ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ସାରା ରାଜ୍ୟ ଦୁର୍ଗା ପୂଜା ଲାଗି ଉତ୍ସବମୁଖର। ଏହି ସମୟରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା

ଖୋଲିଲା ବିବାଦୀୟ ‘ହୁଡ୍‌ଦଙ୍ଗ୍‌’ ବାର୍‌

୧୨ ଦିନଧରି ସିଲ୍‌ ହୋଇଥିବା ବିବାଦୀୟ ‘ହୁଡ୍‌ଦଙ୍ଗ୍‌ ବାର୍‌’ ଶେଷରେ ଖୋଲିଛି। ପାନପୋଷ ରୋଡ୍‌ରେ ଥିବା ଏହି ବାର୍‌ ବୁଧବାରଠାରୁ ଖୋଲିଛି। ନାବାଳିକାଙ୍କୁ ବାର୍‌ ଭିତରେ ଅସଦାଚରଣ ଘଟଣା ଓ ସଂପୃକ୍ତ ନାବାଳିକାଙ୍କୁ ଉକ୍ତ ରାତିରେ ବିଭିନ୍ନ ସ୍ଥାନରେ ସିରିଏଲ ଗଣଦୁଷ୍କର୍ମ ଏଯାଏ

ରେକର୍ଡ କଲା ଓଡ଼ିଆ ଚଳଚିତ୍ର ‘କର୍ମ’

ପ୍ରଥମ ଦିନରେ ୩୭ ଲକ୍ଷର ବ୍ୟବସାୟ ‘ଭିଲେନ୍‌’, ‘ଦୁର୍ଗା’, ‘ଖୋକାଭାଇ ତୁମ ପାଇଁ’ ‌ଦେଖିବାକୁ ଭିଡ଼ଦ୍ବିତୀୟ ଥର ମୈଦାନକୁ ଆସିଥିବା ‘ଦମନ’ ବି ପଛରେ ନାହିଁ ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ

ପୂଜାମଣ୍ଡପ ବୁଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପୂଜାମଣ୍ଡପ ବୁଲିଛନ୍ତି। ନବୀନ ପଟ୍ଟନାୟକ ରସୁଲଗଡ଼ ପୂଜା ମଣ୍ଡପରେ ପହଞ୍ଚି ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ବିରୋଧୀ ଦଳ ନେତା ତଥା

ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ

ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ସେଠାରେ ପହଞ୍ଚି ମାଆଙ୍କର ଆଳତି କରିଛନ୍ତି। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ରାଜଧାନୀର ପାଟଣା ସାହି

ନିରାପଦ ଓହ୍ଲାଇଲା ଏୟାରଇଣ୍ଡିଆ ବିମାନ, ସବୁ ଯାତ୍ରୀ ସୁରକ୍ଷିତ

ସବୁ ଉତ୍କଣ୍ଠାର ଅନ୍ତ ଘଟାଇ ଏୟାର ଇଣ୍ଡିଆର ବିମାନଟି ତାମିଲନାଡ଼ୁର ତ୍ରିଚି ଏୟାରପୋର୍ଟରେ ଓହ୍ଲାଇଛି । ଏହା ଫଳରେ ସେଥିରେ ଥିବା ୧୪୧ ଜଣ ଯାତ୍ରୀଙ୍କ ସମେତ ସରକାର ଓ ଦେଶବାସୀ ଆଶ୍ବସ୍ତ ହୋଇଛନ୍ତି ।  ତ୍ରିଚି/ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ସବୁ ଉତ୍କଣ୍ଠାର ଅନ୍ତ

ମହାଷ୍ଟମୀରେ ମାଆଙ୍କ ଆଶୀର୍ବାଦ ନେଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଶାରଦୀୟ ଦୁର୍ଗାପୂଜା ଅବସରରେ ଶୁକ୍ରବାର ମଣ୍ଡପରେ ମା’ଙ୍କର ମହାଷ୍ଟମୀ ପୂଜାର୍ଚ୍ଚନା ଜାରି ରହିଛି। ଶ୍ରଦ୍ଧାଳୁମାନେ ପରିବାରର ଶୁଭକାମନା ମନାସୀ ମା’ ଦୁର୍ଗତିନାଶିନୀଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି। ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଗହଳି

ଜଙ୍ଗଲରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ

୧୮ ଦିନ ହେଲା ନିଖୋଜ ଥିଲେ ଫୁଲବାଣୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଧୀନ ମିଣିଆ ଜଙ୍ଗଲରୁ ଆଜି ଶାରଳା ବେହେରା ନାମକ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର ହୋଇଛି। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଶାରଳାଙ୍କୁ ସ୍ବାମୀ ତଥା

‘ନାନୋ’ର ମହାନାୟକଥିଲେ ରତନ ସାଧାରଣ ଲୋକଙ୍କ ଭିତରେ ଭରିଥିଲେ ଆଶା

ସାଧାରଣ ଲୋକଙ୍କ ଭିତରେ ଭରିଥିଲେ ଆଶା ନୂଆଦିଲ୍ଳୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ  ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ନାନୋ

ଷ୍ଟାର ହେଲଥ ଇନ୍ସ୍ୟୁରାନ୍ସ ୟୁଜର୍ସଙ୍କୁ ବଡ ଝଟକା, ଲିକ ହେଲା ଡାଟା

ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଆପଣଙ୍କ ପାଖରେ ଷ୍ଟାର ହେଲଥ ଇନସୁରାନ୍ସ ଅଛି କି? ଯଦି ହଁ, ତେବେ ଏହା ଆପଣଙ୍କ ପାଇଁ ଏକ ଖରାପ ଖବର ହୋଇପାରେ| ବାସ୍ତବରେ ବହୁ ସଂଖ୍ୟକ ୟୁଜର୍ସଙ୍କ ତଥ୍ୟ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ସପ୍ତାହ ପୂର୍ବେ କମ୍ପାନୀ ସୋସିଆଲ