Sign in
Sign in
Recover your password.
A password will be e-mailed to you.
Browsing Category
ଶିକ୍ଷା
ସରକାରୀ ଚାକିରି ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି, ସରକାରୀ ଚାକିରୀକୁ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ। ସ୍ୱଛତା ସହ କାମ କରନ୍ତୁ
ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) :!-->!-->!-->…
ଓଏସଏସଟିଇଟି-୨୦୨୪: ଜାନୁଆରୀ ୧୭ରେ ପରୀକ୍ଷା
ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ୨୦୨୪ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ୧୭ ଜାନୁୟାରୀ ୨୦୨୫ରେ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ
ଭୁବନେଶ୍ୱର ୦୭-୧୨-୨୦୨୪(ପିପିଏସ) : ଓଡ଼ିଶା ମାଧ୍ୟମିକ!-->!-->!-->…
ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାରେ ୮ଟି ଏବଂ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର ପ୍ରଦାନ!-->…
୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୧୨-୨୦୨୪(ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି କେନ୍ଦ୍ରୀୟ ବିଦ୍ୟାଳୟ ଯୋଜନା ଅଧୀନରେ ୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଏବଂ ବର୍ତ୍ତମାନର କେଭି ଶିବମୋଗାର!-->…
ଏଏସଓ ଚାକିରି ବିକ୍ରି କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ
ବିଧାନସଭାରେ ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ବିଧାନସଭାରେ ଆଗତ ହୋଇଛି । ଏହି ବିଲକୁ ବିଧାନସଭାରେ ଆଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରଙ୍କ ଦୋଷତ୍ରୁଟି ଉଲ୍ଲେଖ କରିଛନ୍ତି। ପୂର୍ବ ସରକାରଙ୍କ ଅମଳରେ ଏଏସଓ ଚାକିରି ୨୫-୩୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା
ଭୁବନେଶ୍ୱର!-->!-->!-->…
ବିଜ୍ଞାନଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ ଛାତ୍ରିଛାତ୍ରଙ୍କ ଧାରଣା ୨ ଦିନ ବିତିଲା
ସ୍କୁଲ ଅଫିସରେ ତାଲା। ମଧ୍ୟାହ୍ନ ଭୋଜନ ବନ୍ଦ। ଜଏନ ନକରି ପାରି ଫେରିଲେ ଶିକ୍ଷୟତ୍ରୀ।
ରଘୁନାଥପୁର/ଜଗତସିଂହପୁର ୦୪-୧୨-୨୦୨୪(ପିପିଏସ ) : ରଘୁନାଥପୁର ବ୍ଲକ ତଅଁରା ପଞ୍ଚାୟତ ରାମଚନ୍ଦ୍ରପୁର ସ୍ଥିତ ଚର୍ଚ୍ଚିକାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଦଳି କରାଯାଇଥିବା ବିଜ୍ଞାନ ଶିକ୍ଷକଙ୍କୁ!-->!-->!-->…
ରୋଷେୟା ନିଯୁକ୍ତିରେ ଅନିୟମିତତା।
ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ।
୪ ଦିନ ହେଲା ଗଛମୂଳେ ଶିଶୁ, ଖାଉଛନ୍ତି ବିସ୍ଫୁଟ ।
ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ରୋଷେୟା ନିଯୁକ୍ତିରେ ଅନିୟମିତତା କୁ ନେଇ ମାଲକାନଗିରି ଜିଲ୍ଳା ମାଥିଲି ବ୍ଲକ ଚାଉଳମେନ୍ଦି ପଞ୍ଚାୟତ ପଦରସାହି ରେ ଉତ୍ତେଜନା । ୪!-->!-->!-->!-->!-->!-->!-->…
କଲେଜ ରେ ତାଲା ପକାଇଲେ ଠିକାଦାର !
ଜଗତସିଂହପୁର ୩୦-୧୧-୨୦୨୪ (ପିପିଏସ ) : ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଜଗତ ସିଂହପୁର ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ତାଲା ପଡ଼ିବା ଘଟଣା ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଥିବା ଚର୍ଚ୍ଚା ଜୋର ଧରିଛି।ଘଟଣାରୁ ଜଣା ପଡ଼ିଛି ଯେ କଜେଜରେ କ୍ରୀଡା ନିମନ୍ତେ ଉଦ୍ଦିଷ୍ଟ ଘର ର!-->…
ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର
ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର। ଏବେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୭ ଟଙ୍କା ୬୪ ପଇସାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲିଠାରୁ ଏହି ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ!-->…
ଶିକ୍ଷକ ନିଯୁକ୍ତି ନେଇ ଅଭିନବ ପ୍ରତିବାଦ: ରାସ୍ତାରେ ପଢ଼ିଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର ବ୍ଲକ ଅଧୀନ ଲିଙ୍ଗିପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍ରେ ଅନ୍ୟତ୍ର ପଠାଯିବାକୁ କେନ୍ଦ୍ର କରି ଅଭାବନୀୟ ପରିସ୍ଥିତି ଦେଖାଦେଇଛି।
ଭୁବନେଶ୍ୱର ୨୬-୧୧-୨୦୨୪!-->!-->!-->…