Sign in
Sign in
Recover your password.
A password will be e-mailed to you.
Browsing Category
ଅନ୍ତର୍ଜାତୀୟ
ଧମକପୂର୍ଣ୍ଣ ଇ-ମେଲ ମାମଲା: ଗୁଗୁଲକୁ ଚିଠି ଲେଖିଲେ କ୍ରାଇମବ୍ରାଞ୍ଚ ଏସଟିଏଫ୍
ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ ଘଟଣାରେ ଗୁଗୁଲକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚିଠି ଲେଖିଛନ୍ତି। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଇ-ମେଲରୁ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି
ଭୁବନେଶ୍ୱର ୦୨-୧୨-୨୦୨୪(ପିପିଏସ) :!-->!-->!-->…
ପୁରୀ ସମୁଦ୍ରରେ ପରାକ୍ରମ ଅଭ୍ୟାସ: ଯୁଦ୍ଧାଭ୍ୟାସରେ ୧୪ ହେଲିକପ୍ଟର୍, ୧୨ ଯୁଦ୍ଧପୋତ
ଆଉ ୫ ଦିନର ଅପେକ୍ଷା। ଡିସେମ୍ବର ୪ ତାରିଖ ସୋମବାର ଅପରାହ୍ଣରେ ପାଳିତ ହେବ ନୌସେନା ଦିବସ। ରାଷ୍ଟ୍ରପତିଙ୍କ ଆଗରେ ଯୁଦ୍ଧ କୌଶଳ ଦେଖାଇବେ ନୌବାହିନୀର ଦୁର୍ଦ୍ଦଷ କମାଣ୍ଡୋ ମାର୍କୋସ୍।
ପୁରୀ,୦୧-୧୨-୨୦୨୪ (ପିପିଏସ ) : ଆଉ ୫ ଦିନର ଅପେକ୍ଷା। ଡିସେମ୍ବର ୪ ତାରିଖ ସୋମବାର ଅପରାହ୍ଣରେ!-->!-->!-->…
ପନ୍ନୁ ଡର… ରାତି ସାରା ଧରପଗଡ଼
ଡିଜିପି ସମ୍ମିଳନୀ ସମୟରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକକୁ ଆଖିଆଗରେ ରଖି ଆଜି ସହରରେ ରାତିଅଧିଆ ଯାଞ୍ଚକୁ ଅତି କଡ଼ାକଡ଼ି କରାଯାଇଛି। ରାଜଧାନୀର ୨୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ କଡ଼ା ଚେକିଂ ହେଉଛି।
ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଡିଜିପି ସମ୍ମିଳନୀ!-->!-->!-->…
ନୂଆବର୍ଷରେ ପରମାଣୁ ପରୀକ୍ଷା କରିବ ଇରାନ!: ୱାଶିଂଟନରୁ ପ୍ୟାରିସ ପର୍ଯ୍ୟନ୍ତ ଆତଙ୍କ
ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପାଇଁ ଦେଢ଼ ମାସ ବାକି ଅଛି। କିନ୍ତୁ ଏହାପୂର୍ବରୁ ଇରାନରୁ ଏଭଳି ଖବର ଆସିଛି, ଯାହାକୁ ନେଇ ୱାଶିଂଟନରୁ ପ୍ୟାରିସ ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଇରାନ ଆଣବିକ ପରୀକ୍ଷା କରିବାକୁ ଚାହୁଁଛି
!-->!-->!-->…
ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗ୍ ଠାବ, ସିଆଇଏସଏଫ୍ ଡଗ୍ ସ୍କ୍ବାଡର ତନାଘନା
ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଅଜଣା ବ୍ୟାଗ୍ ଦେଖିବାକୁ ମିଳିଛି। ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ସେଠାରେ ପହଞ୍ଚିଥିଲା ସିଆଇଏସଏଫର ଡଗ୍ ସ୍କ୍ୱାଡ୍ । ସନ୍ଧାନୀ କୁକୁର ଏହାକୁ ଜଗିଥିବାବେଳେ ଏହା କାହାର ସେ ଏନେଇ!-->…
ଭୁବନେଶ୍ବରକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ
ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଧମକ ଦେଇଛନ୍ତି।
ଭୁବନେଶ୍ବରରେ ଆୟୋଜିତ ହେବାକୁଥିବା ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ ମିଳିଛି।
ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଧମକ ଦେଇଛନ୍ତି। ସମ୍ମିଳନୀ ପଣ୍ଡ କରିବାକୁ ଭିଡିଓ ବାର୍ତ୍ତାରେ ସେ ଧମକ ଦେଇଛନ୍ତି
ଭୁବନେଶ୍ୱର!-->!-->!-->!-->!-->!-->!-->…
ବାଲିଯାତ୍ରାକୁ ଆନ୍ତର୍ଜାତିକ ମାନ୍ୟତା ପାଇଁ ପ୍ରୟାସ
ଏଥର ବାଲିଯାତ୍ରା ଖର୍ଚ୍ଚ ପାଖାପାଖି ୧୦କୋଟି, ଆୟ ୧୧ କୋଟି
କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ନୂଆ ଯୋଜନା ଆରମ୍ଭ ହୋଇଛି।
ଏଣିକି ବର୍ଷ ତମାମ ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଥିବା ବଡ଼ ବଡ଼ ମେଳା ମହୋତ୍ସବରେ!-->!-->!-->!-->!-->!-->!-->…
ବାଂଲାଦେଶୀ ନାବାଳିକା ଘଟଣା: ରାଜଧାନୀରୁ ତୃତୀୟ ଅଭିଯୁକ୍ତକୁ ଗିରଫ
ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ବାଂଲାଦେଶୀ ନାବାଳିକା ଘଟଣାରେ ରାଜଧାନୀରୁ ଆଉଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲା ଅବଦୁଲ ସୟଦ ସୁଲେମାନ। ତାର ଘର ଭୁବନେଶ୍ବରର ଝାରପଡ଼ା ଅଞ୍ଚଳରେ। ସେ ହିଁ ମୁଖ୍ୟତଃ ଏହି ରାକେଟକୁ ଚଳାଉଥିଲା। ତାଙ୍କ ଠାରୁ କିଂ ପିନ ଗୋପୀର କିଛି!-->…
କଟକରୁ ନାବାଳିକା ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା, ସଜାଗ ପୁଲିସ
କଟକ/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକା ଓ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାକୁ ନେଇ କମିସନରେଟ୍ ପୁଲିସ ସଜାଗ ଅଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର। ଏଣେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି ଯେ!-->…
ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲାରେ ମହିଳା ସମେତ ୨ ଜଣ ଅଟକ
କଟକ ସହରରୁ ବାଲାଂଦେଶୀ ନାବାଳିକା ଉଦ୍ଧାର ମାମଲାରେ ପୁଲିସ ଆକ୍ସନ ମୁଡ଼ରେ ରହିଛି। ନାବାଳିକାକୁ ଉଦ୍ଧାର ପରେ ଏହି ଘଟଣା ସହିତ ସଂପୃକ୍ତି ରଖିଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମତେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
କଟକ,୨୪-୧୧-୨୦୨୪ (ପିପିଏସ) : ଜଣେ ବାଂଲାଦେଶୀ!-->!-->!-->!-->!-->…