Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ
ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ….
ସ୍ବତନ୍ତ୍ର ସ୍ଥାୟୀ ଆର୍ଥିକ ବ୍ୟବସ୍ଥା କରିବା ପାଇଁ ଦାବି
କୋଣାର୍କ/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ଭାରତ ବର୍ଷର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ଉତ୍ତର ପ୍ରଦେଶର ପ୍ରସିଦ୍ଧ କୁମ୍ଭ ମେଳା ଓ!-->!-->!-->!-->!-->…
ନାଗା ସାଧ୍ବୀ ହୋଇଗଲେ ମମତା କୁଲକର୍ଣ୍ଣି
ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ପୁରୁଣା ଜୀବନକୁ ତ୍ୟାଗ କରି ନାଗା ସାଧ୍ବୀ ହୋଇଛନ୍ତି ଓ ମହାମଣ୍ଡଳେଶ୍ୱର ଉପାଧି ଗ୍ରହଣ କରିଛନ୍ତି । ସେ ସଙ୍ଗମରେ ନିଜର ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ ଓ ନୂଆ ନାମ ଶ୍ରୀ ୟାମି ମମତାନନ୍ଦ ଗିରି ଗ୍ରହଣ କରିଥିଲେ ।
!-->!-->!-->…
ଓଡ଼ିଶା ଶ୍ରେଷ୍ଠ ନିବେଶ କ୍ଷେତ୍ର :ମୁଖ୍ୟମନ୍ତ୍ରୀ
ଐତିହାସିକ ହେବ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫
ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫ରେ ଜାନୁଆରି ୨୮-୨୯, ଦୁଇ ଦିନ ଧରି ଏହା କେବଳ ଡେଲିଗେଟ୍ମାନଙ୍କ ପାଇଁ ଖୋଲା ରହିବ। ୩୦ ତାରିଖ ଦିନ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯିବ।
ଭୁବନେଶ୍ୱର!-->!-->!-->!-->!-->…
ବାରବାଟୀ ଦିନିକିଆ
ଫେବ୍ରୁଆରି ୨ରେ ଅନ୍ଲାଇନ୍, ୫-୬ରେ କାଉଣ୍ଟର ଟିକେଟ୍
ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ର ଟିକେଟ୍ ବିକ୍ରି ନେଇ ତାରିଖ ଘୋଷଣା ହୋଇଯାଇଛି। ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦର୍ଶକଙ୍କ!-->!-->!-->…
ଯୁବତୀ ଚାଲାଣକୁ ନେଇ ହଂସିତା-ଅନୀଲଙ୍କୁ ପଚାରିବ ସ୍ପେଶାଲ କ୍ରାଇମ୍ ୟୁନିଟ୍
ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ | ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୁଲିସ | ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ଆଣିବ ପୁଲିସ ଓ କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଜେରା କରିବ
ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ)!-->!-->!-->…
ପ୍ରସ୍ତାବିତ ବନ୍ଦର କୁ ବିସ୍ଥାପିତ ଙ୍କ ତୀବ୍ର ବିରୋଧ
: ସରିଲା ୩ୟ ପର୍ଯ୍ୟାୟ ଜନଶୁଣାଣି
: ଜୀବନ ଶେଷ ରକ୍ତବିନ୍ଦୁ ଯାଏଁ ଲଢ଼ିବୁ, ବନ୍ଦର ହେବ ନାହିଁ
: ଅସ୍ତରଙ୍ଗ ରେ ବନ୍ଦର ସ୍ବପ୍ନ ଭୁଲିଯାଅ ସରକାର
ଅସ୍ତରଙ୍ଗ/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ପ୍ରସ୍ତାବିତ ବନ୍ଦରକୁ ନେଇ ବିରୋଧ ସ୍ୱର!-->!-->!-->!-->!-->!-->!-->!-->!-->…
ଅଚଳ ହୋଇପଡିଛି ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ। ପର୍ଯ୍ୟଟକ ନିରାଶ।
କୋଣାର୍କ/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକଙ୍କ ନିମନ୍ତେ ସୂର୍ଯ୍ୟମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକର୍ମରେ କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ଶୈଳକୁ ପ୍ରଦର୍ଶିତ କରି!-->…
‘ନେତାଜୀଙ୍କ ଦୃଷ୍ଟିକୋଣକୁ ନେଇ ସମୃଦ୍ଧ ଦେଶ ନିର୍ମାଣ ଉଦ୍ଦେଶ୍ୟରେ ବଢ଼ିବାକୁ ହେବ’
ନେତାଜୀ ଜୟନ୍ତୀ ଅବସରରେ କଟକରେ ଆୟୋଜିତ ‘ପରାକ୍ରମ ଉତ୍ସବ’ରେ ଯୋଗଦେଇ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ୧୯୪୩ ମସିହା ଡିସେମ୍ବରରେ ଜାପାନ ସହାୟତାରେ ଆଣ୍ଡାମାନ ଓ ନିକୋବର ଦ୍ବୀପରେ ଆଜାଦ୍ ହିନ୍ଦ ଫୌଜର ପ୍ରଥମ ସରକାର ପ୍ରତିଷ୍ଠା କରିଥିଲେ।
କଟକ,୨୩-୦୧-୨୦୨୫(ପିପିଏସ!-->!-->!-->…
ପୁରୁଷଙ୍କୁ ସୁଭଦ୍ରା ଲୋଭ !
ଭୁବନେଶ୍ୱର ୨୨-୦୧-୨୦୨୫ (ପିପିଏସ) : ସୁଭଦ୍ରାକୁ ନେଇ ବଡ଼ ଖୁଲାସା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ଆଧାର କାର୍ଡର ଯେତେବେଳେ!-->…