Sign in
Sign in
Recover your password.
A password will be e-mailed to you.
Browsing Category
ଘଟଣା-ଦୁର୍ଘଟଣା
ଭଦ୍ରକରେ ଜାରି ରହିଛି ପ୍ରବଳ ବର୍ଷା; ଅକ୍ଟୋବର ୨୬ରେ ବନ୍ଦ ରହିବ ସମସ୍ତ ସ୍କୁଲ
ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି।
ବାତ୍ୟା ଗୁରୁବାର-ଶୁକ୍ରବାର ମଧ୍ୟ ରାତ୍ରୀରେ ଲ୍ୟାଣ୍ଡଫଲ କରିବା ପରେ ମଧ୍ୟ ଶୁକ୍ରବାର ଦିନସାରା ପ୍ରବଳ ବର୍ଷା ହୋଇଛି।
ଭଦ୍ରକ ଜିଲ୍ଲାରେ!-->!-->!-->!-->!-->!-->!-->…
ବିମାନ କମ୍ପାନି ପରେ ଏବେ ସିଆର୍ପିଏଫ୍ ସ୍କୁଲ୍ଗୁଡ଼ିକୁ ମିଳୁଛି ବୋମା ଧମକ
ଗତ କିଛି ଦିନ ମଧ୍ୟରେ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା କଥା ଆପଣ ଜାଣନ୍ତି।
ନିକଟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍ପିଏଫ୍ ବିଦ୍ୟାଳୟକୁ ବି ବୋମା ଧମକ ମିଳିଛି।
ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ଗତ କିଛି!-->!-->!-->!-->!-->!-->!-->…
ଡାକ୍ତରଙ୍କୁ ଚାହିଁଚାହିଁ ଫେରୁଛନ୍ତି ରୋଗୀ
ବାସନ୍ତୀ କଲୋନିର ଭୁବନାନନ୍ଦ ପ୍ରଧାନ। ଅସ୍ତ୍ରୋପଚାର ପାଇଁ ପରିବାର ଲୋକ ତାଙ୍କୁ ଇଏସ୍ଆଇ ମଡେଲ୍ ହସ୍ପିଟାଲରେ ଭର୍ତ୍ତି କଲେ। ଏମିତିକି ୨ ଘଣ୍ଟା ପୂର୍ବରୁ ତାଙ୍କୁ ଅସ୍ତ୍ରୋପଚାର ପୋଷାକ ମଧ୍ୟ ପିନ୍ଧାଇ ଦିଆଗଲା।
ରାଉରକେଲା/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ବାସନ୍ତୀ କଲୋନିର!-->!-->!-->!-->!-->…
ଖୁସି ଛଡ଼ାଇ ନେଲା ଦୋଳି
ମୃତ୍ୟୁ କାହାକୁ କେମିତି ଡାକେ ସେ ହିଁ ଭଲ ଭାବରେ ଜାଣିଥାଏ।
ଝୁଲୁଥିବା ବେଳେ ଖସିପଡ଼ି ନାବାଳିକାର ମୃତ୍ୟୁ
ସୋର/ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) : ମୃତ୍ୟୁ କେତେବେଳେ କାହାପାଇଁ କେମିତି ଆସିବ କେହି କହିପାରିବ ନାହିଁ। ଖୁସି ସମୟରେ ଅଚାନକ ଦୁଃଖ ମଧ୍ୟ ପହଞ୍ଚୁଛି। ଏଭଳି ଏକ!-->!-->!-->!-->!-->!-->!-->…
ଝାରପଡ଼ା ଜେଲ୍ରେ ପୁଣି କଏଦୀଙ୍କ ମୃତ୍ୟୁ: କ୍ୟାପିଟାଲ୍ ହସ୍ପିଟାଲ୍ରେ ଉତ୍ତେଜନା
ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତ ୯ବର୍ଷ ଭିତରେ ୧୧ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ଘଟଣାକୁ ନେଇ ପୁଣି ବିବାଦ ଭିତରକୁ ଆସିଛି ଏହି ଜେଲ୍। ଆଜି ହଠାତ୍ ମୃତ୍ୟୁର ଶିକାର ହୋଇଥିବା!-->…
ଦୁର୍ଗାପୂଜା ପାଇଁ ନିର୍ମିତ ତୋରଣ ଭୁଶୁଡ଼ିଲା
ଚାପି ହୋଇଗଲା କାର୍-ବାଇକ୍
ରାସ୍ତାକଡ଼ରେ ମଣ୍ଡପ ଓ ତୋରଣଗୁଡ଼ିକ ଅସଜଡ଼ା ହୋଇଥିବା ଦେଖିବାକୁ ମିଳୁଛି।
ପୂର୍ବରୁ ପୂଜା ମଣ୍ଡପ ସ୍ଥଳ ଓ ଏହାର ଆଖପାଖ ଯେମିତି ସଫାସୁଥୁରା ଥିଲା, ସେମିତି ନାହିଁ।
ତୋରଣ ଓ ମଣ୍ଡପଗୁଡ଼ିକରୁ ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଲିବା ପାଇଁ!-->!-->!-->!-->!-->!-->!-->!-->!-->…
ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂଙ୍କ ମଥାରୁ ଲିଭିଲା ସିନ୍ଦୁର
ଧୁମଧାମରେ ବିବାହ ପରେ ନବବଧୂଙ୍କୁ ନେଇ ଟ୍ରେନ ଯୋଗେ ଘରକୁ ଫେରୁଥିଲେ ବର।
ବାଟରେ ଦୁର୍ଘଟଣାରେ ସମ୍ମୁଖୀନ ହେଲେ ବର।
ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂଙ୍କ ମଥାରୁ ଲିଭିଲା ସିନ୍ଦୂର।
ନୂଆଦିଲ୍ଲୀ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ଉତ୍ତରପ୍ରଦେଶ ସିକରିରୁ ଏକ ଦୁଃଖଦ!-->!-->!-->!-->!-->!-->!-->!-->!-->…
ଆୟୁଷ ଡାକ୍ତରଙ୍କୁ ନିୟମିତ ଓ ଉଚିତ ପାରିଶ୍ରମିକ ଦାବି
ଏନ୍ଏଚ୍ଏମ୍ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପିଏଚ୍ସି-ସିଏଚ୍ସିରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି କରିଛି ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ।
ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଏନ୍ଏଚ୍ଏମ୍ ଅନ୍ତର୍ଗତ!-->!-->!-->!-->!-->…
ହାତୀ ଘଉଡ଼ାଇବା ହେଲା କାଳ
ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଟେକି କଚାଡ଼ି ଦେଲା ଦନ୍ତା
ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା, ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ
କେନ୍ଦୁଝର/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲିଫ୍ୟାଣ୍ଟ!-->!-->!-->!-->!-->!-->!-->…
ନାକେଦମ୍ କଲେ ନିଶାସକ୍ତ ମହିଳା
ସିଟ୍ ଛାଡ଼ି ଦୌଡ଼ିଲେ ଡାକ୍ତର
ଶବକୁ ଆଲିଙ୍ଗନ କଲେ
କାମୁଡ଼ାରେ ଘାଇଲା କନେଷ୍ଟବଳ
ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଦିନକୁ ଦିନ ରାଜଧାନୀରେ ନିଶାସକ୍ତ ମହିଳାଙ୍କ ଉତ୍ପାତ ପୁଲିସକୁ ନାକେଦମ୍ କରୁଛି। କଳ୍ପନା ଛକରୁ ଉଦ୍ଧାର ହୋଇଥିବା ଜଣେ ନିଶାସକ୍ତ ମହିଳାଙ୍କ ପାଇଁ!-->!-->!-->!-->!-->!-->!-->!-->!-->…