Browsing Category

ଦୁର୍ନୀତି

ଦୁର୍ଗମ ଅଞ୍ଚଳରେ ବିକାଶ ଅପହଞ୍ଚ !

ଯାତାୟତ ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ନିର୍ମିତ ପୋଲ ଭରସା ୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବ‌ର୍ଷ ପୂରିବ। ରାଜ୍ୟ ସରକାର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗମନାଗମନର ବ୍ୟାପକ ଅସୁବିଧା

ନବଜାତ ଶିଶୁକନ୍ୟା ବିକ୍ରି ମାମଲା: ସନ୍ଦେହ ଘେରରେ ଥିବା ଏଏନ୍‌ଏମ୍‌ ନିଳମ୍ବିତ

ପାଟଣାଗଡ଼/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତ ଏଏନ୍‌ଏମ୍‌ ନିଲମ୍ବିତ ହୋଇଛନ୍ତି।ଏଏନ୍‌ଏମ୍‌ ‌ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ

କେନାଲ ପାଣି ନେଇ ପୁଣି ଗର୍ଜିଲେ ଚାଷୀ: ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ

ଧର୍ମଗଡ/ଭୁବନେଶ୍ୱର ୨୧-୧୧-୨୦୨୪ (ପିପିଏସ) : ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପରୁ ୨୦୨୪-୨୫ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଚାଷୀମାନେ ଗର୍ଜିଛନ୍ତି। ଚାଷୀମାନେ ରାସ୍ତା ଅବରୋଧ ସହିତ ଆନ୍ଦୋଳନ ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।

ଡିସେମ୍ବର ୧୯ରେ ବିଧାନସଭା ଘେରିବେ ଅଙ୍ଗନବାଡ଼ି କର୍ମୀ

ଅଙ୍ଗନବାଡ଼ି କର୍ମୀଙ୍କୁ ଆର୍ଥିକ ଶୋଷଣ ବନ୍ଦ ଓ ଅନାବଶ୍ୟକ କାର୍ଯ୍ୟଭାର ପ୍ରତ୍ୟାହାର ସହ ଭତ୍ତା ବୃଦ୍ଧିର ପ୍ରତିଶ୍ରୁତି ପୂରଣ ନକଲେ ଆଗାମୀ ଡିସେମ୍ବର ୧୯ ତାରିଖରେ ବିଧା‌ନସଭା ଘେରାଉ କରିବ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା। ଭୁବନେଶ୍ୱର ୧୯-୧୧-୨୦୨୪(ପିପିଏସ) :

କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ

କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ। ଗତକାଲି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯିବା ପରେ କଟକକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି।

ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଦୋଳାରେ ୮ କିମି ବୁହା ହେଲେ ମହିଳା

ରାଜ୍ୟରେ ଆଜି ବି ଏମିତି ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବା ସହ ଆମ୍ବୁଲାନ୍‌ସ ଭଳି ଜରୁରୀକାଳୀନ ସେବା ସାତସପନ ପାଲଟିଛି। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଏହାର ଜ୍ବଳନ୍ତ ଉଦାହରଣ ପାତ୍ରପୁର/ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ରାଜ୍ୟରେ

ଖଣି ଆନ୍ଦୋଳନ ରୋକିବାକୁ ସରକାରଙ୍କ କଠୋର ନିଷ୍ପତ୍ତି: ତାଳଚେରରେ ୬ ମାସ ପାଇଁ ‘ଏସ୍‌ମା’ ଲାଗୁ

ତାଳଚେର ଖଣି ଅଞ୍ଚଳରେ ଚାଲିଥିବା ଆନ୍ଦୋଳନ ରୋକିବା ପାଇଁ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏମ୍‌ସିଏଲ୍‌ ଦ୍ବାରା ଚାଲିଥିବା କୋଇଲା ଖନନ ଓ ପରିବହନ ବ୍ୟବସ୍ଥାରେ ଅତ୍ୟାବଶ୍ୟକ ସେବା ଆଇନ୍‌ (ଏସ୍‌ମା) ଲାଗୁ କରାଯାଇଛି। ଅନୁଗୁଳ/ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ତାଳଚେର

ଯନ୍ତ୍ରୀଙ୍କ ଘରେ କେଜିଏ ସୁନା

ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ଭିଜିଲାନ୍ସ ଜାଲରେ ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା। ଆଜି ସକାଳେ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଥିଲା। ତାଙ୍କ ଘର ସମେତ ଚାରିଟି ସ୍ଥାନରେ ଚାଲିଛି ଚଢ଼ାଉ।

ମାଟିରେ ମିଶିଲା ଟାଗୋର ସୋସାଇଟି

ଡିଏନକେ ପଡିଆ ସମ୍ପ୍ରସାରଣ ଘଟଣା ମାଲକାନଗିରି/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) :  ମାଲକାନଗିରି ସଦର ମହକୁମାରେ ରହିଥିବା ଡିଏନକେ ପଡିଆ ସଂପ୍ରସାରଣ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିବା ବେଳେ ପଡିଆକୁ ଲାଗି ରହିଥିବା ଟାଗୋର ସୋସାଇଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଉଛି। ୪

ପିଲାଙ୍କ ପାଇଁ ଆସିଥିବା ସରକାରୀ ୟୁନିଫର୍ମ-ଜୋତା ଡମ୍ପିଂୟାର୍ଡରେ ଖତ ଖାଉଛି

ପିଲାଙ୍କ ମଧ୍ୟରେ ସ୍କୁଲ ଯିବା ଲାଗି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସହିତ ୟୁନିଫର୍ମ ଓ ଜୋତା ପିଲାଙ୍କୁ ଯୋଗାଇ ଦିଆଯାଉଛି। ତେବେ ୟୁନିଫର୍ମ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଡମ୍ଫିୟାର୍ଡରେ ଖତ ଖାଉଛି