Browsing Category

ଘଟଣା-ଦୁର୍ଘଟଣା

ହାତୀ ଆକ୍ରମଣରେ ଆହତ ୩ ବନ କର୍ମଚାରୀଙ୍କ ମଧ୍ୟରୁ ୨ ଜଣ ଗୁରୁତର

ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ବେ ଜଙ୍ଗଲର କଳେବର ବଢୁନାହିଁ କି ବନ୍ୟଜନ୍ତୁମାନେ ସୁରକ୍ଷିତ ନାହାନ୍ତି। କଣ୍ଟାବାଞ୍ଜି/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଜଙ୍ଗଲ

ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣା : ଚାଲିଗଲା ବୋହୂଙ୍କ ଜୀବନ

ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣାରେ ଗୁରୁତର ବୋହୂ ଆଖି ବୁଜିଛନ୍ତ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଏଣେ ପୁଅ ମୃତ୍ୟୁ ସହ ସଂଘର୍ଷ କରୁଥିବା କୁହାଯାଉଛି। କଟକ ୦୧-୧୨-୨୦୨୪ (ପିପିଏସ ) : ପୁଅ-ବୋହୂଙ୍କୁ

ରୋଷେୟା ନିଯୁକ୍ତିରେ ଅନିୟମିତତା।

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ। ୪ ଦିନ ହେଲା ଗଛମୂଳେ ଶିଶୁ, ଖାଉଛନ୍ତି ବିସ୍ଫୁଟ । ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ରୋଷେୟା ନିଯୁକ୍ତିରେ ଅନିୟମିତତା କୁ ନେଇ ମାଲକାନଗିରି ଜିଲ୍ଳା ମାଥିଲି ବ୍ଲକ ଚାଉଳମେନ୍ଦି ପଞ୍ଚାୟତ ପଦରସାହି ରେ ଉତ୍ତେଜନା । ୪

ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗ୍ ଠାବ, ସିଆଇଏସଏଫ୍ ଡଗ୍ ସ୍କ୍ବାଡର ତନାଘନା

ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଅଜଣା ବ୍ୟାଗ୍ ଦେଖିବାକୁ ମିଳିଛି। ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ସେଠାରେ ପହଞ୍ଚିଥିଲା  ସିଆଇଏସଏଫର ଡଗ୍ ସ୍କ୍ୱାଡ୍ । ସନ୍ଧାନୀ କୁକୁର ଏହାକୁ ଜଗିଥିବାବେଳେ ଏହା କାହାର ସେ ଏନେଇ

ସିରିଜ୍‌ ଦୁର୍ଘଟଣାରେ ୪ମୃତ, ୩ ଆହତ

ରାଇରଙ୍ଗପୁର/ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି। ଏହି ଜାତୀୟ ରାଜପଥର ପ୍ରାୟ ୧୫ କିମି ଭିତରେ ଆଜି ୩ଟି ଦୁର୍ଘଟଣା ଘଟିଛି, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ମୃତକମାନେ ହେଲେ

ରାସ୍ତାକଡ଼ ଘର ଭିତରକୁ ପଶିଗଲା କାର୍‌; ଶିଶୁ ସମେତ ୪ ଜଣ ଆହତ

ଯାତ୍ରାପାର୍ଟିର କଳାକାରଙ୍କ କାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘରକୁ ପଶିଯାଇଛି। ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ମୋଟ୍‌ ୪ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ସାମ୍ନା କରିଥିବାର ‌ତିନି ଜଣ ସୌଭାଗ୍ୟ ବଶତଃ ମୃତ୍ୟୁମୁଖରୁ ବର୍ତ୍ତି

ଆଳୁ ଗାଡ଼ିକୁ ଅଟକାଇଲେ ମମତା ସରକାର

ପୁଣିଥରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଆଳୁଗାଡ଼ିକୁ ଅଟକା ଯାଇଛି। ଯାଞ୍ଚ କରିବା ବାହାନାରେ ପଶ୍ଚିମବଙ୍ଗ ଅଧିକାରୀ ଆଳୁଗାଡ଼ିଗୁଡ଼ିକୁ ଅଟକାଇଛନ୍ତି। ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ଠାରୁ ପ୍ରାୟ ୨୫ କିଲୋମିଟର ଦୂର ବେଲଦାରେ ଓଡ଼ିଶାକୁ ଆସୁଥିବା ଆଳୁଗାଡ଼ିକୁ ଅଟକିଛି ଜଳେଶ୍ୱର/ଭୁବନେଶ୍ୱର

ଭୁବନେଶ୍ବରକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ

ଖଲିସ୍ତାନୀ ଆତଙ୍କବାଦୀ ପନ୍‌ନୁ ଧମକ ଦେଇଛନ୍ତି। ଭୁବନେଶ୍ବରରେ ଆୟୋଜିତ ହେବାକୁଥିବା ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ ମିଳିଛି। ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଧମକ ଦେଇଛନ୍ତି। ସମ୍ମିଳନୀ ପଣ୍ଡ କରିବାକୁ ଭିଡିଓ ବାର୍ତ୍ତାରେ ସେ ଧମକ ଦେଇଛନ୍ତି ଭୁବନେଶ୍ୱର

ବାଂଲାଦେଶୀ ନାବାଳିକା ଘଟଣା: ରାଜଧାନୀରୁ ତୃତୀୟ ଅଭିଯୁକ୍ତକୁ ଗିରଫ

ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ବାଂଲାଦେଶୀ ନାବାଳିକା ଘଟଣାରେ ରାଜଧାନୀରୁ ଆଉଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲା ଅବଦୁଲ ସୟଦ ସୁଲେମାନ। ତାର ଘର ଭୁବନେଶ୍ବରର ଝାରପଡ଼ା ଅଞ୍ଚଳରେ। ସେ ହିଁ ମୁଖ୍ୟତଃ ଏହି ରାକେଟକୁ ଚଳାଉଥିଲା। ତାଙ୍କ ଠାରୁ କିଂ ପିନ ଗୋପୀର କିଛି

ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୧୨ଟା ୨୫ ମିନିଟ୍ ଯାଏ ଗୃହ ମୁଲତବୀ ଘୋଷଣା

ଏକାଧିକ ପ୍ରସଙ୍ଗ ନେଇ ଆଜି ବିରୋଧୀ ବିଜେଡି ଏବଂ କଂଗ୍ରେସ ହଟ୍ଟଗୋଳ କରିଥିଲେ। ଅନାହର ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ୨୫ ମିନିଟ୍ ଯାଏ ମୁଲତବୀ ଘୋଷଣା କରିଛନ୍ତି।