Sign in
Sign in
Recover your password.
A password will be e-mailed to you.
Browsing Category
ଅନ୍ତର୍ଜାତୀୟ
ବ୍ରହ୍ମପୁତ୍ରରେ ଡ୍ୟାମ୍ ନିର୍ମାଣ କରିବ ଚୀନ୍: ଭାରତ ବନ୍ୟାରେ ବୁଡ଼ିବା ଆଶଙ୍କା
ଭାରତ ତଥା ଅନ୍ୟ ପଡ଼ୋଶୀ ଦେଶର ବିରୋଧକୁ ଅଣଦେଖା କରି ଚୀନ୍ ବ୍ରହ୍ମପୁତ୍ର ନଦୀରେ ବିଶ୍ୱର ବୃହତ୍ତମ ଡ୍ୟାମ୍ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଚୀନ୍ ଏଥିପାଇଁ ୧୩୭ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛି। ଏହି ଡ୍ୟାମ୍ ଭାରତ ଏବଂ ବାଂଲାଦେଶ ପାଇଁ ଏକ ବଡ଼ ବିପଦ ହୋଇପାରେ ବୋଲି!-->…
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ, ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁବାର ବିଗିଡ଼ିଯିବା ପରେ ତାଙ୍କୁ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି। ଘନିଷ୍ଠ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ!-->…
ଓସିଏ ଆପେକ୍ସ କାଉନ୍ସିଲ ବୈଠକ
ବାରବାଟୀ ଏକଦିବସୀୟ ପାଇଁ ପ୍ରସ୍ତୁତି
କଟକ,୨୪-୧୨-୨୦୨୪ (ପିପିଏସ) : ଆସନ୍ତା ବର୍ଷ ଫେବ୍ରୁଆରି ୯ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆନ୍ତର୍ଜାତିକ ମ୍ୟାଚ୍କୁ ଦୃଷ୍ଟିରେ ରଖି ରବିବାର ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ଆପେକ୍ସ କାଉନ୍ସିଲ ବୈଠକ ଅନୁଷ୍ଠିତ ହୋଇଛି। ଏହି!-->!-->!-->…
ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ
ନୂଆଦିଲ୍ଲୀ/ଭୁବନେଶ୍ୱର୨୨-୧୨-୨୦୨୪(ପିପିଏସ):
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଏତ ଗସ୍ତର ଶେଷ ଦିନରେ ତାଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀରପ୍ରଦାନ କରାଯାଇଛି ।ରବିବାର କୁଏତର ବାୟାନ୍ ପ୍ୟାଲେସରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ !-->!-->!-->…
ସାଇବର ଠକଙ୍କ ଆକାଉଣ୍ଟରୁ ଫେରିଲା ୨୪.୬ ଲକ୍ଷ: ଫେରିପାଇଲେ ମେଘାଳୟର ୨ ଯୁବତୀ
ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : କମିସନରେଟ୍ ପୁଲିସର ସାଇବର ଥାନାକୁ ମିଳିଛି ବଡ଼ ସଫଳତା। ସାଇବର ଠକ ରୢାକେଟ୍ର ମାଷ୍ଟରମାଇଣ୍ଡ୍କୁ ଧରିବା ସମ୍ଭବ ହୋଇ ନଥିଲେ ମଧ୍ୟ ଲୁଟ୍ର ଶିକାର ହୋଇଥିବା ଯୁବତୀଙ୍କୁ ୨୪ ଲକ୍ଷ ୬୦ ହଜାର ଟଙ୍କା ଫେରାଇବାକୁ ସକ୍ଷମ ହୋଇଛି ପୁଲିସ।!-->…
ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ କୁଏତ ଆସିବାକୁ ୪୦ ବର୍ଷ ଲାଗିଗଲା : ମୋଦୀ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : କୁଏତର କ୍ୟାନଭାସରେ ଭାରତୀୟତାର ରଙ୍ଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସହରର ଶେଖ୍ ସାଦ୍ ଅଲ୍ ଅବଦୁଲ୍ଲା ଇନ୍ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ କମ୍ୟୁନିଟି ଇଭେଣ୍ଟ 'ହାଲା ମୋଦୀ'ରେ ଭାରତୀୟମାନଙ୍କୁ!-->…
ଅଲବିଦା ଉସ୍ତାଦ
ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର!-->…
ପୁରୀ-କୋଣାର୍କ ବେଳାମାର୍ଗରେ ଆରମ୍ଭ ହେଲା ୬ଷ୍ଠ ଇକୋ ରିଟ୍ରିଟ
ଚଳିତବର୍ଷ ୬ଷ୍ଠ ଥର ପାଇଁ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁଣି ଆୟୋଜିତ ହୋଇଛି ଇକୋ-ରି ଟ୍ରିଟ। ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ସବକୁ ଉଦ୍ଘାଟନ କରିଥିଲେ।
!-->!-->!-->…
ହାଇବ୍ରିଡ ମୋଡରେ ହେବ ଚାମ୍ପିୟନ୍ସ ଟ୍ରଫି
ଚାମ୍ପିୟନ୍ସ ଟ୍ରଫିକୁ ନେଇ ଗତ କିଛି ମାସ ହେଲା ଚାଲିଥିବା ଅଚଳାବସ୍ଥା ଦୂର ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ 'ହାଇବ୍ରିଡ୍ ମଡେଲ୍'କୁ ମଞ୍ଜୁରି ଦେଇଛି । ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ ।
ଲାହୋର /ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ!-->!-->!-->…
ପାରାଦୀପରେ ଫସିଲେ ୭୮ ବାଂଲାଦେଶୀ ନାଗରିକ, ମାଛ ଧରିବାକୁ ଆସି ଅଟକ
ପାରାଦୀପ/ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ବିଗତ କିଛି ମାସ ହେଲା ଭାରତ-ବାଂଲାଦେଶର ସଂପର୍କରେ ମଧୁରତା ନାହିଁ। ବିଭିନ୍ନ କାରଣକୁ ନେଇ ଉଭୟ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ୨ଟି!-->!-->!-->…