Sign in
Sign in
Recover your password.
A password will be e-mailed to you.
Browsing Category
କୃଷି
ଜଗତସିଂହପୁର ରେ କଞ୍ଚା ପରିବା ଆକାଶ ଛୁଆଁ।
ଜଗତ ସିଂହପୁର,୧୭-୧୦-୨୦୨୪ (ପିପିଏସ) : ଉପକୂଳ ଅଞ୍ଚଳର ଏହି ଜିଲ୍ଲା ଟି ଏକ କୃଷି ଭିତ୍ତିକ ଜିଲ୍ଲା ।ଆବଶ୍ୟକତା ଅନୁଯାୟୀ କଞ୍ଚା ପରିବା ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭର ଶିଳ ହୋଇଥିଲେ ମଧ୍ୟ ସାମୟିକ ଭାବରେ ବାହାର ରାଜ୍ୟରୁ ଆମଦାନୀ କରିଥାଏ।ମୁଖ୍ୟତଃ ଆଳୁ କଖାରୁ ବାହାର ବଜାରରୁ!-->!-->!-->…
କଂପାନି ଗିଳୁଛି ଚାଷ ଜମି, ପ୍ରଶାସନ ନିରବ !
କିସମ ପରିବର୍ତ୍ତନ ନକରି କେମିତି ହେଲା ଶିଳ୍ପ ? ସରକାରଙ୍କୁ ରାଜସ୍ବ ଫାଙ୍କିବାକୁ ହୋଇନି ତ ହୀନ ଉଦ୍ୟମ ? ପ୍ରଶାସନ ଓ କଂପାନି ଭିତରେ ନାହିଁ ତ ମଧୁଚନ୍ଦ୍ରିକା ? କଟକ-ପାରାଦୀପ ରାଜପଥ କଡରେ ଥିବା ରାଜସ୍ବ ଅଧିକାରୀଙ୍କ ଅଫିସ ପଛପଟେ ଏତେ ବଡ଼ ଶିଳ୍ପ ଛିଡ଼ା ହୋଇଥିଲେ ବି ପ୍ରଶାସନ!-->!-->!-->!-->!-->…
ଗଜପତିରେ ଅଭାବୀ ବର୍ଷା : ଚିନ୍ତାରେ ରହିଛନ୍ତି ଚାଷୀ
ପାରଳାଖେମୁଣ୍ଡି,ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ ଅଳ୍ପ ଅଳ୍ପ ଧାନ ଛାଡୁଛି। ଏହି ସମୟରେ ବହୁ ପରିମାଣର ପାଣିର ଆବଶ୍ୟକତା ରହିଛି । ହେଲେ ବର୍ଷା ଅଭାବ ଯୋଗୁ!-->!-->!-->…
ଅଭାବୀ ବିକ୍ରିର ଶିକାର ଅଦା ଚାଷୀ
ସରକାର କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା ମାଣ୍ଡିଆ କିମ୍ବା କଫି ଭଳି ଅଦାକୁ ପ୍ରୋସାହନ ମିଳୁ ନାହିଁ । ଫଳରେ ଚାଷୀ ଯେଉଁ ଆଗ୍ରହରେ ଅଦାଚାଷ କରୁଛନ୍ତି ସେହି ହିସାବରେ ନିଜର ପ୍ରାପ୍ୟ ପାଉନାହାନ୍ତି
କୋରାପୁଟ/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ସରକାର କୋରାପୁଟ ଜିଲ୍ଲାରେ ଅମଳ!-->!-->!-->…
ଘୁଷୁରୀ ଓ ମଣିଷର ବାସସ୍ଥାନ ଗୋଟିଏ
ଆଦିମ ଜନଜାତି ବଣ୍ଡା, ଦିଦାୟୀ, କୋୟା, କନ୍ଧ, ଦୁରୁଆ, ପରଜା, ଗାଦବା ଭଳି ବହୁ ଆଦିବାସୀ ସଂପ୍ରଦାୟର ଲୋକେ କାହିଁ କେଉଁ କାଳରୁ ଏଠାରେ ବସବାସ କରିଆସୁଛନ୍ତି। ଏମାନଙ୍କର ୧୨ ମାସରେ ୧୩ ପର୍ବ ପାଳନ କରନ୍ତି।
ମାଲକାନଗିରି/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଆଦିବାସୀ ଅଧ୍ୟୁଷିତ!-->!-->!-->…
ସେଞ୍ଚୁରି ମାରିଲା ଟମାଟୋ:ହନ୍ତସନ୍ତ ଖାଉଟି
