Browsing Category

ପ୍ରମୁଖ ଖବର

ସରକାରୀ ପ୍ରେସର ୫ବର୍ଷର ଆୟ ସୂଚନା

ଗୋପନୀୟତା ଓ ଆର୍ଥିକ ଦୃଷ୍ଟିରୁ ବିଚାର କରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର, ସରକାରୀ ପ୍ରେସରେ ଛପାଇବା ଲାଗି ଅପାତତଃ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ପ୍ରଦାନ

ଓଡ଼ିଶାରେ ସୁନା ଖଣି, ଗୋଟିଏ ବ୍ଲକ ନିଲାମ ହେବ: ମନ୍ତ୍ରୀ

ଓଡ଼ିଶାର ଦୁଇଟି ଜିଲ୍ଲାରେ ସୁନା ଭଣ୍ଡାର ମିଳିଛି ଏବଂ ସେଥିମଧ୍ୟରୁ ଗୋଟିଏ ଖଣିଜ ବ୍ଲକକୁ କେନ୍ଦ୍ର ସରକାର ନିଲାମ କରିବେ ବୋଲି ଗୁରୁବାର ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି ଭୁବନେଶ୍ୱର: ଓଡ଼ିଶାର ଦୁଇଟି ଜିଲ୍ଲାରେ ସୁନା ଭଣ୍ଡାର ମିଳିଛି ଏବଂ ସେଥିମଧ୍ୟରୁ ଗୋଟିଏ ଖଣିଜ ବ୍ଲକକୁ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ କେନ୍ଦ୍ର ସରକାରଙ୍କର କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି: ମୁଖ୍ୟମନ୍ତ୍ରୀ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ କେନ୍ଦ୍ର ସରକାରଙ୍କର କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ସେସବୁ ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ଯୋଜନା ପାଇଁ ଅର୍ଥ ଆବଣ୍ଟନ ହୋଇଥାଏ ଭୁବନେଶ୍ୱର ୨୦-୦୨-୨୦୨୫(ପିପିଏସ ) : ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ କେନ୍ଦ୍ର

ପଶ୍ଚିମ ଓଡ଼ିଶା ବିକାଶ ପାଇଁ କେତେ ଖର୍ଚ୍ଚ ହୋଇଛି, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶା ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଛି ପ୍ରାପ୍ତ ତଥ୍ୟ ଅନୁସାରେ ପଶ୍ଚିମ ଓଡ଼ଶା ବିକାଶ ପରିଷଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକ ପାଇଁ ୨୦୨୪-୨୫ର କାର୍ଯ୍ୟାନ୍ବୟନ ପାଇଁ ମୋଟ ୧୫୦,୮୪,୬୪,୦୪୮ ଟଙ୍କା ଖର୍ଚ୍ଚ ହୋଇଛି ଭୁବନେଶ୍ୱର

ଆଜିଠାରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା: ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ରାଜ୍ୟରେ ବୁଧବାରଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫେବ୍ରୁଆରି ୧୯ରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

ଜନ୍ମଦାତ୍ରୀଙ୍କୁ ପିଟିପିଟି ମାରିଦେଲା ପୁଅ

ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ଅନେକ ଆଗରୁ ପୁଅର ସନ୍ଦେହ ଥିଲା। ଆଜି ଆଖି ସାମ୍ନାରେ ଦେଖିଲା ପରେ ଏହାକୁ ଦେଖି ସହ୍ୟ କରିପାରି ପାରି ନଥିଲା ପୁଅ। ମୁଣ୍ଡରେ ପୀତ ଚଢ଼ିବାରୁ ଏକ କାଠଫାଳିଆରେ ପିଟିପିଟି ମାରିଦେଲା। ନୀଳଗିରି/ଭୁବନେଶ୍ୱର ୧୯-୦୨-୨୦୨୫(ପିପିଏସ ) : ମା’ର ପରକୀୟା

ଅକ୍ଷୟଙ୍କ ଏହି ଦୃଶ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ

ଏହି କ୍ରମରେ ବଲିଉଡ ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ମହାଦେବଙ୍କ ଭକ୍ତମାନଙ୍କ ପାଇଁ 'ମହାକାଳ ଚଲୋ' ଗୀତ ଲଞ୍ଚ କରିଛନ୍ତି। ଏହି ଗୀତକୁ ଖୁବଅଳ୍ପ ସମୟ ମଧ୍ୟରେ ଲକ୍ଷଲକ୍ଷ ଲୋକ ଦେଖିସାରିଲେଣି। ମୁମ୍ବାଇ/ଭୁବନେଶ୍ୱର ୧୯-୦୨-୨୦୨୫(ପିପିଏସ ) : ଧାର୍ମିକ ନଗରୀ ଉଜ୍ଜୟିନୀର ପ୍ରତ୍ୟେକ

ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ

ରେଖା ଗୁପ୍ତାଙ୍କ ନାଁରେ ବାଜିଲା ମୋହର ନୂଆଦିଲ୍ଲୀ/ଭୁବନେଶ୍ୱର ୧୯-୦୨-୨୦୨୫(ପିପିଏସ ) : ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନାମ ଘୋଷଣା । ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର ।

ଭୁବନେଶ୍ବର ଏମ୍ସରେ: ନିଯୁକ୍ତି ଜାଲିଆତି

ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇ ଟିମ୍ ପହଞ୍ଚି ଖୋଳତାଡ୍ ଆରମ୍ଭ କରିଛନ୍ତି। ୫ ଜଣଙ୍କ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି ଭୁବନେଶ୍ୱର ୧୯-୦୨-୨୦୨୫(ପିପିଏସ ) : ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର

୩୦ କି.ମି.ଦୂରରେ ମେଟ୍ରିକ୍‌ ପରୀକ୍ଷା କେନ୍ଦ୍ର: ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ

ସୁନ୍ଦରଗଡ଼ରେ ମୋଟ ୧୧୭ ପରୀକ୍ଷା କେନ୍ଦ୍ରରେ ୨୩,୦୦୧ ଉଭୟ ରେରୁରାଲ ଓ ଏକ୍ସରେଗୁରାଲ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଛନ୍ତି। ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସୁବିଧା ଦୃଷ୍ଟିରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ବିଦ୍ୟାଳୟଠୁ ୧୦ରୁ ୧୫ କି.ମି. ଦୂରରେ ରହିବା କଥା ରାଉରକେଲା/ଭୁବନେଶ୍ୱର