ ତଥା ନିବେଶ ବୃଦ୍ଧି ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି ଭୁବନେଶ୍ୱର

ଅପରାଧିଙ୍କୁ କ୍ଷମା ଦିଆଯିବନି:ଡିଆଇଜି ଅଖିଳେଶ୍ବର ସିଂ

କୌଣସି ପରିସ୍ଥିତିରେ ଅପରାଧ, ଅପରାଧି ଏବଂ ଅପରାଧ କରିବାକୁ ଉସୁକାଉଥିବା ବ୍ୟକ୍ତିଙ୍କୁ କ୍ଷମା ଦିଆଯିବନି ବୋଲି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂ କହିଛନ୍ତି। ଗତ କିଛି ଦିନ ହେବ କୋରାପୁଟ ଜିଲ୍ଲା ସମେତ ତାଙ୍କ ରେଞ୍ଜର ଅନ୍ୟ ଜିଲ୍ଲା ଗୁଡିକରେ ଅପରାଧିମାନଙ୍କର ସାମାନ୍ୟ

କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ: ମମତା ଖୋଲି କହିଲେ

କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ ସେ ସମ୍ପର୍କରେ ବିଜେପି ସାଂସଦ ମମତା ଖୋଲି କହିଛନ୍ତି। ଯାହା ଦ୍ବାରା ସେ ଓଡ଼ିଶାର ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝରରେ ବଳିୟାନ ହୋଇପାରିଛନ୍ତି ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ବିଜୁ ଜନତା ଦଳ (ବିଜେଡି)କୁ ଭାରତୀୟ ଜନତା ପାର୍ଟି

ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇଲେ ୧୩୪୬୧୦ ମହିଳା

ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ଵାରା ମାତୃଶକ୍ତିଙ୍କ ବିକାଶ ହୋଇପାରିଛି ମାଲକାନଗିରି/ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ମାଲକାନଗିରି

୧ କୋଟି ୬୩ ହଜାର ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରା ଦ୍ଵିତୀୟ କିସ୍ତି ଟଙ୍କା

ଆଜି ମହିଳା ଦିବସ ଅବସରରେ (ମାର୍ଚ୍ଚ ୮) ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିଛି | ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କିସ୍ତି ଟଙ୍କା ପ୍ରଦାନ କରିଛନ୍ତି| ବ୍ରହ୍ମପୁର/ଭୁବନେଶ୍ୱର

୧୦ ମାର୍ଚ୍ଚରୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର (ପିଜି) ନାମଲେଖା ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପିଜି ପ୍ରୋଗ୍ରାମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଦେବାକୁ ପଡିବ

ଗାଁ ନଛାଡିଲେ ମୃତ୍ୟୁଦଣ୍ଡ

ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଦୁଇ ଗାଁର ୮ ପରିବାରକୁ ଗାଁ ଛାଡିବାକୁ ଚେତାବନୀ ଦେଇଛନ୍ତି ନକ୍ସଲ। ଗାଁ ନଛାଡିଲେ ମୃତ୍ୟୁ ଦଣ୍ଡ ଭୋଗିବେ ବୋଲି ନକ୍ସଲ ଧମକ ଦେଇଛନ୍ତି ମାଲକାନଗିରି/ଭୁବନେଶ୍ୱର ୦୭-୦୩-୨୦୨୫ (ପିପିଏସ ) : ମାଲକାନଗିରି

ଅବସର ପୂର୍ବରୁ ହଟହଟା

କଟକ ଏସ୍‌ଟିଏ କାର୍ଯ୍ୟାଳୟର ଡେପୁଟି କମିସନର୍‌ ପ୍ରଦୀପ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ କଟକ/ଭୁବନେଶ୍ୱର ୦୭-୦୩-୨୦୨୫ (ପିପିଏସ ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କଟକ ଏସ୍‌ଟିଏ କାର୍ଯ୍ୟାଳୟର ଡେପୁଟି କମିସନର୍‌ ପ୍ରଦୀପ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଥିବା

ରାଜ୍ୟରେ ହ୍ୱାଟ୍ସଆପ୍-ଭିତ୍ତିକ ନାଗରିକ ସେବା ଆରମ୍ଭ ହେବ: ଓଡ଼ିଶା ସରକାର ଏବଂ ମେଟା ମଧ୍ୟରେ ଚୁକ୍ତି

ଓଡ଼ିଶା ସରକାର ଏବଂ ମେଟା ଏକ ଏକୀକୃତ ହ୍ୱାଟ୍ସଆପ୍ ଚାଟବଟ୍ ଆରମ୍ଭ କରିବାକୁ ଚୁକ୍ତି କରିଛନ୍ତି ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମସ୍ତ ସାର୍ବଜନୀନ ସେବା ପ୍ରଦାନ କରିବାକୁ ସକ୍ଷମ ହେବ ଭୁବନେଶ୍ୱର ୦୭-୦୩-୨୦୨୫ (ପିପିଏସ ) : ଓଡ଼ିଶା ସରକାର ଏବଂ ମେଟା ଏକ ଏକୀକୃତ

ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଶୁକ୍ରବାର ସହରାଞ୍ଚଳରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି ସହରାଞ୍ଚଳ ଏବଂ ଏହାର ଆଖପାଖରେ ଥିବା ସମସ୍ତ ଜଳାଶୟଗୁଡ଼ିକୁ ପୁନରୁଦ୍ଧାର, ପୁନରୁଦ୍ଧାର ଏବଂ