ଟମାଟୋ ଦର ସେଞ୍ଚୁରି ମାରିଛି। ଚାରି ପାଞ୍ଚ ଦିନ ତଳେ ଏହା କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ହଠାତ୍ ଏହା ୧୦୦ ଟଙ୍କାରେ ପହଞ୍ଚିଛି। ଦେଶରେ ବର୍ଷା ଯୋଗୁଁ ଟମାଟୋ ଯୋଗାଣ ଓଡ଼ିଶାକୁ ବାଧାପ୍ରାପ୍ତ ହୋଇଛି।
୧୦୦୦ ଟଙ୍କାରେ ବ୍ୟାଗ୍ ଭର୍ତ୍ତି ହେଉନି
ଭୁବନେଶ୍ୱର,!-->!-->!-->!-->!-->!-->!-->…
ପରିବା ମାର୍କେଟରେ ନିଆଁ
ତାଳଚେର/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଏବେ ଓଡ଼ିଶା କାହିଁକି ବିଭିନ୍ନ ରାଜ୍ୟରେ ପରିବା ଦର ଆକାଶ ଛୁଆଁ , ସତେ ଯେମିତି ପରିବା ସ୍ଵର୍ଗରୁ ଚାଷ ହୋଇ ଆସୁଛି , ପରିବା କଳାବଜାରୀ ଏତେ ବଢ଼ିଛି ଯାହାକୁ ଛୁଇଁବ ୫୦,୬୦, ଟମାଟୋ କେଜି ୧୦୦ , ବାଇଗଣ କେଜି ୬୦, ଆଳୁରେ ମାତ୍ର ୧୦ ଟଙ୍କା!-->…
ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି: ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୦୯-୨୦୨୪ (ପିପିଏସ): ଗଣପର୍ବ “ନୂଆଁଖାଇ” ସାରା ଦେଶରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛି। ଗାଁରୁ ସହର, ରାଜ୍ୟରୁ ଦେଶ ତଥା ବିଦେଶରେ ମଧ୍ୟ ଓଡ଼ିଆମାନେ ଉତ୍ସାହ ଉଦ୍ଦୀପନାରେ ଏହି ପର୍ବ ସହ ଯୋଡିହେବା ଖୁସିର ବିଷୟ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଜୁହାର୍!-->…
ରିହାତି ଦରରେ ପିଆଜ ବିକ୍ରି
ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ପିଆଜ ଦର ବୃଦ୍ଧି ଯୋଗୁ ଅସୁବିଧାରେ ପଡ଼ିଥିବା ଜନସାଧାରଣଙ୍କୁ ଶନିବାର ଦିନ ବ୍ୟାପାର ମନ୍ତ୍ରଣାଳୟ କିଛି ଆଶ୍ବସ୍ତି ପ୍ରଦାନ କରିଛି। ସେପ୍ଟେମ୍ବର ୫ରୁ ସରକାର ସବସିଡିଯୁକ୍ତ ପିଆଜ ବିକ୍ରୟ ପାଇଁ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ଖବର ଆସୁଛି!-->…
ହଜିବାକୁ ବସିଲାଣି କାଙ୍ଗୁଚାଷ।
କୋରାପୁଟ ଜିଲ୍ଲାରେ ୭୪ହଜାର ହେକ୍ଟର ଜମିରେ ମାଣ୍ଡିଆ ଓ ସୁଆଁ, କାଙ୍ଗୁ, ବାଜରା, ଖେଦଜନା ଚାଷ ହେଉଛି।
ଏଥିରୁ ୫୫ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଥିବା ବେଳେ ୧୫ହଜାର ହେକ୍ଟରରେ ସୁଆଁ, ବଳକା ଜମିରେ କାଙ୍ଗୁ, ବାଜରା, ଖେଦଜନା ଆଦି ଚାଷ ହେଉଥିବା କୃଷି ବିଭାଗରୁ ସୂଚନା ମିଳିଛି।
!-->!-->!-->!-->…