ବିଏମ୍‌ସି ହରାଇଲା ୧୦୦କୋଟିର ସମ୍ପତ୍ତି

ସ୍ଲମ୍‌ କ୍ବାର୍ଟର୍ସ ମାମଲା ହାରିବା ପରେ ତନାଘନା ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ନିୟମିତ ଅବହେଳା ପାଇଁ ବିଏମ୍‌ସି କ୍ଷତି ସହୁଛି। ସାଧାରଣ ଲୋକଙ୍କ ଠାରୁ ଆସୁଥିବା ରାଜସ୍ବ ଭୂତ ଖାଉଛି। ଏଣେ ସାଧାରଣ ଲୋକ ବି ନ୍ୟାୟ ପାଉ ନାହାନ୍ତି, ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଆଇନକାନୁନକୁ ବେଖାତିର: ଭାଇରାଲ୍‌ ଭିଡିଓକୁ ତର୍ଜମା କରୁଛି ପୁଲିସ

ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ପୁଣି ଥରେ ରାତି ଅଧରେ ରୋଡ୍‌ରୋମିଓମାନେ ଏନ୍‌ଏଚ୍‌-୧୬ ଉପରେ ଉତ୍ପାତ କରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି। ପାଖାପାଖି ୧୦ରୁ ୧୫ ଯୁବକ ରସୁଲଗଡ଼ ଫ୍ଲାଏଓଭର ବ୍ରିଜ୍‌ ଉପରେ ରାସ୍ତା ଅବରୋଧ କରି ମସ୍ତି କରୁଥିବାର ଭିଡିଓ ସହରସାରା ମୋବାଇଲ୍‌ରୁ

ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍‌

ପୁରୀ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍‌ ସଂଲଗ୍ନ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ବିଳାସପୂର୍ଣ୍ଣ ଟେଣ୍ଟରେ ତାରକା ହୋଟେଲର ଅନୁଭବ ନେବେ ପର୍ଯ୍ୟଟକ। ଜଳକ୍ରୀଡ଼ା, ବିଚ୍‌ ସ୍ପୋର୍ଟସ ତଥା ବେଳାଭୂମି କ୍ରୀଡ଼ା, ଇନ୍‌ଡୋର ଗେମ୍‌ ଏବଂ

ଦ୍ୱାରଶୁଣୀ ଘାଟିଠୁ ବଳିଗଲାଣି ୨୨୦ ନମ୍ବର ଜାତୀୟ ରାଜପଥ

ରାଇରଙ୍ଗପୁର/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ରାଂଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଦୁର୍ଘଟଣାର ପିିଛା ଛାଡୁ ନାହିଁ। ଆଜି ପୁଣି ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଦାମପାହାଡ ଥାନା

ରାବଣପୋଡ଼ି ମହୋତ୍ସବ ପାଇଁ ଉପଯୁକ୍ତ ବ୍ୟବସ୍ଥା କର : ହାଇକୋର୍ଟ 

କଟକ,୦୬-୧୦-୨୦୨୪ (ପିପିଏସ) : ଧାର୍ମିକ ଉତ୍ସବଗୁଡ଼ିକ କିପରି ବିନା ବାଧାବିଘ୍ନରେ ପାଳନ ହେବ, ତାହା ଦେଖିବା କର୍ତ୍ତୃପକ୍ଷଙ୍କ ଦାୟିତ୍ବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ବିଜୟା ଦଶମୀ ତିଥିରେ ଆୟୋଜିତ ହେବାକୁ ଥିବା ରାବଣପୋଡ଼ି ମହୋତ୍ସବ ପାଇଁ ଗଡ଼ଗଡ଼ିଆ ଘାଟ ନିକଟରେ ଚିହ୍ନିତ

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା

ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଆସନ୍ତାକାଲି ସଂଧ୍ୟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଛି । କାଲି ସଂଧ୍ୟା ୭ଟାରୁ ୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଘରୋଇ ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଛି । ଆସନ୍ତାକାଲି ସଂଧ୍ୟାରୁ ୨୪

ସୁସ୍ଥ ହୋଇ ଘରକୁ ଫେରିଲେ ଗୋବିନ୍ଦା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ଅକ୍ଟୋବର ୧ ତାରିଖରେ ଅଭିନେତା ଗୋବିନ୍ଦାଙ୍କ ସହିତ ଏକ ଅଘଟଣ ଘଟି ଯାଇଥିଲା। ଏହି ଦୁର୍ଘଟଣାରେ ଅଭିନେତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ବିମାନବନ୍ଦରକୁ ବାହାରୁ୍‌ଥିବା ସମୟରେ ଘ‌ରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି

ହିମାଚଳ ସରକାରଙ୍କ ନୂଆ ନିଷ୍ପତ୍ତି: ଶୌଚାଳୟ ଉପରେ ଟିକସ ଲାଗୁ

ନୂଆଦିଲ୍ଲୀ /ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସରକାର ଏକ ନୂତନ ଶୁଳ୍କ ଲାଗୁ କରିଛନ୍ତି। ଯେଉଁଥିରେ ଘରେ ଥିବା ଶୌଚାଳୟ ସିଟ୍ ସଂଖ୍ୟା ଉପରେ ଆଧାର କରି ଟିକସ ସଂଗ୍ରହ କରାଯିବ। ନିକଟରେ ପ୍ରକାଶିତ

ଦରଦାମ ବୃଦ୍ଧିର ପ୍ରଭାବ: ଆମିଷ ଥାଳି ଶସ୍ତା, ନିରାମିଷ ମହଙ୍ଗା !

ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ଏକ ବର୍ଷରେ ୧୧ ପ୍ରତିଶତ ମହଙ୍ଗା ହୋଇଛି ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ଦେଶରେ ଦରଦାମ ବୃଦ୍ଧିର ପରିସ୍ଥିତି ସଙ୍କଟଜନକ ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ୪ ପ୍ରତିଶତକୁ ଖସି ଆସିବା ସତ୍ତ୍ବେ ଖାଦ୍ୟ ମୁଦ୍ରାସ୍ଫୀତି ଅଧିକ ରହିଛି। ଏହା

ହିଙ୍ଗୁଳା କୋଇଲା ଖଣି ଦ୍ଵାରା  ୩୦ବର୍ଷ ତଳେ ଜମି ଅଧିଗ୍ରହଣ କିନ୍ତୁ ଚାକିରି ନାହିଁ  କାହିଁକି ?

ତାଳଚେର/ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ତାଳଚେର ଏକ କୋଇଲା ଖଣି ପରିବ୍ୟାପ୍ତ ଅଞ୍ଚଳ ଏଠାରେ ଜାତୀୟ ସ୍ବାର୍ଥ ଓ ଦେଶର ବିକାସ ପାଇଁ ସ୍ଥାନିତ ଅଧିବାସୀ ନିଜ ନିଜ ଭିଟାମାଟି ଓ ଚାଷ ଜମିବାଡ଼ିକୁ ଉଚ୍ଛର୍ଗ କରିଥାନ୍ତି , କୋଇଲା ଖଣିର ସମ୍ପ୍ରସାରଣ ପାଇଁ ଗ୍ରାବାସୀମାନେ ନିଜ ଭିଟାମାଟି