Browsing Category

ଅନ୍ତର୍ଜାତୀୟ

ତିନିଦିନିଆ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ; କରିବେ ରୋଡ୍ ସୋ’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୮ ତାରିଖରୁ ବିଦେଶ ଗସ୍ତ କରିବେ। ଏହି ଗସ୍ତକାଳରେ ସେ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ରହିବେ। ସେଠାରେ ଶ୍ରୀ ମାଝୀ ମେକ୍‌ ଇନ୍‌ ଓଡ଼ିଶା, ଉତ୍କର୍ଷ ଓଡ଼ିଶା-୨୦୨୫ ପାଇଁ ରୋଡ୍‌ ସୋ’ କରିବେ। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) :

ଇସ୍ରାଏଲ-ଆମେରିକାକୁ ଇରାନର ଖୋଲା ଧମକ

ଇସ୍ରାଏଲ୍ ଏବଂ ଇରାନ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି। ଏହାଯୋଗୁ ଉଭୟ ପକ୍ଷର ଯେକୌଣସି ଆକ୍ରମଣ ପଶ୍ଚିମ ଏସିଆକୁ ଏକ ବଡ଼ଯୁଦ୍ଧ ମୁହଁକୁ ଠେଲି ଦେଇପାରେ ବୋଲି ଭୟ ରହିଛି। ଗାଜା ଷ୍ଟ୍ରିପ ଏବଂ ଲେବାନନରେ ଏକ ଯୁଦ୍ଧ ଚାଲିଛି। ଇସ୍ରାଏଲର ଆକ୍ରମଣ ଦ୍ବାରା ଉଭୟ ସ୍ଥାନରେ ଧ୍ୱଂସସ୍ତୁପ

ନୂଆ ବିବାଦ ଛିଡ଼ାକଲା ଇସ୍କନ୍‌

ସ୍ନାନଯାତ୍ରା ବାତିଲ, ରଥଯାତ୍ରା ପାଇଁ ପ୍ରସ୍ତୁତି! ଅଦିନିଆ ରଥଯାତ୍ରାକୁ ସବୁ ମହଲରୁ ଦୃଢ଼ ବିରୋଧ କରାଯିବା ପରେ ନଭେମ୍ବର ୩ରେ ଆମେରିକାର ହଷ୍ଟନ୍‌ଠାରେ ଆୟୋଜିତ ହେବାକୁ ଥିବା ସ୍ନାନଯାତ୍ରାକୁ ଇସ୍କନ୍‌ ବାଦ୍‌ ଦେଇଛି। ଏମିତିକି ନିଜ ସାମାଜିକ ଗଣମାଧ୍ୟମରେ ସ୍ନାନଯାତ୍ରା

ପୁଣି ମହଙ୍ଗା ମାଡ଼: ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଉପଭୋକ୍ତାଙ୍କ ଉପରେ ଗୋଟିଏ ପରେ‌ ଗୋଟିଏ ମହଙ୍ଗା ମାଡ଼ ଜାରି ରହିଛି। ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି। ଦୀପାବଳି ଉତ୍ସବରେ ବୁଡି ରହିଥିବା ଲୋକଙ୍କୁ ପୁଣି ଥରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେବାକୁ ପଡ଼ିବ।  ୧ ନଭେମ୍ବରଠାରୁ ନୂତନ ଦର

ୟୁରୋପ ପାଇଁ ଇନ୍ଧନ ଯୋଗାଣରେ ଆଗୁଆ ଭାରତ

ଇନ୍ଧନ ଯୋଗାଣ ମାମଲାରେ ଭାରତ ୟୁରୋପର ଏକ ପ୍ରମୁଖ ଯୋଗାଣକାରୀ ପାଲଟିଛି। କରୋନା ମହାମାରୀ ସମୟରେ ୟୁରୋପର ତୈଳ ବିଶୋଧନାଗାର ବନ୍ଦ ହେବା ଏବଂ ପରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଭାରତକୁ ଇନ୍ଧନ ଯୋଗାଣ ପାଇଁ ଏକ ସୁଯୋଗ ଦେଇଥିଲା। ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଇନ୍ଧନ

ସୁପର ପୱାରଙ୍କ ବନ୍ଧୁତା

ଯୁଦ୍ଧ ନୁହେଁ, ଶାନ୍ତି ଆଲୋଚନା ଜରୁରୀ : ବ୍ରିକ୍ସ ପ୍ଲାଟଫର୍ମରୁ ଚୀନ୍ ସମେତ ସମଗ୍ର ବିଶ୍ୱକୁ ପରାମର୍ଶ ଦେଲେ ମୋଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସରେ ଆତଙ୍କବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିବାବେଳେ ବିସ୍ତାରବାଦ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ରୁଷିଆ ସହିତ

ବିମାନ କମ୍ପାନି ପରେ ଏବେ ସିଆର୍‌ପିଏଫ୍‌ ସ୍କୁଲ୍‌ଗୁଡ଼ିକୁ ମିଳୁଛି ବୋମା ଧମକ

ଗତ କିଛି ଦିନ ମଧ୍ୟରେ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା କଥା ଆପଣ ଜାଣନ୍ତି। ନିକଟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍‌ପିଏଫ୍‌ ବିଦ୍ୟାଳୟକୁ ‌ବି ବୋମା ଧମକ ମିଳିଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ଗତ କିଛି

ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ଘଟଣାର ଖୋଳତାଡ଼

ପାରାଦୀପ ସମୁଦ୍ରପଥ ଦେଇ ବଢ଼ୁଛି ଚୋରା ନିଶା କାରବାର। ଗତକାଲି ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ପରେ ଏହି ସନ୍ଦେହ ବଢ଼ିବାରେ ଲାଗିଛି। କେତେକ ନିର୍ଦ୍ଦିଷ୍ଟ ଅଣ ପଞ୍ଜୀକୃତ ମାଛଧରା ଡଙ୍ଗାରେ ଏ ସବୁ କାରବାର ଚାଲିଥିବା କୁହାଯାଉଛି। ଜଗତସିଂହପୁର/ଭୁବନେଶ୍ୱର,

ତେଲ ୧୦୦ ଡଲାର ଛୁଇଁବ!

ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ମଧ୍ୟପ୍ରାଚ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଛି। ଇରାନରେ ଏଥିପାଇଁ ତୈଳ ଉତ୍ପାଦନ ପ୍ରଭାବିତ ହେବା ସମ୍ଭାବନା ରହିଛି। ଯଦି ଏହା ହୁଏ ତା’ହେଲେ ଆଗାମୀ ଦିନରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ସମ୍ଭାବନା ରହିଛି ବୋଲି ଏକ

୩ ମାସରେ ଥରେ ବଦଳିବ ପେଟ୍ରୋଲ୍‌ ଦର!

ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରତି ୩ ମାସରେ ଥରେ ପେଟ୍ରୋଲ, ଡିଜେଲ ଦର ସମୀକ୍ଷା କରାଯିବ। ନୂଆଦିଲ୍ଲୀ/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