Browsing Category

ଜାତୀୟ

ଆଗାମୀ ଦିନରେ ଶିକ୍ଷା ବିଭାଗ ନିଯୁକ୍ତିର ବଡ଼ ଧମାକା ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୋଟିଏ ସରକାରୀ ଚାକିରି ପାଇବା ଏବେ ବହୁତ କଠିନ। ଏବେ ମଧ୍ୟ ସରକାରୀ ଚାକିରି ନିଯୁକ୍ତି କମ ଅଛି। ସାଧାରଣ ଲୋକ ସରକାରୀ କାର୍ଯ୍ୟାଳୟକୁ ଅନେକ ଆଶା ନେଇ ଆସନ୍ତି। ଭୁବନେଶ୍ୱର ୦୭-୦୨--୨୦୨୫(ପିପିଏସ) : ଗୋଟିଏ ସରକାରୀ ଚାକିରି ପାଇବା ଏବେ

ପୁଣି ଅଘଟଣ: ସ୍ପଞ୍ଜ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୪ ଶ୍ରମିକ ଗୁରୁତର

ଇସ୍ପାତ୍‌ ନଗରୀ ରାଉରକେଲାରେ ପୁଣି ଅଘଟଣ ଘଟିଛି। ରାଉରକେଲାରେ କ୍ରମାଗତ ତୃତୀୟ ଦିନରେ ଏହି ଅଘଟଣ ଘଟିଛି। ସ୍ଥାନୀୟ କଳୁଙ୍ଗା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ  ଘଟିଛିl ଏଥିରେ ଚାରି  ଜଣ ଶ୍ରମିକ ଗୁରୁତର ହୋଇଛନ୍ତି l ରାଉରକେଲା: ଇସ୍ପାତ୍‌

୫ ବର୍ଷରେ ୫ ହଜାର କୋଟି ଖର୍ଚ୍ଚ ଯୋଜନା

ମୋହନଙ୍କ ଫୋକସ୍‌ରେ ଗାଁ ଆରମ୍ଭ ହେଲା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଆଜିଠୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ‘ବିକଶିତ ଗାଁ, ବିକଶିତ ଓଡିଶା’। ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରମ୍ଭ କରିଛନ୍ତି।

‘ସନାତନୀ’ ଚଳଚ୍ଚିତ୍ର ମାମଲା

ରିଲିଜ୍‌ ଉପରେ ଅଙ୍କୁଶ ପାଇଁ ମନାକଲେ ହାଇକୋର୍ଟ ଓଡ଼ିଆ ଚଳଚ୍ଚିତ୍ର ‘ସନାତନୀ’ର ରିଲିଜ୍ ଉପରେ ଅଙ୍କୁଶ ଲଗାଇବାକୁ ହାଇକୋର୍ଟ ଆଜି ମନା କରିଛନ୍ତି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ଦର୍ଶାଇ ଦାୟର ଦୁଇ ମାମଲାର

ଆଠଗଡ଼ରେ ବୁଲୁଛି କଲରାପତରିଆ ବାଘ

କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତାରେ କଲରାପତରିଆ ବାଘ ଦେବାକୁ ମିଳିଛି । କଲରାପତରିଆ ବାଘଟି ନିର୍ଭୟରେ ରାସ୍ତାରେ ବୁଲୁଛି । ରାସ୍ତାରେ ବୁଲୁଥିବା ବେଳେ କଲରାପତରିଆ ବାଘର ଭିଡିଓ ମୋବାଇଲରେ କଏଦ ହୋଇଛି କଟକ ୦୬-୦୨-୨୦୨୫(ପିପିଏସ ) : କଟକ ଆଠଗଡ଼ ବନଖଣ୍ଡର

ଫେବ୍ରୁଆରି ୧୩ରୁ ବିଧାନସଭା ବ‌ଜେଟ୍ ଅଧିବେଶନ

 ୧୨ରେ ସର୍ବଦଳୀୟ ବୈଠକ ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ଫେବ୍ରୁଆରି ୧୩ରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ଫେବ୍ରୁଆରି ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ. ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଜମୁଛି ଖଣ୍ଡଗିରି ମେଳା

ଉପରେ ଭଜନ-କୀର୍ତ୍ତନ ‌ ତଳେ ମନୋରଞ୍ଜନ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଜନଗହଳି ବଢ଼ିବାରେ ଲାଗିଛି। ଏବେ ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦିନବେଳା ହୋମଯଜ୍ଞ ଚାଲୁଥିବା ବେଳେ ସଞ୍ଜ ହେଲେ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। ଭୁବନେଶ୍ୱର

ଫେବ୍ରୁଆରି ୧୦ରୁ ପୁଣି ଯାନବାହନ ଚେକିଂ, ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ

ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ଦୀର୍ଘ ଦିନର ବ୍ୟବଧାନ ପରେ

ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି। ଅର୍ଥ କମିସନଙ୍କ ନିକଟରେ ୧୨,୫୬, ୧୪୮ କୋଟିର ଦାବି କରାଯାଇଛି ଭୁବନେଶ୍ୱର

ଶିକ୍ଷା ବିଭାଗରେ ୨୭୬୭ ଜଣଙ୍କୁ ମିଳିବ ନିଯୁକ୍ତି

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଫେବ୍ରୁଆରି ୭ରେ ଆୟୋଜିତ ହେବ ନିଯୁକ୍ତି ମେଳା। ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ )