Sign in
Sign in
Recover your password.
A password will be e-mailed to you.
Browsing Category
କଥା ସେ’କାଳର
ଶ୍ରୀନଅରରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ସମ୍ପନ୍ନ
ବୁଧବାର ପୁଷ୍ୟା ନକ୍ଷତ୍ର ତିଥିରେ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀନଅରରେ ଇଷ୍ଟଦେବୀ କନକଦୁର୍ଗାଙ୍କ ପାଖରେ ପୂଜାର୍ଚ୍ଚନା ପରେ ଗଜପତିଙ୍କ ଅଭିଷେକ ହୋଇଛି
ପୁରୀ/ଭୁବନେଶ୍ୱର!-->!-->!-->…
ମହାପ୍ରସାଦ ନାଁରେ ଖଜା ବିକିପାରିବେନି:ଅରବିନ୍ଦ ପାଢ଼ୀ
ପୁରୀ/ଭୁବନେଶ୍ୱର ୦୪-୦୧-୨୦୨୫ (ପିପିଏସ) : ଏଣିକି ବ୍ୟବସାୟୀମାନେ ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକିଲେ ସଂପୃକ୍ତ ବ୍ୟବସାୟୀମାନେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ!-->…
ବରଗଡରେ ମହାରାଜା କଂସଙ୍କ ରାଜୁତି ଆରମ୍ଭ
ବରଗଡ଼/ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ହାଟପଦାସ୍ଥିତ ରାଜଦରବାରରେ ଉଦ୍ଘାଟନ ହୋଇଛି। ଏଥି ସହିତ ୧୧ ଦିନ ଚାଲିବାକୁ ଥିବା ଧନୁଯାତ୍ରାରେ ମହାରାଜ!-->…
୩୮ ତମ ସ୍ୱଧୀନତାସଂଗ୍ରାମୀ ଦିବସ ମାହୋତ୍ସବ
'ସ୍ୱଧୀନତାସଂଗ୍ରାମକୁ ଦିଶା ଦେଖାଉଥିଲେ ମହତାବ '
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ବଢ଼ିଲା ସ୍ୱାଧୀନତା ସଂଗ୍ରାମୀଙ୍କ ମାସିକ ପେନସନ
ଜରୁରୀ ପରିସ୍ଥିତିରେ ମିସା ବନ୍ଦୀଙ୍କୁ ମାସିକ ୨୦ ହଜାର ଟଙ୍କା ଭତ୍ତା
ମା' ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀକୁ ସରକାର ପାଳିବେ
!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ୧୦ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର
ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀମାନଙ୍କର ପେନସନକୁ ୧୦ହଜାରରୁ ୨୦ ହଜାର ଟଙ୍କାକୁ!-->…
ବରଗଡ଼ ଧନୁଯାତ୍ରା
ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ
ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ଲାଗି ରାଜ୍ୟ ସରକାର ଅନୁଦାନ ରାଶି ବଢ଼ାଇଛନ୍ତି
ପୂର୍ବରୁ ଏହି ଯାତ୍ରା ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳୁଥିବା ବେଳେ ଏଥର ଏହାକୁ ବଢ଼ାଇ ୧ କୋଟିକୁ କରିଛନ୍ତି
ବରଗଡ଼/ଭୁବନେଶ୍ୱର!-->!-->!-->!-->!-->!-->!-->!-->!-->!-->!-->…
ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି
ରାଜ୍ୟର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାର ସଦସ୍ୟ ଏହି ମହୋତ୍ସବରେ ଯୋଗ ଦେବା ପାଇଁ ସାଂସଦ ଶ୍ରୀ ମହତାବ ଅନୁରୋଧ କରିଛନ୍ତି
ଜାନୁଆରୀ ୨ରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ
ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଯୋଗ ଦେବେ ମୁଖ୍ୟମନ୍ତ୍ରୀଙ୍କ!-->!-->!-->!-->!-->!-->!-->!-->!-->!-->…
ରେଳ ଷ୍ଟେସନ୍ରେ ଶୁଖିଲା ମହାପ୍ରସାଦ ବିକ୍ରି ପ୍ରସଙ୍ଗ
ସାଂସଦଙ୍କ ପ୍ରସ୍ତାବକୁ ସେବାୟତଙ୍କ ବିରୋଧ
ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନ୍ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ପାଇଁ ଗତକାଲି ସଂସଦରେ ପ୍ରସ୍ତାବ ରଖିଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର। ଏହାକୁ ବିରୋଧ କରିଛନ୍ତି ସେବାୟତ। ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ବି ସାଂସଦଙ୍କ ଏହି!-->!-->!-->…
ପଠାଣି ସାମନ୍ତଙ୍କ ଜନ୍ମସ୍ଥାନରେ ହେବ ପ୍ଲାନେଟାରିୟମ
ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରୟ ବଡ଼ ଘୋଷଣା କରିଛନ୍ତି। ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ।
ଭୁବନେଶ୍ୱର!-->!-->!-->…
ଚିଲିକାକୁ ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ
ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସପିଆ, ନଳବଣ, ମଧୁରଚୁଆ, ସମଲନାସୀ,!-->…