ସମାଜର ଦୁର୍ବଳଶ୍ରେଣୀଙ୍କୁ ସେବା ବର୍ତ୍ତମାନର ଆହ୍ୱାନ : ପ୍ରଫେସର ସାନ୍ୟାଲ୍

ସ୍ୱରାଜ ଆଶ୍ରମ ପରିଦର୍ଶନ କଲେ ହରିଜନ ସେବକ ସଂଘ ରାଷ୍ଟ୍ରୀୟ ସଭାପତି ବର୍ଷକ ମଧ୍ୟରେ ପ୍ରସ୍ତୁତ ହେବେ ୧ହଜାର ‘ଗାନ୍ଧୀ ସେବକ’ ଦିଲ୍ଲୀ ମୁଖ୍ୟାଳୟରେ ପାଳନ ହେବ ଡକ୍ଟର ମହତାବଙ୍କ ୧୨୫ତମ ଜୟନ୍ତୀ ‘ଗାଁ ଓ ବସ୍ତିରେ ସେବାପାଇଁ ଏକ ଘଣ୍ଟା ଅଭିଯାନ’ର ଶୁଭାରମ୍ଭ କଟକ,୧୪-୦୯-୨୦୨୪

ରିହାତି ଦରରେ ପିଆଜ ବିକ୍ରି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ପିଆଜ ଦର ବୃଦ୍ଧି ଯୋଗୁ ଅସୁବିଧାରେ ପଡ଼ିଥିବା ଜନସାଧାରଣଙ୍କୁ ଶନିବାର ଦିନ ବ୍ୟାପାର ମନ୍ତ୍ରଣାଳୟ କିଛି ଆଶ୍ବସ୍ତି ପ୍ରଦାନ କରିଛି। ସେପ୍ଟେମ୍ବର ୫ରୁ ସରକାର ସବସିଡିଯୁକ୍ତ ପିଆଜ ବିକ୍ରୟ ପାଇଁ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ଖବର ଆସୁଛି

ଓଡ଼ିଶାର ୧୦ ଲକ୍ଷ  ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହି ଦିନ ସେ ଓଡ଼ିଶାର ୧୦ ଲକ୍ଷ  ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ। ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ। ଖାଲି ସେତିକି ନୁହେଁ, ଆସନ୍ତା ୧୭

 ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ

ନିଜ ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି କଟକ ମହାନଗରର ମହାନଦୀ ବିହାର ଅଞ୍ଚଳରେ। ଏଣେ ହତ୍ୟାକାଣ୍ଡ ଘଟାଇବା ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। କଟକ-୧୪-୦୯-୨୦୨୪(ପିପିଏସ):

ଖଣ୍ଡଗିରି ଥାନାରେ ନାଇଜେରୀୟ ପର୍ଯ୍ୟଟକ

ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଆଜି ରାତି ପ୍ରାୟ ୧୨ଟା ସମୟରେ ଖଣ୍ଡଗିରି ପୁଲିସ ଜଣେ ନାଇଜେରୀୟ ପର୍ଯ୍ୟଟକଙ୍କୁ ଥାନାକୁ ଉଠାଇଆଣିଛି। ତାଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ଚର୍ଚ୍ଚା ହେଉଛି ଯେ ପୁଲିସ ଉକ୍ତ ଯୁବକଙ୍କ ନିକଟରୁ ପ୍ରାୟ ୨ଲକ୍ଷ ନଗଦ ଟଙ୍କା ଜବତ କରିଛି। ‌ତେବେ ସେ

ଆପାର୍ଟମେଣ୍ଟରୁ ୩୦ ଭରି ସୁନା ଲୁଟ୍

କଟକ/ ୧୪-୦୯-୨୦୨୪(ପିପିଏସ): ବାରଙ୍ଗ ଥାନା ଅଧୀନ ବେଲଗଛିଆ ଗ୍ରାମ ନିକଟ ଶାନ୍ତିବନ ଆପାର୍ଟମେଣ୍ଟର ଏକ ଘରୁ ୩୦ ଭରି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟର ପଛପାଖ ଜଙ୍ଗଲିଆ ଅଞ୍ଚଳରୁ ପାଚେରି ଡେଇଁ ଭିତରେ ପଶି ଲୁଟ୍‌ କରିଥିବା ସିସିଟିଭି

୨-୧ ଗୋଲ୍‌ରେ ପାକିସ୍ତାନକୁ ପରାଜିତ କଲା ଭାରତ

ବେଜିଂ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଶନିବାର ପାକିସ୍ତାନକୁ ୨-୧ ରେ ପରାସ୍ତ କରି ଭାରତୀୟ ହକି ଦଳ କ୍ରମାଗତ ପଞ୍ଚମ ବିଜୟ ପଞ୍ଜିକରଣ କରିଛି। କ୍ୟାପଟେନ ହରମନପ୍ରୀତ ସିଂ ଭାରତ ପାଇଁ ଉଭୟ ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ପାଇଁ ଏକମାତ୍ର ଗୋଲ

ସମ୍ବର ଶିକାର କରି ଶିକାରୀ ଗିରଫ

କପ୍ତିପଦା/ଭୁବନେଶ୍ୱର,୧୪-୦୯-୨୦୨୪ (ପିପିଏସ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ୍ୟଜନ୍ତୁଙ୍କୁ ନିରାପଦରେ ରଖିବା ପାଇଁ ଜଙ୍ଗଲରେ ବୃକ୍ଷରୋପଣ, ପିଇବା ପାଇଁ ପାଣିର ବ୍ୟବସ୍ଥା, ଜଗୁଆଳି ମୁତୟନ

ଇଞ୍ଜିନିୟରିଂ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ : ରାଗିଂ ଅଭିଯୋଗ

ଭୁବନେଶ୍ୱର,୧୪-୦୯-୨୦୨୪ (ପିପିଏସ) : ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ଜଣଙ୍କ ହେଲେ ଝାରଖଣ୍ଡ ରାଞ୍ଚିର ଅଭିଷେକ ରବି। ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି । ଗତକାଲି

ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟର ନିଜସ୍ୱ ଜମି ପାଇଁ ସାଂସଦଙ୍କୁ ଦାବିପତ୍ର

କଟକ, ୧୩-୦୯-୨୦୨୪ (ପିପିଏସ) : କଟକ ନୟାସଡ଼କଠାରେ ଥିବା ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟର ନିଜସ୍ୱ ଜମି ନଥିବାରୁ ନୂତନ ଶ୍ରେଣୀଗୃହ ଓ କାର୍ଯ୍ୟାଳୟ ଖୋଲିବାରେ ମହାବିଦ୍ୟାଳୟର କର୍ତ୍ତପକ୍ଷ ଅସୁବିଧରୀ ସମ୍ମୁଖୀନ ହେଉଥିବରୁ ମହାବିଦ୍ୟାଳୟ ପାଇଁ ଜମି ଯୋଗାଇ ଦେବା ନିମନ୍ତେ କଲେଜ