ନଳା ଭିତରେ ଶ୍ରମିକଙ୍କୁ ମାରିଦେଲେ!

ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ବିଏମ୍‌ସିର ନଳା କାମ ଚାଲିଥିଲା। ଗାର୍ଡ ୱାଲ ପାଇଁ ଖୋଳୁଖୋଳୁ ନଳା କଡ଼ରେ ଥିବା ପାଚେରି ଭୁଶୁଡ଼ି ପଡ଼ିଲା। ପାଚେରି ତଳେ ରହିଗଲେ ଶ୍ରମିକ। ଉଦ୍ଧାର କଲାପରେ ହସ୍‌ପିଟାଲ୍‌ ନେଲେ। ହେଲେ ୨ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଖି ବୁଜିଲେ। ଠିକାଦାର ଓ

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । କେତେକ ଅଞ୍ଚଳରେ କମରୁ ମଧ୍ୟମ ବର୍ଷା ହେଉଥିବାବେଳେ ଅନ୍ୟ କିଛି ସ୍ଥାନରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି। ତେବେ ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ

ଭୁବନେଶ୍ବରରେ ନଡ୍ଡା

ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ

ଲଗାଣ ବର୍ଷା: ଦବିଲା ୫ ଶହ ମିଟର କଂକ୍ରିଟ ରାସ୍ତା

ଜଳେଶ୍ବର/ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଉତ୍ତର ଓଡ଼ିଶାରେ  ଦୁଇ ଦିନ ଧରି ପ୍ରବଳ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ  ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ଓ ବାଇଗଣ ବାଡିଆ ପଞ୍ଚାୟତ ନିକଟରେ କଂକ୍ରିଟ ରାସ୍ତା ଦବି ଯାଇଛି।

କଟକ ଗ୍ରାମାଂଚଳ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ, ୨୬.୦୯.୨୦୨୪(ପିପିଏସ) : ଚଳିତ ବର୍ଷ କଟକ ଜିଲ୍ଳାରେ ଶାରଦୀୟ ଦୁର୍ଗାପୂଜା ଓ ଭସାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ

ସିଆରପିଏଫ୍‌ କ୍ୟାମ୍ପ ଉପରେ ନକ୍ସଲଙ୍କ ଆକ୍ରମଣ

ମାଲକାନଗିରି/ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ମାଲାକନଗିରି, ତେଲେଙ୍ଗାନା, ଛତିଶଗଡ଼ ଏବଂ ଆନ୍ଧ୍ର ପୁଲିସର ମାଓ ଦମନ ରଣନୀତିରେ ସଂଗଠନ ଏକ ପ୍ରକାର ଦୁର୍ବଳ ହେବାକୁ ଲାଗିଲାଣି। ତେବେ ଏହାର ପ୍ରଭାବ ଯେପରି ଲୋକଙ୍କ ଉପରେ ନପଡୁ ସେଥିପାଇଁ ନକ୍ସଲ ହତ୍ୟା ଓ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ

ନେତାଙ୍କ ପୁଅ ନେତା ହୁଅନ୍ତିନି:ଜେପି ନଡ୍ଡା

ବିଜେପି ଲାଷ୍ଟ୍ ମ୍ୟାନ୍ ଆଟ୍ ଲାଷ୍ଟ୍ ମାଇଲରେ ବିଶ୍ବାସ କରେ। ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ

ଜିଦ୍‌ରେ ଅଟଳ ନର୍ସିଂ ସଂଘ

ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ଠପ୍ ପାଇଁ ଚେତାବନୀ ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ରାଜ୍ୟ ସରକାରଙ୍କ ଏସମାକୁ ଅଣଦେଖା କରି ନର୍ସିଂ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଗୁରୁବାର  ନର୍ସିଂ ସଂଘ

ବାରବାଟୀ ଗଡ଼ର କୁଳଦେବୀ ମା’ ଗଡ଼ଚଣ୍ଡୀ

ପାର୍ବଣରେ ମହାମାୟୀ କଟକ,୨୫-୦୯-୨୦୨୪(ପିପିଏସ): (ବିଜୟ କୁମାର ପଣ୍ଡା)ବାରବାଟୀ ଗଡ଼ର କୁଳଦେବୀ ହେତୁ ସେ ମା’ ଗଡ଼ଚଣ୍ଡୀ ଭାବେ ପରିଚିତ। ଓଡ଼ିଶାରେ ରାଜତନ୍ତ୍ର ଶାସନରେ କଟକ ରାଜଧାନୀ ଥିଲା। ବାରବାଟୀ ଦୁର୍ଗରେ ରାଜ ପରିବାରଙ୍କ ସମେତ ରାଜ କର୍ମଚାରୀ ଓ ସେମାନଙ୍କ ପରିବାର ରହୁଥିଲେ।