Browsing Category

ଘଟଣା-ଦୁର୍ଘଟଣା

ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୪ ଆହତ

କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଯୁବକ ଆହତ ହୋଇଛନ୍ତି। ବାଙ୍କୀ/କଟକ୧୧-୦୧-୨୦୨୫(ପିପିଏସ ) : କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ମାଡ଼ଖାଇ ଲହୁଲୁହାଣ ହୋଇଥିବା ଚୋରଙ୍କୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କଲା ପୁଲିସ

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ପଞ୍ଚାୟତ ତିଳା ଗ୍ରାମରେ ଚାରି ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ଚୋରମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ପୁଲିସ ଅଟକ ରଖିଛି। ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ

ବଳପୂର୍ବକ ବାଲିଘାଟ ଦଖଲ ଉଦ୍ୟମ

ଲିଜଧାରୀ ବ୍ୟବସାୟୀଙ୍କୁ ଗ୍ୟାଙ୍ଗଷ୍ଟରର ଧମକ-ଏତଲାର ପରେ ବି ତଦନ୍ତ ଆରମ୍ଭ ହୋଇନି-ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀକଟକ, ୧୧-୦୧-୨୦୨୫(ପିପିଏସ ) : ବାଲିଘାଟ ଛାଡିବାକୁ ଲିଜଧାରୀଙ୍କୁ ଧମକ ଦେଇଛି ଗ୍ୟାଙ୍ଗଷ୍ଟର । ପ୍ରଥମେ ଲକ୍ଷାଧିକ ଟଙ୍କା ବଟି ନେବା ପରେ ଏବେ ପୂରା ବାଲିଘାଟ ଦଖଲ

ବାପାର ଛୁରାମାଡ଼ରେ ଚାଲିଗଲା ମଦ୍ୟପ ପୁଅର ଜୀବନ

ବାପାର ଛୁରାମାଡ଼ରେ ପୁଅ ମୃତ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ସୀଙ୍ଗମିଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜିତେନ୍ଦ୍ର ମଲ୍ଲିକ (୨୩) ବୋଲି ଜଣାଯାଇଛି। ବାଲିଗୁଡ଼ା/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ବାପାର ଛୁରାମାଡ଼ରେ ପୁଅ ମୃତ।

ଆତ୍ମସମର୍ପଣ କଲେ ୨ ମହିଳାଙ୍କ ସମେତ ୯ ଦୁର୍ଦ୍ଦାନ୍ତ ନକ୍ସଲ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୨ ଜଣ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ମାଲକାନଗିରି ସୀମାନ୍ତ

ବାଲି ଚୋରି ରୋକିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି: ସୁରେଶ ପୂଜାରୀ

ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏନେଇ ପୂର୍ବ ସରକାରଙ୍କୁ ଦୋଷ ଦେବା ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୂର୍ବରୁ ବାଲି ରାଜସ୍ୱ ବିଭାଗରେ ଥିଲା। ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବତନ ସରକାର

ସାନଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ବଡ଼ଭାଇର ମୃତ୍ୟୁ

ସାନଭାଇର ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ନିଜେ ହତ୍ୟାର ଶିକାର ହେଲେ ଡଙ୍ଗରିଆ ଯୁବକ ଡ୍ରୁକୁ ଶିକକା। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଖୋଲ ଅନ୍ତର୍ଗତର କୁଲେରିପଟା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୁନିଗୁଡ଼ା/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ସାନଭାଇର

କଟକରେ ବିପୁଳ ପରିମାଣର ନକଲି ଟାୟାର ଓ ଟ୍ୟୁବ୍ ଜବତ

ଗୋଦାମ ସିଲ୍, ମାଲିକ ଗିରଫ କଟକ-ଜଗତପୁର ୧୦-୦୧-୨୦୨୫ (ପିପିଏସ) : ଜଗତପୁର ଥାନା ଖଇରା ପୋଲ ନିକଟରେ ଥିବା ‘ଉତ୍କଳ ଡିଷ୍ଟ୍ରିବ୍ୟୁଟର’ ନାମକ ଗୋଦାମରୁ ଆଜି ଜଗତପୁର ଥାନା ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଲି ଟାୟାର ଓ ଟ୍ୟୁବ୍‌ ଜବତ କରିଛି। ଗୋଦାମକୁ ସମ୍ପୂର୍ଣ୍ଣ ସିଲ୍ କରାଯିବା ସହ

ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ତଦନ୍ତ ନେଇ ପରିବାର ଲୋକଙ୍କ ଡିଆଇଜିଙ୍କ ଦ୍ବାରସ୍ଥ

ଗତ ୩ତାରିଖ ଦିନ ସେମିଳିଗୁଡା ଥାନା ଅର୍ନ୍ତଗତ ବେହେରାଗୁଡ଼ା ଗାଁରେ ଗର୍ଭବତୀ ମହିଳା ରଚନା ସାହୁଙ୍କର ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ନେଇ ପରିବାର ଲୋକେ ଏସ୍‌ପି ଓ ଡିଆଜିଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରିବାର ଲୋକେ ମହିଳାଙ୍କ ମୃତ୍ୟୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଜଳିଗଲା ଯାତ୍ରୀବାହୀ ବସ୍‌: ଡ୍ରାଇଭରଙ୍କ ବୁଦ୍ଧି ଯୋଗୁଁ ବର୍ତ୍ତିଗଲେ ଯାତ୍ରୀ

ଚଳନ୍ତା ବସ୍‌ରେ ନିଆଁ ଲାଗିଛି। ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିବାରୁ ଏହା ଭସ୍ମୀଭୂତ ହୋଇଯାଇଛି। କିନ୍ତୁ ବସ୍‌ର ଚାଳକଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି। ଧର୍ମଗଡ଼/ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : ଚଳନ୍ତା ବସ୍‌ରେ ନିଆଁ ଲାଗିଛି। ଯାତ୍ରୀବାହୀ