Sign in
Sign in
Recover your password.
A password will be e-mailed to you.
Browsing Category
ଘଟଣା-ଦୁର୍ଘଟଣା
ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ,
ଟିଟିଲାଗଡ଼, 3/4 ଟିଟିଲାଗଡ଼ ରେଳ ଜଙ୍କସନରୁ କେସିଙ୍ଗା ରେଳଧାରଣାର ସହରର ସିରଭଟା ରେଳବାଇ ଅଣ୍ଡରବ୍ରିଜ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସ୍ଥାନୀୟ ଜିଆରପି ପୁଲିସ ଉଦ୍ଧାର କରିଛି l ମୃତକ ସ୍ଥାନୀୟ ବ୍ଲକ ପଡାର କୃଷ୍ଣ ସାହୁଙ୍କ ପୁତ୍ର ସୁନିଲ ସାହୁ (45) ବୋଲି ଜଣାପଡିଛି l ମୃତ!-->…
ତାତିରେ ସିଝିଲା ଓଡ଼ିଶା: ବୌଦ୍ଧରେ ସର୍ବାଧିକ ୪୩.୬
ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି
ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) :!-->!-->!-->…
ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର
୧୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ!-->!-->!-->…
ବନ୍ଧା ହେଲେ ବାପା ଓ ଜେଜେମା
ଦ୍ୱିତୀୟ ବିବାହକୁ ବାରଣ କରିବାରୁ ଦୁଇ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କଲା ପିଶାଚ ବାପା
ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ବାପାର ଦ୍ୱିତୀୟ ବିବାହକୁ ବାରଣ କରିବାରୁ ନିଜର ଦୁଇ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ବାପା। ଆଉ ଏଥିରେ!-->!-->!-->…
ଗଠନ ହେବ ଅପେରା ସେନ୍ସର ବୋର୍ଡ
ଅପେରା ଶୋ’ରେ ଅଶ୍ଳୀଳତା ରୋକିବା ପାଇଁ ବିଧାନସଭା ସ୍ଥାୟୀ କମିଟି ଓଡ଼ିଶାରେ ଏକ ଅପେରା ସେନ୍ସର ବୋର୍ଡ ଗଠନ କରିବାକୁ ସୁପାରିଶ କରିଛି। ବୋର୍ଡ ନିଶ୍ଚିତ କରିବ ଯେ, ଅପେରା ପ୍ରଦର୍ଶନଗୁଡ଼ିକ ନିର୍ଦ୍ଦେଶାବଳୀ ଏବଂ ନିୟମାବଳୀ ପାଳନ କରିବ
ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ଅପେରା!-->!-->!-->…
ଦଶ ଦିନର ଶିଶୁକୁ ୬୦ ଚେଙ୍କ ମାମଲା
ଜେଜେମା କୋର୍ଟ ଚାଲାଣ ପରେ ଜେଲ ଗଲେ
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ଅଧିନସ୍ଥ ଫୁଣ୍ଡେଲପଡା ଗ୍ରାମର ଜଣେ ଦଶ ଦିନର ଶିଶୁ ଅସୁସ୍ଥ ହେବାରୁ ତାକୁ ଚିକିତ୍ସା ପରିବର୍ତ୍ତେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁ ଦେହରେ ୬୦ରୁ ଅଧିକ ଚେଙ୍କ ଦିଆ ଯାଇଥିଲା
!-->!-->!-->!-->!-->…
ଭଦ୍ରକ ଆଇନ ଶୃଙ୍ଖଳା ଚିନ୍ତା
ହୋଲିରେ ଡ୍ୟୁଟିରେ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
ଭଦ୍ରକ/ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ସମ୍ଭାବ୍ୟ ଆଇନ ଶୃଙ୍ଖଳା ସମସ୍ୟା ଆଶଙ୍କା କରି, ଭଦ୍ରକ ଜିଲ୍ଲା ପ୍ରଶାସନ ଦୋଳ ଏବଂ ହୋଲି ପର୍ବ ସମୟରେ ଜିଲ୍ଲା ଏବଂ ପ୍ରଶାସନିକ ସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ କରିଛି।ଜିଲ୍ଲାପାଳ!-->!-->!-->…
କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ: ବନ୍ଧା ହେଲେ ୪ ଅଭିଯୁକ୍ତ
କଟକ ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ୍ ବି ଜବତ କରାଯାଇଛି। ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ।
କଟକ ୧୩-୦୩-୨୦୨୫ (ପିପିଏସ ) : କଟକ!-->!-->!-->…
ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କଲା: ଚଳିତ ବର୍ଷ ପାଇଁ ପ୍ରଥମ ଥର
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ, ୨୦୨୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଛି। ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍ ଛଇଁଛି
ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ଚଳିତ ବର୍ଷ ୨୦୨୫ ମସିହାରେ ପ୍ରଥମ!-->!-->!-->…
ବଢ଼ିଲା ଖୋର୍ଦ୍ଧା ସବ୍ରେଜିଷ୍ଟ୍ରାରଙ୍କ ଅଡ଼ୁଆ
୩ ଦିନ ଭିତରେ ପକ୍ଷ ରଖିବାକୁ ନିର୍ଦ୍ଦେଶ, ଖିଲାପ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ପାର୍ଟପ୍ଲଟ୍ ବା ଆଂଶିକ ଜମି ପଞ୍ଜୀକରଣକୁ ନେଇ ଖୋର୍ଦ୍ଧା ସବ୍ରେଜିଷ୍ଟ୍ରାରଙ୍କ ଅଡ଼ୁଆ ବଢ଼ିଛି। କଟକଣା ବେଳେ ବେଆଇନ ଭାବରେ କିଣାବିକା ଅନୁମତି ଦେଇଥିବାରୁ ପୂର୍ବରୁ ଏଡିଏମ୍ ରିପୋର୍ଟ ତଲବ!-->!-->!-->…