“କୋଠ ମାଇପର ସନ୍ତାନ “

(ପୁରାତନ ରାଜୁଡ଼ା ଅମଳରେ ଆଜିଭଳି କୌଣସି ସ୍ୱତନ୍ତ୍ର ବେଶ୍ୟାଳୟ ନଥିଲା l ଫଳରେ ସମ୍ଭ୍ରାନ୍ତ ଶ୍ରେଣୀର ଉତ୍ସୃଙ୍ଖଳ ପୁରୁଷ ମାନେ ନିଜର ଯୌନକ୍ଷୁଧା ମେଣ୍ଟାଇବା ପାଇଁ ନଗର ବଧୂ ପ୍ରଥା ପ୍ରଚଳନ କରୁଥିଲେ l ସେଇ ପ୍ରଥା ଯେତେବେଳେ ଗ୍ରାମାଞ୍ଚଳକୁ ବ୍ୟାପିଲା, ସେତେବେଳେ ନିପଟ ମଫସଲି ଭାଷାରେ ନଗର

ଓଲଟିଲା କପା ବୋଝେଇ ଟ୍ରକ୍‌ : ଡ୍ରାଇଭର ଆହତ

ସୋନପୁର/ଭୁବନେଶ୍ୱର,୨୨-୯-୨୦୨୪ : ସୋନପୁର ଭାରସାମ୍ୟ ହରାଇ ଓଟଲିଲା କପା ବୋଝେଇ ଟ୍ରକ୍‌ । ଅଳ୍ପକେ ବର୍ତ୍ତିଛନ୍ତି ଡ୍ରାଇଭର । ଟ୍ରକ୍‌ଟି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ପଶ୍ଚିମବଙ୍ଗକୁ କପା ନେଇ ଯାଉଥିବାବେଳେ ଏହି ଅଘଟଣ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା

୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ ଲାଞ୍ଚୁଆ ପୁଲିସ

ବାଲେଶ୍ୱର/ଭୁବନେଶ୍ୱର,୨୨-୯-୨୦୨୪ : ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାର ୨ ଜଣ ପୁଲିସ ଅଧିକାରୀ। ସେମାନେ ହେଉଛନ୍ତି ପ୍ରୋବେସନାରୀ ସବ୍‌-ଇନ୍ସପେକ୍ଟର (ପିଏସ୍‌ଆଇ) ରଘୁନାଥ ହାଁସନା ଓ ଏଏସ୍‌ଆଇ ଶିବ ପ୍ରସାଦ ଦଳେଇ। ଏକ

ଜାଲରେ ପଡ଼ିଲା ଅଦ୍ଭୁତ ମାଛ : ଦାମ ୧୫ ଲକ୍ଷ

ବାଲେଶ୍ୱର/ଭୁବନେଶ୍ୱର,୨୨-୯-୨୦୨୪ : ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ ଶନିବାର ଏହି ମାଛ ନିଲାମ ପାଇଁ ଆସିଥିଲା। ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼

ଆମେ ତିରୁପତି ମନ୍ଦିରକୁ କେବେ ଘିଅ ଦେଇନୁ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧-୦୯-୨୦୨୪ (ପିପିଏସ): ଆନ୍ଧ୍ରର ତିରୁପତି ଜିଲ୍ଲାର ତିରୁମାଲା ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ଅମୁଲ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛି। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସେ କେବେ ବି ଘିଅ

୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କଲା ଚନ୍ଦକା ପୁଲିସ

ଭୁବନେଶ୍ବର,୨୧-୦୯-୨୦୨୪ (ପିପିଏସ): ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାରେ ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୁଲିସ। ଏହି ଅଘଟଣ ବେଳେ ଥିବା ଆଉ ଫେରାର୍ ଥିବା ୩/୪ ଯୁବକଙ୍କୁ ପୁଲିସ

ନନ୍ଦନକାନକାନନରେ ଆଖି ବୁଜିଲା ଜଳହସ୍ତୀ

କଟକ/ବାରଙ୍ଗ ,୨୧-୦୯-୨୦୨୪ (ପିପିଏସ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମିଳନ ପାଇଁ ପରସ୍ପର ସହ ସଂଘର୍ଷରେ ଗୁରୁତର ହୋଇଥିବା ୩ ବର୍ଷ ବୟସର ଯୁବ ଜଳହସ୍ତୀର ମୃତ୍ୟୁ ହୋଇଛି। ଚଳିତ ମାସ ୨ ତାରିଖରେ ଜଳହସ୍ତୀ ଘରର ୬୨ ନମ୍ବର ଓ ୬୩ ନମ୍ବର ଖୁଆଡ ମଝି ପାଚେରୀ ଭାଙ୍ଗି ଅପରପାର୍ଶ୍ଵର ମାଈ ସହ ମିଳନ

ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୦୯-୨୦୨୪ (ପିପିଏସ): ଗଣପର୍ବ “ନୂଆଁଖାଇ” ସାରା ଦେଶରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛି। ଗାଁରୁ ସହର, ରାଜ୍ୟରୁ ଦେଶ ତଥା ବିଦେଶରେ ମଧ୍ୟ ଓଡ଼ିଆମାନେ ଉତ୍ସାହ ଉଦ୍ଦୀପନାରେ ଏହି ପର୍ବ ସହ ଯୋଡିହେବା ଖୁସିର ବିଷୟ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଜୁହାର୍

ଡାକ୍ତର ହେବ ଦିନ ମଜୁରିଆଙ୍କ ପୁଅ : ବାଧକ ସାଜିଛି ଅର୍ଥ

କନ୍ଧମାଳ/ଭୁବନେଶ୍ୱର,୨୧-୦୯-୨୦୨୪(ପିପିଏସ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁର ଦିନ ମଜୁରିଆ ବାପା ମା’ଙ୍କ ପୁଅ ହେବାକୁ ଯାଉଛନ୍ତି ଡାକ୍ତର । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେଥୋସ୍କୋପ । ପୁଅ ନିଟ୍‌ ପରୀକ୍ଷାରେ ପାସ୍‌ କରିବା ପରେ ମେଡିକାଲରେ ସିଟ୍‌ ବି

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ ମୁଖ୍ୟଯନ୍ତ୍ରୀ

ବାଲେଶ୍ୱର/ଭୁବନେଶ୍ୱର,୨୧-୦୯-୨୦୨୪(ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ବାଲେଶ୍ୱର ରୁରାଲ୍‌ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍‌ଭି ହରିହର ରାଓଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ଗତକାଲି ହରିହରଙ୍କ ପୈତୃକ