Browsing Category

ଦୁର୍ନୀତି

କୋଷ୍ଟାଲ ରେଗୁଲେସନ ଜୋନ ଆଇନ ଉଲଙ୍ଗନ

ସମୁଦ୍ରକୂଳରୁ ବାଲି ଉଠି ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ ପାରାଦୀପ,୩୦-୦୯-୨୦୨୪ (ପିପିଏସ) : ସରକାରୀ ନିୟମକୁ ଫୁ କରି ଉଡାଉଛନ୍ତି କଣ୍ଟ୍ରାକ୍ଟର,ରାସ୍ତା ନିର୍ମାଣ ପାଇଁ ଦିନ ଦ୍ବିପ୍ରହର ରେ ଖୁଲମଖୁଲା କରୁଛନ୍ତି ସିଆରଜେଡ ଉଲଂଘନ l ସମୁଦ୍ର କୂଳରୁ ଦୁଇଶହ ମିଟର ଭିତରେ ବାଲି ଖୋଲି

ପୁଣି ଭାରରେ ବୁହାହେଲେ ରୋଗୀ

ଚିତ୍ରକୋଣ୍ଡାରେ ଅଭାବନୀୟ ଦୃଶ୍ୟ ଚିତ୍ରକୋଣ୍ଡା/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭାରରେ ବୁହାହେଲେ ରୋଗୀ, ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତର ରଥଗୁଡା ଗ୍ରାମରେ। ତେବେ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ

ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା

ନୀଳଗିରି/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି ବିଜେଡି ସମର୍ଥିତ ଅଧ୍ୟକ୍ଷା ଅମ୍ବିକା ଦାସ। ନୀଳଗିରି ଏନଏସି ମୋଟ ୧୩ଜଣ କାଉନସିଲର ଥିବା ବେଳେ ଏହି ଭୋଟିଂରେ ମୋଟ ୧୧ ଜଣ ଉପସ୍ଥିତ

ଲଗାଣ ବର୍ଷା: ଦବିଲା ୫ ଶହ ମିଟର କଂକ୍ରିଟ ରାସ୍ତା

ଜଳେଶ୍ବର/ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଉତ୍ତର ଓଡ଼ିଶାରେ  ଦୁଇ ଦିନ ଧରି ପ୍ରବଳ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ  ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ଓ ବାଇଗଣ ବାଡିଆ ପଞ୍ଚାୟତ ନିକଟରେ କଂକ୍ରିଟ ରାସ୍ତା ଦବି ଯାଇଛି।

ଗଜିଆଗୁଡ଼ା ଗାଁକୁ  ଦେଶୀ ଡଙ୍ଗା ଭରଷା

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡ଼ା ଗାଁ। ସ୍ଥଳପଥରେ ଗାଁକୁ ସିଧାସଳଖ ରାସ୍ତା ନଥିଲା ବେଳେ ନଦୀରେ ଜଳଯାତ୍ରା କରିବାକୁ ପଡ଼ୁଛି। ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡ଼ା ଗାଁ। ସ୍ଥଳପଥରେ

ଚାପିଦେବେ ବାଲିଯାତ୍ରା ଦୁର୍ନୀତି

ଘୋଷଣାରେ ରହିଗଲା ଅଡିଟ୍‌ ଓ ତୃତୀୟପକ୍ଷ ତଦନ୍ତ କଟକ,୨୩-୦୯-୨୦୨୪(ପିପିଏସ ) : କଟକ ଐତିହାସିକ ବ‌ାଲିଯାତ୍ରାରେ ୨୦୨୨ ଓ ୨୦୨୩ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ସମୟ ଗଡ଼ାଇ ତାହାକୁ ଚାପି ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଗତ ୨ବର୍ଷର ବାଲିଯାତ୍ରାର ସମସ୍ତ କାମକୁ

ଭୂତକୋଠି ପାଲଟିଲାଣି  କୋଟିକୋଟି ଟଙ୍କାରେ ନିର୍ମିତ କୋଠା

କୋରାପୁଟ/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) :  ଆନ୍ଧ୍ରପ୍ରଦେଶର ବିଜୟୱାଡା ଝାଡ଼ଖଣ୍ଡର ରାଂଚି କରିଡ଼ର ଏନଏଚ ରାସ୍ତା କୋରାପୁଟ ଜିଲ୍ଲା ଦେଇ ଯାଇଛି। ଏହି ରାସ୍ତାଟି ବ୍ରହ୍ମପୁର ଦେଇ ରାୟଗଡ଼ା ଜିଲ୍ଲା ଦେଇକୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କୋରାପୁଟ ଓ ଜୟପୁର ଦେଇ ମାଲକାନଗିରି ଜିଲ୍ଲାରେ

ବିଡିଏକୁ ବିଏସ୍‌ଏବିଟି ବୋଝ

ଆୟ ପାଇଁ ବାଟ ବନ୍ଦ ରଖିଛନ୍ତି ଅଧିକାରୀ ଭୁବନେଶ୍ୱର: ବିଶ୍ବସ୍ତରୀୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ବା ବିଏସ୍‌ଏବିଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୧୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ବିଡିଏ ଏହାକୁ ନିର୍ମାଣ କଲା। ରକ୍ଷଣାବେକ୍ଷଣ ପାଇଁ ବର୍ଷକୁ ଏବେ ୧କୋଟି ୨୦ ଲକ୍ଷ ଖର୍ଚ୍ଚ

ସୁଭଦ୍ରା ଯୋଜନା ନାଁରେ ଯନ୍ତ୍ରଣା

ଝରିଗାଁ/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି।

ବିପଜ୍ଜନକ  ଅବସ୍ଥାରେ ସ୍ମାର୍ଟ ସିଟି ରାସ୍ତାଘାଟ

ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ସ୍ଥିତି ସାଂଘାତିକ ।  ଯୁଆଡ଼େ ଯିବ, ସିଆଡ଼େ ଖାଲଖମା । ରାସ୍ତାରୁ ପିଚୁ ଉଠିଗଲାଣି । ଗୋଡ଼ି ବିଛାଇ ହୋଇ ପଡ଼ିଛି।  କେଉଁଠି କାଦୁଅ, ଆଉ କେଉଁଠି ପାଣି । ଟିକିଏ ନଜର  ହଟିଲେ, ଦୁର୍ଘଟଣା ହେବା ଥୟ । କେତେବେଳେ  ଯେ ଏ ରାସ୍ତା ମାରିଦେବ, କହି ହେବନି